ଜାପାନ କ୍ୱାର୍ଟରଫାଇନାଲରେ
ଦୋହା, ୧ା୨ (ଏପି) : ବାହାରିନ ବିପକ୍ଷରେ ୩-୧ ଗୋଲ୍ରେ ବିଜୟ ହାସଲ କରି ଜାପାନ ଏସିଆ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଫଳରେ ଦଳ ରେକର୍ଡ ୫ମ ଏସିଆ କପ୍ ଟାଇଟଲ ଆଡକୁ ଅଗ୍ରସର ହୋଇଛି। ପ୍ରି-ଟୁର୍ନାମେଣ୍ଟ…
ଦ୍ୱିତୀୟ ଟେଷ୍ଟରେ ବି ଭାରତର ନିଦ ହଜାଇବ ଇଂଲଣ୍ଡ
ବିଶାଖାପାଟନମ,୩୧।୧: ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ଅଛି ଇଂଲଣ୍ଡ। ଏଥିପାଇଁ ଦଳ ନୂଆ ଯୋଜନା କରିଛି। ଟମ ହାର୍ଟଲେଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ…
ICC Test Ranking : ମ୍ୟାଚ ନ ଖେଳି ମଧ୍ୟ ବିରାଟ ଚମକିଲେ…
କୋଲକାତା,୩୧।୧ : ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ହିରୋ ଥିବା ଓଲି ପୋପ ଆଇସିସି ଟେଷ୍ଟ ମାନ୍ୟତାରେ ୨୦ ତମ ସ୍ଥାନରୁ ୧୫ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଓଲି ୧୯୬…
ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୩୧।୧: ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବରେ…
ବିରାଟଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି, ଫେକ୍ ଖବର ନେଇ ଉତ୍ତର ଦେଲେ ବିକାଶ…
କୋଲକାତା,୩୧।୧ : ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ହାରିଛି। ବ୍ୟକ୍ତିଗତ କାରଣରୁ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସିରିଜର ପ୍ରଥମ…
ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…
ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ…
ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ
ନୂଆଦିଲ୍ଲୀ,୩୧।୧: ହାଇଦ୍ରାବାଦରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨୮ ରନ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପ୍ରଥମ ଟେଷ୍ଟରେ ଜିତିବା ସତ୍ତ୍ୱେ ଇଂରାଜୀ ଦଳ ଗୋଟିଏ ପରିବର୍ତ୍ତନ…
ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି
ଅଗରତାଲା,୩୧ା୧(ପି.ଟି.): ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ନାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ନାଟକକୁ ୨୯ ରନ୍ରେ ଜିତାଇଥିଲେ ମୟଙ୍କ। ଏହି ମ୍ୟାଚ୍…
ଦର୍ଶକଙ୍କ ନାମରେ ଅଭିଯୋଗ ଆଣିଲେ ଦିବ୍ୟା ଦେଶମୁଖ
ନୂଆଦିଲ୍ଲୀ,୩୧ା୧(ପି.ଟି.): ଭାରତୀୟ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ଦିବ୍ୟା ଦେଶମୁଖ ଦର୍ଶକଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ନିକଟରେ ଦିବ୍ୟା ନେଦରଲାଣ୍ଡ୍ସର ଓ୍ବିକ୍ ଆନ୍ ଜିରେ ଟାଟା ଷ୍ଟିଲ୍ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ଖେଳ ପରିବର୍ତ୍ତେ ତାଙ୍କର…
ସୁପର ସିକ୍ସରେ ଭାରତର ତୃତୀୟ ବିଜୟ
ବ୍ଲୋଏମଫୋଣ୍ଟେନ୍,୩୧ା୧: ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୨୧୪ ରନ୍ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଭାରତ। ମୁଶିର୍ ଖାନ୍ଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮…
ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ଉଦ୍ଘାଟିତ
ଭୁବନେଶ୍ୱର, ୩୧।୧(ତପନ ସ୍ବାଇଁ): ଓଡ଼ିଶା ଭଲିବଲ ଆସୋସିଏଶନ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଘାଟିତ ହୋଇଛି। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି…
ଚାଇନା ବିପକ୍ଷରୁ ଭାରତର ଅଭିଯାନ
ଭୁବନେଶ୍ୱର, ୩୧।୧ (ତପନ ସ୍ବାଇଁ): ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ ଫେବୃଆରୀ ୩ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଘରୋଇ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ।…

