ଖେଳ

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଟାଇଟଲ…

କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଲେ ଆରିନା ସାବାଲେଙ୍କା

ନୂଆଦିଲ୍ଲୀ,୨୭।୧: ବେଲାଋଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ ମହିଳା ଏକକ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାବାଲେଙ୍କା ଚୀନ୍‌ର ଜେଙ୍ଗ କିଆନୱେନଙ୍କୁ ସିଧାସଳଖ ସେଟରେ ୬-୩, ୬-୨ ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ…

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ ଖେଳାଳିଙ୍କ ସହ ଥଟ୍ଟା ମଜା ଏବଂ ଉଇକେଟ ନେବା ପରର ସେଲିବ୍ରେଶନକୁ ନେଇ…

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି। ଏହି…

ଅଷ୍ଟ୍ରେଲିଆକୁ ମିଳିଲା ନୂଆ ଡେଭିଡ ୱାର୍ନର

ସିଡ଼ନୀ,୨୭।୧: ନିକଟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡେଭିଡ ୱାର୍ନରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଉଜ୍ଜ୍ୱଳ ଥିଲା ବର୍ତ୍ତମାନ ପ୍ରଶ୍ନ ହେଉଛ ୱାର୍ନରଙ୍କୁ ସ୍ଥାନ କିଏ ନେବ। ଆଇସିସି ଏହି ପ୍ରଶ୍ନର ଉତ୍ତର ଦେଇଛି।…

ପ୍ରଥମ ଇନିଂସରେ ଭାରତ ୪୩୬ ରନ୍‌ରେ ସୀମିତ: ଚମକିଲେ ରାହୁଲ, ଜସଓ୍ବାଲ, ଜାଡେଜା

ହାଇଦ୍ରାବାଦ,୨୭।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଚାଲିଛି। ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୪୩୬ ରନ ସ୍କୋର କରି ଅଲଆଉଟ୍‌ ହୋଇଛି। ରବିନ୍ଦ୍ର ଜାଡେଜା…

IND vs ENG: ଇଂଲଣ୍ଡକୁ ବଡ ଝଟକା, ମ୍ୟାଚ ବେଳେ ଏହି ଖେଳାଳି ହେଲେ ଆହତ

ହାଇଦ୍ରବାଦ, ୨୭।୧: ଇଂଲଣ୍ଡ ସ୍ପିନ ବୋଲିଂ କୋଚ୍‌ ଜିତନ ପଟେଲ ପ୍ରକାଶ କରିଛନ୍ତି ଯେ ବାମହାତୀ ସ୍ପିନର ଜ୍ୟାକ ଲିଚ୍‌ଙ୍କ ଆଣ୍ଠୁରେ ଗଭୀର ଆଘାତ ପାଇଛନ୍ତି। ଇଂଲଣ୍ଡ ଦଳର ସବୁଠାରୁ ଅଭିଜ୍ଞ ସ୍ପିନର ଲିଚ୍‌ ପ୍ରଥମ ଦିନରେ ବାଉଣ୍ଡ୍ରି ବଞ୍ଚାଇବାକୁ ଚେଷ୍ଟା…

ପଡିଆରେ ଖେଳୁଥିଲା ବଲ, ବ୍ୟାଟସ ମ୍ୟାନ ନେଳେ ୩ ରନ, ପ୍ୟାଟ କମିନ୍ସ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୧: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ମିଳିଥାଏ ଯାହାକୁ ଦେଖିବାକୁ ଆମେ ବାଧ୍ୟ ହୋଇଥାଉ। ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିପାରେ, ଯାହାକୁ ଆପଣ ବାରମ୍ବାର ଦେଖିପାରନ୍ତି। ଏହା ବ୍ୟତୀତ ପଡ଼ିଆରେ ଖେଳ ସମୟରେ ଖେଳାଳିଙ୍କ…

ଇତିହାସ ରଚିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ମାଧ୍ୟମରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର…

ତଲାକ ପରେ ପ୍ରଥମ ଥର ପୋଷ୍ଟ ଶେୟାର କଲେ ସାନିଆ

ନୂଆଦିଲ୍ଲୀ,୨୬।୧: ନିକଟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ତୃତୀୟ ଥର ପାଇଁ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ ଏବଂ ପ୍ରଶଂସକଙ୍କ ସହ ଏହି ଖବର ଶେୟାର କରିଥିଲେ, ଏହାପରେ ଜଣାପଡିଥିଲା ଯେ ସାନିଆ ମିର୍ଜା…

ସାନିଆଙ୍କଠାରୁ ତଲାକ୍‌ ନେଇଥିବା ଶୋଏବ ମଲିକ ଏବେ ଅଡୁଆରେ, କ୍ୟାରିୟରରେ ଲାଗିଲା ଗ୍ରହଣ

ଇସଲାମାବାଦ,୨୬।୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍‌ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ। ବର୍ତ୍ତମାନ…

IND vs ENG: ଭାରତର ସ୍କୋର ୧୭୦ ରନ୍‌ ପାର୍‌, ଅର୍ଦ୍ଧ ଶତକଠାରୁ ଅଳ୍ପ ଦୂରରେ ରାହୁଲ, ଯଶସ୍ବୀ-ଶୁବମନ ଆଉଟ୍‌

ହାଇଦ୍ରାବାଦ,୨୬।୧: ହାଇଦ୍ରାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ମ୍ୟାଚ ଜାରି ରହିଛି। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ ଏହାର ପ୍ରଥମ ଇନିଂସରେ ୨୪୬ ରନ୍‌ କରିଥିଲା। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?