ଖେଳ

ଇଂଲଣ୍ଡ କ୍ରିକେଟର୍‌ଙ୍କୁ ‘ସୁନାମୀ’ ଭୟ

ଆଣ୍ଟିଗୁଆ,୪।୧୨: ଇଂଲଣ୍ଡ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ପ୍ରଥମ ମ୍ୟାଚ ଆଜି ଆଣ୍ଟିଗୁଆରେ ଖେଳାଯାଉଛି, କିନ୍ତୁ ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଣ୍ଟିଗୁଆରେ ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

କେମିତି ଜିତିଲୁ ହାରିବା ମ୍ୟାଚ, କ’ଣ ଥିଲା ଫର୍ମୂଲା, କହିଲେ ସୂର୍ଯ୍ୟକୁମାର…

ନୂଆଦିଲ୍ଲୀ,୪।୧୨ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ସିରିଜ କବଜା କରିସାରିଥିଲା। କିନ୍ତୁ ପଞ୍ଚମ ମ୍ୟାଚରେ ଅଷ୍ଟ୍ରେଲିଆକୁ…

‘ଲ୍ୟାପଟପ ଚଲାଇ ଜାଣି ନାହାନ୍ତି ଆଉ ଇଂରାଜୀ…’ ବିଦେଶୀଙ୍କଠାରୁ ଭାରତୀୟ କୋଚ ଭଲ

ନୂଆଦିଲ୍ଲୀ,୪।୧୨: ଭାରତୀୟ କ୍ରିକେଟରେ ବିଦେଶୀ କୋଚ ବନାମ ଦେଶୀ କୋଚ ପ୍ରସଙ୍ଗ ଚର୍ଚ୍ଚା ଚାଲିଛି। ଏହା ଉପରେ ଅନେକ ଭେଟେରାନ ବିଶ୍ୱାସ କରନ୍ତି ଯେ ଭାରତୀୟ ଦଳ ପାଇଁ ଦେଶୀ କୋଚ ଭଲ ହୋଇଥିବାବେଳେ ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ…

ସୂର୍ଯ୍ୟକୁମାର ବିଶ୍ୱକପ ଅଧିନାୟକ ହେବା ନେଇ ଚର୍ଚ୍ଚା, କଙ୍ଗାରୁ ଦଳଙ୍କୁ ପରାସ୍ତ କରିବା ପରେ ବିସିସିଆଇର ଆତ୍ମବିଶ୍ୱାସ ବଢ଼ିଲା……

ମୁମ୍ବାଇ,୪।୧୨ : ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର କଙ୍ଗାରୁ ଦଳକୁ ସ୍ତବ୍ଧ କରିଦେଇଛନ୍ତି। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଭାରତ ୫ ଟିକିଆ ଟି -୨୦ ମ୍ୟାଚ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ଏହି ସିରିଜକୁ ୪-୧ରେ…

ଟିମ୍‌ ଇଣ୍ଡିଆକୁ ମିଳିଗଲା ନୂଆ ‘ହୀରା’: ଅଷ୍ଟ୍ରେଲିଆ ବିପକ୍ଷରେ ଦେଖାଇଲେ ଚମକ

ନୂଆଦିଲ୍ଲୀ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୪-୧ରେ ଜିତି ନେଇଛି। ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥିଲା। ଶେଷରେ ଭାରତ ବାଜିମାରିନେଇ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ପରାସ୍ତ କରିଥିଲା।…

ପ୍ରଥମ ଥର ରିଙ୍କୁ ସିଂଙ୍କ ନାମରେ ଲଜ୍ଜାଜନକ ରେକର୍ଡ, ଯାହା ପୂର୍ବରୁ କେବେ ହୋଇ ନ ଥିଲା…

ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍‌ ଶେଷ ହୋଇଛି। ଟିମ ଇଣ୍ଡିଆ ଏହି ସିରିଜ୍‌ରେ ୪-୧ରେ ଜିତିଛି। ଦିନିକିଆ ବିଶ୍ୱକପ୍‌ ପରେ ଏହି ଟି -୨୦ ସିରିଜର ମହତ୍ତ୍ୱ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା…

ଖେଳରନତ୍ ପୁରସ୍କାର କମିଟି ଗଠିତ

ନୂଆଦିଲ୍ଲୀ, ୪ା୧୨(ପି.ଟି.): ମେଜର ଧ୍ୟାନଚାନ୍ଦ ଖେଳରନତ୍, ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚୟନ କମିଟି ଗଠନ କରାଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏଏମ୍‌ ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ସଦସ୍ୟ…

୮ରୁ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌

ଭୁବନେଶ୍ୱର,୪ା୧୨ (ସରୋଜ ଜେନା): ଭୁବନେଶ୍ୱର ଜିଲା ଟେନିସ ସଂଘ(ବିଡିଟିଏ) ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୨୨ତମ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌ ଟୁର୍ନାମେଣ୍ଟ। ଡିସେମ୍ବର ୮-୧୦ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୯ ବର୍ଗରେ ୩୦୦ରୁ ଅଧିକ ଖେଳାଳି ଭାଗ…

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ରୟାଲ ପବ୍ଲିକ ସ୍କୁଲ କେସୁରା ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୧୬ତମ ସନ୍ଦୀପ ମେମୋରିଆଲ ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକସ୍ଥିତ ସେଣ୍ଟ…

ଶ୍ରେୟା, ସୁୟଶଙ୍କୁ ଟାଇଟଲ୍‌

ଭୁବନେଶ୍ୱର,୪ା୧୨(ସରୋଜ ଜେନା): କେଟି ଗ୍ଲୋବାଲ ସ୍କୁଲରେ ଆୟୋଜିତ ଏମ୍‌ଓସିଏଫ୍‌ ଏଆଇଟିଏ ଓ ଟିଏ କେଟି ଗ୍ରାସରୁଟ୍‌ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି। ବାଳିକା ସିଙ୍ଗଲ୍ସରେ ଶ୍ରେୟା ମହାପାତ୍ର ଓ ବାଳକ ସିଙ୍ଗଲ୍ସରେ ସୁୟଶ ପଟ୍ଟନାୟକ ବିଜୟୀ ହୋଇଛନ୍ତି। କେଟି ଗ୍ଲୋବାଲ ସ୍କୁଲ ଓ…

ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଦୂତୀଚାନ୍ଦ ଇନ୍‌ଡୋର ଷ୍ଟାଡିୟମରେ ଏକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ…

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ପଦକ

ଭୁବନେଶ୍ୱର,୪ା୧୨(ସରୋଜ ଜେନା): ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆ କରାଟେ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀଙ୍କୁ ସଫଳତା। ଓଡ଼ିଶାରୁ ସମୁଦାୟ ୫ ଜଣ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶା ଦୁଇ ସ୍ବର୍ଣ୍ଣ ପଦକ ସହିତ ୫ ପଦକ ବିଜୟୀ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri