ଖେଳ

ଭାରତ ନେବ ୨୦୦୩ର ପ୍ରତିଶୋଧ…

ଜେରୁଜେଲମ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ୧୯ ନଭେମ୍ବରରେ ଅହମଦାବାଦରେ ଖେଳାଯିବ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଭାରତୀୟ ଦଳ ସଫଳ ହୋଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

ଅହମ୍ମଦାବାଦ,୧୯।୧୧: ଆଉ ମାତ୍ର ୨ଘଣ୍ଟାର ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୦୦କୋଟି ଭାରତୀୟଙ୍କ ନଜର…

ଜିତିବା ପାଇଁ ସାମିଙ୍କ ମା’ କଲେ ପ୍ରାର୍ଥନା

ଅହମ୍ମଦାବାଦ,୧୯ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହାନ ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଟିମ୍‌ ଇଣ୍ଡିଆ ଶେଷଥର ପାଇଁ ୨୦୧୧ରେ ବିଶ୍ୱ…

ଫାଇନାଲ ପୂର୍ବରୁ ଭାଇରାଲ ହେଉଛି ‘world cup song’, ଦେଖନ୍ତୁ…

ନୂଆଦିଲ୍ଲୀ,୧୯।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ବିଶ୍ୱକପ୍‌ ଫାଇନାଲ ଖେଳାଯିବ। ସାରା ଦେଶରେ ଏହି ମୁକାବିଲାକୁ ନେଇ ଉତ୍ସାହର ବାତାବରଣ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ବିଶ୍ୱକପ୍‌ ଗୀତ ବେଶ ଭାଇରାଲ ହେଉଛି। ଏଥିରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଥିବା…

ବିଶ୍ୱକପ ଫାଇନାଲ ଅହମଦାବାଦରେ, କିନ୍ତୁ ଭାରତ-ପାକିସ୍ତାନ ସୀମା ଉତ୍ସବ ମୁଖର…

ଅହମଦାବାଦ,୧୯।୧୧ : ରବିବାର କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଅହମଦାବାଦଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ଥାନ ସୀମା…

ଫାଇନାଲ ମ୍ୟାଚ୍‌ ଦେଖିବେ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ,୧୯।୧୧(ପି.ଟି.): ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ଦେଖିବେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍‌। ଅଷ୍ଟ୍ରେଲିଆର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗଙ୍କ ସହ ସେ ଏହି ମ୍ୟାଚ୍‌ ଦେଖିବାକୁ…

ବିରାଟ-ଜାମ୍ପା, ରୋହିତ-ଷ୍ଟାର୍କଙ୍କ ଉପରେ ନଜର

ଅହମଦାବାଦ,୧୯।୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ। ଭାରତ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଯାଇଥିଲା।…

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ଲେଇଙ୍ଗ-୧୧ରୁ ବଞ୍ଚିତ ହବେ ଏହି ୪ଷ୍ଟାର ଖେଳାଳି!

ଅହମ୍ମଦାବାଦ,୧୯।୧୧: ଭାରତୀୟଙ୍କୁ ଧରିଛି କ୍ରିକେଟ ଫିଭର। ଫିଭର ପାଇଁ ସମସ୍ତଙ୍କ ଛାତି ଧକ୍‌ଧକ୍‌। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଏଥିପାଇଁ ୧୪୦କୋଟି ଭାରତୀୟ ଅପେକ୍ଷାରତ। ଟିମ୍‌ ବ୍ଲୁରେ ଅଛନ୍ତି ଗୋଟିଏରେ ଗୋଟିଏ ପ୍ଲେଇଙ୍ଗ ଇଲେଭନ।…

ଟାଇଟଲ ଟକ୍କର

ଦିନିକିଆ କ୍ରିକେଟ ବିଶ୍ୱକପର ନିର୍ଣ୍ଣାୟକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ। ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଅପେକ୍ଷାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ। ଘରୋଇ ପରିବେଶ ଏବଂ ଦର୍ଶକଙ୍କ କୋଳାହଳ ମଧ୍ୟରେ ପଡ଼ିଆକୁ ଓହ୍ଲାଇବ ‘ମେନ୍‌ ଇନ୍‌ ବ୍ଲୁ’।…

ଭାରତ ନେବ ବିଶ୍ୱକପ ନା ବ୍ୟାଟିଂରେ ବାଜି ମାରିବେ ଓ୍ବାର୍ନର, ଜାଣନ୍ତୁ କ‘ଣ କହିଲେ ଜ୍ୟୋତିଷ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ ଭବିଷ୍ୟବାଣୀ…

ଆଜି ଶତକ କରିବେ ଶୁଭମନ ଗିଲ, ଫାଇନାଲ ଦେଖିବା ପାଇଁ ପହଞ୍ଚିଲେ ସାରା ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧: ମହା ମୁକାବିଲା ବାସ୍‌ ଆଉ କିଛି ସମୟ ବାକି ରହିଲା। ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଛାତି ଧକ୍‌ ଧକ୍‌ ହେଉଥିବାବେଳେ ସବୁଠି ମ୍ୟାଚ ନେଇ କ୍ରେଜ ଦେଖିବାକୁ ମିଳିଛି। ମ୍ୟାଚ ପୂର୍ବରୁ ଗୋଟିକ ପରେ ଗୋଟିଏ ସେଲିବ୍ରେଟି ଅହମ୍ମଦାବାଦ…

ସୁପର ସଣ୍ଡେରେ ହେବ ସୁପର ଫାଇଟ: ଅହମ୍ମଦାବାଦରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ହେବ ମହା ମୁକାବିଲା। ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍‌। ଟିମ୍‌ ବ୍ଲୁ ଟିମ୍‌ ୧୧ ଫାଇନାଲ ମ୍ୟାଚ ପାଇଁ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ପହଞ୍ଚିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri