ବିପର୍ଯ୍ୟୟ ଘଟାଇଲେ ମୀରା ଆଣ୍ଡ୍ରିଭା
ମେଲବୋର୍ନ,୧୮ା୧(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ବିପର୍ଯ୍ୟୟ। ଓନ୍ସ ଜାବେର ଓ କାରୋଲିନ୍ ଓଜ୍ନିଆକିଙ୍କ ପରି ଖେଳାଳି ବିଦାୟ ନେଇଛନ୍ତି। ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା ବିପର୍ଯ୍ୟୟ ଘଟାଇବା ସହ ୩ ଥର ଗ୍ରାଣ୍ଡସ୍ଲାମ…
ରୋମାଞ୍ଚକର ସୁପର୍ ଓଭରରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍ ସୁଇପ୍
ବେଙ୍ଗାଲୁରୁ,୧୭।୧: ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର ଓଭରରେ…
ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଟାଏ
ବେଙ୍ଗାଲୁରୁ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ରୋମାଞ୍ଚକ ଭାବେ ଟାଏ ହୋଇଛି। ଫଳରେ ଏବେ ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ ହେବ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା…
ରେକର୍ଡ ବର୍ଷା କଲେ ରୋହିତ ଶର୍ମା
ବେଙ୍ଗାଲୁରୁ,୧୭।୧: ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ନିଜର ପଞ୍ଚମ ଶତକ ସ୍କୋର କରିଥିଲେ। ପାଞ୍ଚ ଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ସୂର୍ଯ୍ୟକୁମାର ଯାଦବ…
ପ୍ରଥମ ବ୍ୟାଟର ଭାବେ ଟି୨୦ ରେ ପାଞ୍ଚ ଶତକ ମାରିଲେ ରୋହିତ ଶର୍ମା
ବେଙ୍ଗାଲୁର,୧୭।୧: ବେଙ୍ଗାଲୁରର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ରେ ଭାରତ ଅଧିନାୟକ ରୋହିତ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏହା ସହିତ ସେ ନିଜ ନାଁରେ ଆଉ ଏକ ରେକର୍ଡ ସାମିଲ କରିଛନ୍ତି।…
ବ୍ୟାଟ୍ ପରିବର୍ତ୍ତେ ହାତରେ ରନ୍ ପୂରଣ କଲେ ବ୍ୟାଟ୍ସମ୍ୟାନ୍: ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୭।୧: ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ନଜର ଆସିଛନ୍ତି। ରିଜୱାନ ଏପରି କିଛି କରିଥିଲେ, ଯାହାକୁ ସେ ନିଜେ ବିଶ୍ୱାସ କରିପାରି ନ ଥିଲେ। ପାକିସ୍ତାନ…
ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ
ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ…
ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଗର୍ଜିଲେ ରୋହିତ-ରିଙ୍କୁ ସିଂ, ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩
ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ଖରାପ ଆରମ୍ଭ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ…
ନିର୍ଣ୍ଣାୟକ ଟି-୨୦ରେ ଟସ୍ ଜିତିଲା ଭାରତ
ବେଙ୍ଗାଲୁରୁ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ…
ଆଇସିସି ର଼୍ୟାଙ୍କିଙ୍ଗ୍ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା
ନୂଆଦିଲ୍ଲୀ,୧୭।୧: ଆଇସିସି ବୁଧବାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଭାରତର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଅଲରାଉଣ୍ଡର ଅକ୍ଷସ୍ର ପଟେଲଙ୍କୁ ବଡ଼ ଫାଇଦା ମିଳିଛି। ୟଶାସ୍ବୀ ଟପ-୧୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ରେ ପ୍ରବେଶ କରିଛନ୍ତି। ଯଶାସ୍ବୀ ୭ଟି ସ୍ଥାନ ଉପରକୁ ଉଠିଛନ୍ତି।…
୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା
ଆଡିଲେଡ,୧୭।୧: ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଶାମର ଜୋସେଫ ଷ୍ଟିଭ ସ୍ମିଥଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ୍ କରିଥିଲେ। ଏହିପରି ଭାବରେ ଶାମର ଜୋସେଫ ଏକ ଚମତ୍କାର ଢଙ୍ଗରେ ତାଙ୍କର ଟେଷ୍ଟ କ୍ୟାରିୟର…
ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ…

