ଭାରତ ମାଟିରେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଆଣ୍ଡରସନ୍
ବିଶାଖାପାଟନମ,୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଆସିଛି।…
AUS vs WI:କରୋନା ପଜିଟିଭ୍ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର
ମେଲବୋର୍ନ,୨।୧ :ଅଷ୍ଟ୍ରେଲିଆ ଗସ୍ତରେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ୧-୧ ଡ୍ରରେ ହେବା ପରେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଜି ମେଲବୋର୍ନର ଐତିହାସିକ କ୍ରିକେଟ ପଡ଼ିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ…
ଦ୍ୱିତୀୟ ଟେଷ୍ଟରେ ଦମ୍ଦାର ଶତକ ହାସଲ କଲେ ଯଶସ୍ବୀ
ବିଶାଖାପାଟନମ୍,୨।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରଠାରୁ ବିଶାଖାପାଟନମ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଭାରତର ବ୍ୟାଟିଂ ଜାରି…
ଟି -୨୦ ବିଶ୍ୱକପ୍ ପାଇଁ ଟିକେଟ ବିକ୍ରି ଆରମ୍ଭ: ଭାରତ-ପାକିସ୍ତାନ ମ୍ୟାଚ ଟିକେଟର ମୂଲ୍ୟ ଜାଣିଲେ ଉଡିଜିବ ହୋସ
ନୂଆଦିଲ୍ଲୀ,୨।୨: ଟି -୨୦ ବିଶ୍ୱକପ୍ ୨୦୨୪କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଆଇସିସି ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ଟିକେଟ ବିକ୍ରି ଆରମ୍ଭ କରିଛି। ଜୁନ ୧ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା…
ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍
ବିଶାଖାପାଟନମ,୨।୨: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ହେଉଛି। ଭାରତୀୟ ଦଳ ବର୍ତ୍ତମାନ ୦-୧ ଗୋଲ ପଛରେ ରହିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ…
ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ରଜତ ପାଟିଦାର
ବିଶାଖାପାଟନମ୍,୨।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ କେବଳ ତିନି ଜଣ ସ୍ପିନର ଏବଂ ଦୁଇ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଆସିଛନ୍ତି। ଆହତ କାରଣରୁ ରବିନ୍ଦ୍ର ଜାଡେଜା…
୪୬ ବର୍ଷରେ ବି ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨।୨: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସେ ଯେତେବେଳେ ପଡ଼ିଆକୁ ଆସନ୍ତି,ବୋଲରମାନଙ୍କୁ ଅଡୁଆରେ ପକାନ୍ତି। ଆଫ୍ରିଦି ଇନିଂସର ପ୍ରଥମ ବଲରୁ ବିସ୍ଫୋରକ ଖେଳିବା ଆରମ୍ଭ କରନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ…
ହରମନପ୍ରୀତ ଅଧିନାୟକ
ଭୁବନେଶ୍ୱର, ୨।୨(ତପନ ସ୍ବାଇଁ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍ଆଇଏଚ୍ ପ୍ରୋ-ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଘୋଷିତ ହୋଇଛି। ଡ୍ରାଗ୍-ଫ୍ଲିକର ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବାବେଳେ…
ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ,କେଉଁଠି ଦେଖିପାରିବେ ମ୍ୟାଚ୍
ବିଶାଖାପାଟନମ୍,୨।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଟିମ ଇଣ୍ଡିଆ ଏହି ସିରିଜରେ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିବ। ଇଂଲଣ୍ଡ ଦଳ ପ୍ରଥମ…
ଶମର ଜୋସେଫଙ୍କୁ କିଣିବାକୁ ଆରସିବି ବ୍ୟତୀତ ରେସରେ ଆଉ ଦୁଇ ଦଳ
ନୂଆଦିଲ୍ଲୀ,୧।୨: ଗବାରେ ଅଷ୍ଟ୍ରେଲିୟ ଦଳର ଗର୍ବ ଭାଙ୍ଗିବା ପରେ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଶମର ଜୋସେଫଙ୍କ ଚାହିଦା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ରେ ବୃଦ୍ଧି ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ (ଆରସିବି) ବ୍ୟତୀତ ଆଉ ଦୁଇଟି ଦଳ ଶମର ଜୋସେଫଙ୍କୁ କିଣିବାକୁ ଆଗ୍ରହ…
ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ
କଲମ୍ବୋ,୧ା୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ସାଧାରଣ ବୈଠକ ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସରକାରୀ ହସ୍ତକ୍ଷେପ ଯୋଗୁ ଶ୍ରୀଲଙ୍କା କ୍ରିକେଟ(ଏସ୍ଏଲ୍ସି) ଆଇସିସି ଦ୍ୱାରା ସସ୍ପେଣ୍ଡ ହୋଇଥିଲା।…
ଭାରତକୁ ଡବଲ ଝଟ୍କା, ତୃତୀୟ ଟେଷ୍ଟରୁ ବି ଆଉଟ ହେବେ ବିରାଟ କୋହଲି-ରବିନ୍ଦ୍ର ଜାଡେଜା!
ନୂଆଦିଲ୍ଲୀ,୧।୨: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି। ଏହା ନିଶ୍ଚିତ ଯେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟରୁ ବାଦ…

