ଖେଳ

ଏହି କାରଣରୁ ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍‌ ପଡ଼ିଲେ ଯଶସ୍ବୀ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର୍‌ ଯଶସ୍ବୀ ଜୟଓ୍ବାଲ ବାଦ୍‌ ପଡିଛନ୍ତି। ବିସିସିଆଇ…

ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜ: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପ୍ଲେ-୧୧ରେ ଉଇକେଟ୍‌ କିପର…

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୧।୧: ଟିମ ଇଣ୍ଡିଆ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଦୀର୍ଘ ଦିନ ପରେ ରୋହିତ ଶର୍ମା ଭାରତୀୟ ଟି -୨୦ ଦଳକୁ ଫେରିଛନ୍ତି। ଏହି ସିରିଜରେ ରୋହିତ ଭାରତର ଅଧିନାୟକ ହେବେ। ପୂର୍ବତନ…

ମହମ୍ମଦ ସିରାଜଙ୍କ ଉପରେ ନୋଟ ବର୍ଷା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ବହୁତ ଭଲ ଥିଲା। ସେ ୨ମ୍ୟାଚ ଟେଷ୍ଟ ସିରିଜରେ ୯ ୱିକେଟ ନେଇଥିଲେ। ଟେଷ୍ଟ ସିରିଜରେ ଅଧିକାଂଶ ୱିକେଟ ନେଇଥିବା ବୋଲର ତାଲିକାରେ ସିରାଜ…

ଉପରକୁ ଉଠିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ…

ରାହୁଲ ଦ୍ରାବିଡଙ୍କ କୋଚ୍‌ କିଏ ଜାଣନ୍ତି? ଯିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଡେବ୍ୟୁ, ୯୧ ରନ୍‌ରେ ୮ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୧।୧: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି ରାହୁଲ ଦ୍ରାବିଡ। ହେଲେ କ’ଣ ଆପଣ ଦ୍ରାବିଡଙ୍କ କୋଚ୍‌ଙ୍କୁ ଜାଣନ୍ତି, ଯିଏ କି ତାଙ୍କୁ ଭାରତୀୟ ଟିମ୍‌ ଲାଗି ଖେଳିବା ଲାଗି ସଠିକ୍‌ ମାର୍ଗଦର୍ଶନ ଦେଇଥିଲେ। ହୁଏତ ନା। କହିରଖିବୁ,…

ସନ୍ନ୍ୟାସ ନନେଇ କୋଚ୍‌ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍‌ ଇଣ୍ଡିଆ ବିପକ୍ଷରେ କରିବେ କାମ

ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜର ଠିକ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ…

ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ

ନୂଆପଡ଼ା,୧୧।୧(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୩୨ତମ ୱାଇଏମ୍‌ସି କପ୍‌ କ୍ରିକେଟ ବୁଧବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୧୦ ଉଇକେଟ ହରାଇ…

ଆଜି ସେମିଫାଇନାଲ

ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ୨ଟି ଯାକ ସେମିଫାଇନାଲ ଗୁରୁବାର ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ହେବାକୁଥିବା ପ୍ରଥମ ସେମିଫାଇନାଲରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ ଡିଫେଣ୍ଡିଂ…

ଲାମିଚାନେଙ୍କୁ ୮ ବର୍ଷ ଜେଲ

କାଠମାଣ୍ଡୁ,୧୧ା୧(ପି.ଟି): ନେପାଳ ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ବୁଧବାର କାଠମାଣ୍ଡୁର ଏକ କୋର୍ଟ ୮ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ଏକ ବଳାତ୍କାର ମାମଲାରେ ଲାମିଚାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜଣେ ୧୮ ବର୍ଷୀୟା ମହିଳାଙ୍କୁ ଲାମିଚାନେ ବଳାତ୍କାର କରିଥିଲେ। ସିଙ୍ଗଲ…

ଓଏଫ୍‌ସିର ବିଜୟଧାରା ଜାରି

ଭୁବନେଶ୍ୱର,୧୧ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଦଳ ୧-୦ରେ ହୋପ୍ସ ଏଫ୍‌ସିକୁ ପରାସ୍ତ କରିଛି। ୪୪ତମ ମିନିଟରେ ପ୍ୟାରୀ ଖାଖା ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଉଭୟ ଦଳ…

କେରଳ ବ୍ଲାଷ୍ଟର୍ସ ୩-୧ରେ ବିଜୟୀ

ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ କେରଳ ବ୍ଲାଷ୍ଟର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅପରାହ୍ନ ୨ଟାରେ ପିଚ୍‌-୧ରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୩-୧ ଗୋଲରେ ଶିଲଂ ଲାଜଂ ଏଫ୍‌ସିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?