ଯଶସ୍ବୀ ଜୟଶଓ୍ବାଲଙ୍କ ଗର୍ଲଫ୍ରେଣ୍ଡଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା
ନୂଆଦିଲ୍ଲୀ,୨୯।୧: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଦମଦାର ଅନ୍ଦାଜରେ ଆରମ୍ଭ କରିଥିଲା। ଅନେକ ଖେଳାଳି ଟିମ ଇଣ୍ଡିଆରୁ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ସେହି ନାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟଶୱାଲ। ଏହି…
IND Vs ENG: ଭାରତର ପରାଜୟ ପାଇଁ କାହାକୁ ଦାୟୀ କଲେ କୋଚ ରାହୁଲ…
ହାଇଦ୍ରାବାଦ,୨୯।୧ : ହାଇଦ୍ରାବାଦ ଟେଷ୍ଟରେ ଭାରତ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ଗ୍ରାଉଣ୍ଡ ଭାରତ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି, କିନ୍ତୁ…
ସିନରଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ
ମେଲବୋର୍ନ, ୨୯ା୧ (ଏପି): ଜାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ। ଇଟାଲୀର ପ୍ରଥମ ଖେଳାଳି ହିସାବରେ ଅଷ୍ଟ୍ରେଲିଆନ ଓପନ ଜିତିବାର ସେ ଗୌରବ ଅର୍ଜନ କରିଛନ୍ତି। ୨୨ବର୍ଷୀୟ…
ସର୍ବଭାରତୀୟ ଲାଲମନି କ୍ରିକେଟ୍: ଏମ୍ଏମ୍ସିସି ଚାମ୍ପିୟନ
ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ୍ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ଏସ୍ଓସି ବ୍ଲାଷ୍ଟର ଆସାନସୋଲ, ପଶ୍ଚିମବଙ୍ଗ ଓ ଏମ୍ଏମ୍ସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…
କଳିଙ୍ଗ ସୁପର୍ କପ୍: ଇଷ୍ଟ ବେଙ୍ଗଲ ଚାମ୍ପିୟନ୍
ଭୁବନେଶ୍ୱର, ୨୯।୧, (ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହୋଇଯାଇଛି କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟ। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ରହିବା ଫଳରେ ଅତିରିକ୍ତ ସମୟରେ କ୍ଲେଟନ୍ ସିଲ୍ଭାଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍ ଓଡ଼ିଶା ଏଫ୍ସି…
‘ପଦକ ଦେଶବାସୀଙ୍କର, ଅସମ୍ମାନ କରନି’
କୋଲକାତା ସ୍ପୋଟର୍ସ ଜର୍ନାଲିଷ୍ଟ କ୍ଲବ (ସିଏସ୍ଜେସି)ର ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ ନିକଟରେ ମନ୍ଦରମାନିସ୍ଥିତ ବାନ୍ୟନ ଟ୍ରି ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଲିମ୍ପିଆନ ଆଥଲେଟ୍ ପଦ୍ମଶ୍ରୀ ଦୀପା ମଲିକ ଓ ପୂର୍ବତନ ବିଶ୍ୱ ବିଲିୟାଡର୍ସ ଚାମ୍ପିୟନ ମନୋଜ କୋଠାରୀଙ୍କୁ ଲାଇଫ୍…
ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଭାରତ ସହ ଘଟିଲା ଏମିତି
ହାଇଦ୍ରାବାଦ୍,୨୮।୧: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚର ଚତୁର୍ଥ ଦିନରେ ଇଂଲଣ୍ଡ ଦଳ ୨୮ ରନରେ ଏହି ମ୍ୟାଚ ଜିତିଥିଲା। ରବିବାର ଭାରତରେ ଭାରତ ୨୦୨ ରନ୍ରେ ଅଲଆଉଟ୍…
ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ହେଲା ଅଦଳବଦଳ, ଜାଣନ୍ତୁ ଭାରତ ରହିଲା କେଉଁ ସ୍ଥାନରେ
ନୂଆଦିଲ୍ଲୀ,୨୮।୧: ଦୁଇଟି ବଡ ଟେଷ୍ଟ ମ୍ୟାଚର ଫଳାଫଳ ରବିବାର ଆସିଥିଲା ଏବଂ ଉଭୟ ଫଳାଫଳ ସମସ୍ତଙ୍କୁ ଚକିତ କରିଥିଲା। ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଇଂଲଣ୍ଡ କ୍ରିକେଟ ଦଳ ଭାରତକୁ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଉଭୟ…
ନିରାଶ ହୋଇ ଏମିତି ବୟାନ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ହାରିଯିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ୪ ଦିନର ଖେଳରେ ଭୁଲ କେଉଁଠାରେ ଘଟିଛି ତାହା କହିବା କଷ୍ଟକର। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ…
ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ମିଳିଲା ଆଶ୍ୱସ୍ତି, ଆଇସିସି ହଟାଇଲା ବ୍ୟାନ
କଲମ୍ବୋ,୨୮।୧: ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଆଇସିସି ରବିବାର ଏହି ନିଷ୍ପତ୍ତି ନେଇଛି। ତୁରନ୍ତ ପ୍ରଭାବ ସହିତ ଆଇସିସି ଶ୍ରୀଲଙ୍କା କ୍ରିକେଟ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ…
ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ
ନୂଆଦିଲ୍ଲୀ, ୨୮।୧: ଅଷ୍ଟ୍ରେଲିଆନ୍ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚର ନିର୍ଣ୍ଣାୟକ ସେଟରେ ଜାନିକ୍ ସିନର୍ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରିଛନ୍ତି। ଋଷର ଟେନିସ୍ ଏସ୍ ମେଡଭେଡେଭ୍ ଦୁଇଥର ପ୍ରଥମ ଦୁଇ ସେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଇଟାଲୀୟ ଜାନିକ୍…
ଭାରତର ଲଜ୍ଜାଜନକ ପରାଜୟ: ବାଜି ପଲଟାଇଲେ ହାର୍ଟଲେ
ହାଇଦ୍ରାବାଦ୍,୨୮।୧: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୨୩୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି…

