ଖେଳ

ପୁରୀରେ ରାଜ୍ୟସ୍ତରୀୟ ଖୋଖୋ ଉଦ୍‌ଘାଟିତ

ପୁରୀ ୮ା୨ ( ଅଜିତ୍‌ ମହାନ୍ତି): ପୁରୀ ଜିଲା ସ୍କୁଲ ପରିସରରେ ବୁଧବାରଠାରୁ ରାଜ୍ୟ ସ୍ତରୀୟ ନୂଆ ଓ ଖୋଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ”ପିଲାମାନଙ୍କ କ୍ରୀଡା ପ୍ରତିଭାର ବିକାଶ…

ଆମେରିକାକୁ ହରାଇଲା ଚାଇନା

ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ବୁଧବାର ଚାଇନା ୩-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଚଳିତ ଲିଗ୍‌ରେ ଚାଇନାର ଏହାଥିଲା ୪ ମ୍ୟାଚରୁ ତୃତୀୟ ବିଜୟ। ଏଥିସହ ଦଳ ଏହାର…

ଭାରତର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୮।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। କ୍ରମାଗତ ୩ ମ୍ୟାଚ ହାରି ଘରୋଇ ଦଳ ପରାଜୟରେ ହ୍ୟାଟ୍ରିକ କରିଛି। ଫଳରେ ୯ ଦଳ ବିଶିଷ୍ଟ ପଏଣ୍ଟ…

ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ

ଭୁବନେଶ୍ୱର,୬ା୨: ରାଜ୍ୟର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ର ନିଜର ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଆଇଆଇଏସ୍‌ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ମନ୍ନତା ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍‌ରେ ଏକ ରୌପ୍ୟ ପଦକ ବିଜୟୀ…

କୋହଲିଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଇଂଲଣ୍ଡ ବିପକ୍ଷ ବାକି ଟେଷ୍ଟ…

ନୂଆଦିଲ୍ଲୀ,୭।୨: ଟିମ ଇଣ୍ଡିଆର ଜବରଦସ୍ତ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଚତୁର୍ଥ ଟେଷ୍ଟରୁ ବାଦ ପଡିବେ। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ ଉଠିଛି। ବିରାଟ କୋହଲି ଚୟନ…

ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ…

ମୋ ପକେଟ୍‌ରେ ଅଛନ୍ତି ଧୋନୀ.,ପିଟରସନ୍‌ଙ୍କ କଥା ଶୁଣି ଜାହିର କହିଲେ…

ବିଶାଖାପାଟନମ,୭।୨; ବିଶାଖାପାଟନମରେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡର କେଭିନ ପିଟରସନ ଏବଂ ଭାରତର ଜାହିର ଖାନ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଦୁହେଁ ପରସ୍ପରକୁ ଟାର୍ଗେଟ୍‌ କରିଥିଲେ। କିନ୍ତୁ ଜାହିରଙ୍କ ଅପମାନ ପିଟରସେନଙ୍କ ପାଇଁ ଭାରୀ…

‘କୋହଲି ଯଦି ଆସିଯାଆନ୍ତି…’ ତୃତୀୟ ମ୍ୟାଚ୍‌ ପୂର୍ବରୁ ଡରିଲାଣି ଇଂଲଣ୍ଡ

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପ୍ରତ୍ୟାବର୍ତ୍ତନ କରି ବଡ଼ ବିଜୟ ହାସଲ କରିଥିଲା। ଏବେ ତୃତୀୟ ଟେଷ୍ଟ ପୂର୍ବରୁ…

ବୁମ୍‌ରାଙ୍କ ଚମକିଲା ଭାଗ୍ୟ, ହେଲେ କୋହଲିଙ୍କ ସମକକ୍ଷ

ନୂଆଦିଲ୍ଲୀ,୭।୨: ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଯାହା କରିଥିଲେ ତାହା କରିଦେଖାଇଛନ୍ତି ଜଶପ୍ରୀତ ବୁମ୍‌ରା। ବିରାଟ କୋହଲିଙ୍କ ପରେ ବୁମ୍‌ରା ଦ୍ୱିତୀୟ ଖେଳାଳି ଭାବେ ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ବୁଧବାର…

ସାରା ତେନ୍ଦୁଲକରଙ୍କୁ ଧୋକା ଦେଲେ ଶୁବମନ ଗିଲ୍‌! ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ନୂଆଦିଲ୍ଲୀ,୭।୨: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍‌ ଓ କ୍ରିକେଟ୍‌ ଦିଗଗଜ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟରେ ଥିବା ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଗତ ବିଶ୍ୱକପ୍‌ ମଧ୍ୟରେ ବି ଏହାକୁ ନେଇ ଚର୍ଚ୍ଚା ଲାଗି…

ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ…

ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖୁସି ଖବର, ପୂରା ସିଜିନ ଖେଳିବାକୁ ପ୍ରସ୍ତୁତ ରିଷଭ ପନ୍ତ

ନୂଆଦିଲ୍ଲୀ,୭।୨: ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ବଡ଼ ଖବର ଆସିଛି। ରିକି ପଣ୍ଟିଙ୍ଗ କହିଛନ୍ତି, ରିଷଭ ପନ୍ତ ପୂରା ଆଇପିଏଲ ସିଜିନ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସେ ନିଶ୍ଚିତ ଯେ ସେ ପୂରା ଆଇପିଏଲ ଖେଳିବେ। ୨୦୨୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?