ଖେଳ

Video: କମେଣ୍ଟ୍ରି ବକ୍ସରେ ହଠାତ୍‌ କାନ୍ଦିବାକୁ ଲାଗିଲେ ଭେଟେରାନ୍‌ ବ୍ରାଏନ୍‌ ଲାରା, ବୁଝାଇଲେ ଗିଲକ୍ରିଷ୍ଟ; କାରଣ ଜାଣିଲେ…

ଗାବା,୨୮।୧: ଇତିହାସ ରଚିଛି ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦଳ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ରନ୍‌ରେ ପରାଜିତ କରିଛି। ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ପରାସ୍ତ କରିବାର ହିରୋ ଶାମର ଜୋସେଫ ଏକାକି ୭ ଉଇକେଟ…

ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍‌ ହେବା ପରେ ହୋଇପାରନ୍ତି ଦଳରୁ ବିଦା !

ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍‌ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି।…

ଆଙ୍ଗୁଠି ଭାଙ୍ଗିଯିବା ସତ୍ତ୍ୱେ ପ୍ରତିଶ୍ରୁତି ପାଳନ କଲେ ଏହି କ୍ରିକେଟର୍‌

ବ୍ରିସବେନ,୨୮।୧: ୱେଷ୍ଟଇଣ୍ଡିଜ ୨୭ବର୍ଷ ପରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ପେସର୍‌ ଶାମର ଜୋସେଫ ବିଜୟର ହିରୋ ଥିଲେ। ସେ ଆଘାତକୁ ଖାତିର ନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରି ୭…

ଭାରତ ମାଟିରେ ବଡ଼ ରେକର୍ଡ କଲେ ଓଲି

ହାଇଦ୍ରାବାଦ,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି। ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୩୬ ରନ୍‌ କରିଥିଲା। ୧୯୬ ରନ ସ୍କୋର କରିବା ପରେ ଓଲି ପୋପ…

ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌

ହାଇଦ୍ରାବାଦ୍‌,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା। ଏହାର…

୨୭ ବର୍ଷ ପରେ ଏମିତି କାରନାମା କଲା ଓ୍ବେଷ୍ଟଇଣ୍ଡିଜ୍‌

ବ୍ରିସବେନ,୨୮।୧:ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଅତ୍ୟନ୍ତ ରୋମାଞ୍ଚକର ଟେଷ୍ଟରେ କାରିବିଆନ ଦଳ ୮ ରନ ଜିତିଥିଲା। ଅଷ୍ଟ୍ରେଲିଆର ୨୧୬ ରନ ଲକ୍ଷ୍ୟ ଥିଲା, କିନ୍ତୁ କଙ୍ଗାରୁ ଦଳ ମାତ୍ର ୨୦୭ ରନ୍‌ରେ ସୀମିତ ଥିଲା। ଅଷ୍ଟ୍ରେଲିଆକୁ ବିଜୟ…

ଷ୍ଟିଭ୍ ସ୍ମିଥଙ୍କ ଚମତ୍କାର ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ ୮ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ, ୨୮।୧: ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ରୋମାଞ୍ଚକର ମୁକାବିଲାରେ କାରିବିଆନ୍ ଦଳ ୮ ରନ୍ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆର ୨୧୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୭ ରନରେ ଅଟକି ଯାଇଥିଲା।…

ଇତିହାସ ରଚିଲେ ଷ୍ଟିଭ ଷ୍ଟୋକ: ଭାଙ୍ଗିଲେ ରିଷଭଙ୍କ ରେକର୍ଡ…

ଜୋହନ୍ସବର୍ଗ,୨୮।୧ : ଦକ୍ଷିଣ ଆଫ୍ରିକାର ତାରକା ଖେଳାଳି ଷ୍ଟିଭ ଷ୍ଟୋକ ରନ ଝଡ଼ ସୃଷ୍ଟି କରିଛନ୍ତି। ଷ୍ଟିଭ ସ୍କଟଲାଣ୍ଡ ବିପକ୍ଷରେ ଏପରି ତୋଫାନୀ ଇନିଂସ ଖେଳିଛନ୍ତି ଯାହାକୁ କେହି କେବେ ବି ଭୁଲିପାରିବ ନାହିଁ । ବ୍ୟାଟ୍ସମ୍ୟାନଙ୍କ ଏହି ଇନିଂସ ଇତିହାସର…

ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା

ଭୁବନେଶ୍ୱର, ୨୮।୧: ଭାରତୀୟ ହକି ଟିମ୍‌ର ଷ୍ଟାର ଦୀପଗ୍ରେସ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଟିମକୁ…

ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର, ୬୦ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି ଦେଇଛନ୍ତି।…

ରୋହିତ ଆଉ ହେବେନି କ୍ୟାପଟେନ! ହାର୍ଦ୍ଦିକଙ୍କ ନୂଆ ଭିଡ଼ିଓ ନେଇ ପ୍ରଶଂସକ ହତାସ…

କୋଲକାତା,୨୭।୧ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ କ୍ଲିନ ସୁଇପ୍‌ କରିଥିଲା। ରୋହିତ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। କିନ୍ତୁ ବର୍ତ୍ତମାନ…

ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା

ଭୁବନେଶ୍ୱର, ୨୭।୧(ତପନ ସ୍ବାଇଁ): ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ଶନିବାର ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଜଣେ ଦିଗ୍‌ଗଜ ଡିଫେଣ୍ଡର ଓ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟଭାବେ ପରିଚିତ ଥିଲେ। ସୁନ୍ଦରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?