ଖେଳ

‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ…

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି -୨୦ରେ ରୋହିତ ରଚିବେ ଇତିହାସ, କୋହଲିଙ୍କ ରେକର୍ଡ ଭାଙ୍ଗିବାର ରହିଛି ସୁଯୋଗ

ନୂଆଦିଲ୍ଲୀ,୧୦।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଗୁରୁବାର ଠାରୁ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ ୧୧ ଜାନୁଆରୀରେ ମୋହାଲିରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ…

୨୦୨୩ର ଶ୍ରେଷ୍ଠ ଟି -୨୦ରେ ରହିପାରନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ,୧୦।୧: ଦିନିକିଆ ବିଶ୍ୱକପ୍‌ ହେତୁ ୨୦୨୩ରେ ଅଧିକ ଟି -୨୦ କ୍ରିକେଟ ହୋଇନାହିଁ। ତେବେ ଯେତିକି ବି ମ୍ୟାଚ ହୋଇଛି ସେହି ସମୟରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯଦି ଆମେ ଭାରତ ବିଷୟରେ କହିବା, ଗତ ବର୍ଷ ଯୁବ…

୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ୧୦ମ ସଂସ୍କରଣ ଚଳିତ ମାସ…

ବିଜୟ ସହ ଜଗରନଟ୍ସର ଲିଗ୍‌ ପର୍ଯ୍ୟାୟ ଶେଷ

ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ରେ ବିଜୟ ସହ ଓଡ଼ିଶା ଜଗରନଟ୍ସ ଏହାର ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩୪-୨୩ ପଏଣ୍ଟରେ ମୁମ୍ବାଇ…

ଓଡ଼ିଶା ଏଫ୍‌ସି ଆଜି ହୋପ୍ସକୁ ଭେଟିବ

ଭୁବନେଶ୍ୱର, ୧୦।୧ (ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବୁଧବାର ହୋପ୍ସ ଏଫ୍‌ସି ସହ ମୁକାବିଲା କରିବ। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଏହି ମ୍ୟାଚ ଅପରାହ୍ନ ୨ଟାରେ ଆରମ୍ଭ ହେବ।…

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୦ା୧: ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତର ଆଥ୍‌ଲେଟମାନଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ଘନଘନ କରତାଳି ମଧ୍ୟରେ କ୍ରିକେଟର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ…

ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନଙ୍କ ହେବ ବାୟୋପିକ୍‌

ଶ୍ରୀନଗର: ଦୁଇ ହାତ ନ ଥିବା ସତ୍ତ୍ୱେ କଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନ ନିଜର ଯାଦୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି। ତେବେ ଆଗକୁ ତାଙ୍କ ଜୀବନୀ ଉପରେ ବାୟୋପିକ୍‌ ହେବାକୁ ଯାଉଛି। ମହେଶ ଭଟ୍ଟ ତାଙ୍କର ଏହି ବାୟୋପିକ୍‌…

କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ପିଚ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି

ଦୁବାଇ, ୯ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ନ୍ୟୁଲାଣ୍ଡ୍ସ ପିଚ୍‌ର ଲକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମ୍ୟାଚଟି ୫ଟି ସେସନ ଭିତରେ ସୀମିତ ରହଥିଲା। ଟେଷ୍ଟ କ୍ରିକେଟ ଇତିହାସରେ…

ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା

କେପ୍‌ଟାଉନ୍‌,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହେନେରିକ୍‌ କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ୪…

ପିଚ-ଆଉଟଫିଲ୍ଡ ନୁହେଁ ଭଲ, ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ: କେପଟାଉନ ଟେଷ୍ଟର ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି…

ନୂଆଦିଲ୍ଲୀ,୯।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳଯାଇଥିବା ୨ ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଦେଢ଼ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ମ୍ୟାଚ…

ବିଦେଶରେ ଖେଳାଯିବ କି ଆଇପିଏଲର ୧୭ତମ ସଂସ୍କରଣ

ନୂଆଦିଲ୍ଲୀ,୯।୧: ଆଇପିଏଲର ୧୭ତମ ସଂସ୍କରଣ ଆରମ୍ଭ ପାଇଁ ଅଧିକ ସମୟ ବାକି ନାହିଁ। କ୍ରିକେଟ ଜଗତର ଏହି ସବୁଠୁ ବଡ ଲିଗ ମାର୍ଚ୍ଚରୁ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ। କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?