Odisha Elections 2024
Posted inଖେଳ

କୋହଲିଙ୍କ ବ୍ୟାଟ୍‌ ଭାଙ୍ଗିଦେଲେ ରିଙ୍କୁ ସିଂ: ପୁଣି ମାଗିବାରୁ ମିଳିଲା ଏମିତି ପ୍ରତିକ୍ରିୟା

କୋଲକାତା,୧।୪: କୋଲକାତାର ଇଡେନ ଗାର୍ଡେନ୍ସରେ କେକେଆର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ହୋଇଥିଲା। ଏହି ବାର୍ତ୍ତାଳାପ ଏତେ ମଜାଦାର ଥିଲା ଯେ, ଏହା ଟିକିଏ ଅସହଜ ଅନୁଭବ ଲାଗିଲା। ରିଙ୍କୁ ସିଂ କୋହଲିଙ୍କଠାରୁ ଆଉ ଏକ ବ୍ୟାଟ ମାଗୁଥିଲେ।
କୋହଲି ପୂର୍ବରୁ ରିଙ୍କୁଙ୍କୁ ପୂର୍ବରୁ ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ଆଇପିଏଲ ସମୟରେ ଜଣେ ସ୍ପିନରଙ୍କ ବିପକ୍ଷରେ ଖେଳିବାବେଳେ ସେ ବ୍ୟାଟ ଭାଙ୍ଗିଯାଇଛି। ଯାହା ପରେ ଏବେ ସେ କୋହଲିଙ୍କଠାରୁ ନୂଆ ବ୍ୟାଟ୍ସମ୍ୟାନ ଦାବି କରୁଛନ୍ତି।
କେକେଆରର କ୍ୟାମେରାମ୍ୟାନ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ। ଭିଡିଓରେ ରିଙ୍କୁ ସିଂ କୋହଲିଙ୍କୁ କହିଛନ୍ତି ଯେ, ସେ ପୂର୍ବ ବ୍ୟାଟ ଭାଙ୍ଗିଦେଇଛନ୍ତି। କୋହଲି ଏଥିରେ ଟିକେ ବିରକ୍ତ ହୋଇ ରିଙ୍କୁଙ୍କୁ ପଚାରିଥିଲେ ସେହି ବ୍ୟାଟ କେଉଁଠାରେ ହଜିଯାଇଛି। କୋହଲି ଥଟ୍ଟା କରି ରିଙ୍କୁଙ୍କୁ କହିଛନ୍ତି, ଯଦି ସେ ଦୁଇଟି ମ୍ୟାଚ୍‌ରେ ରିଙ୍କୁଙ୍କୁ ଦୁଇଟି ବ୍ୟାଟ ଦିଅନ୍ତି, ତେବେ ଟୁର୍ନାମେଣ୍ଟର ଆଗାମୀ ମ୍ୟାଚ୍‌ରେ ଟିକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଗ୍‌ ଷ୍ଟେଜ୍‌ରେ ହିରୋ, ନକ୍‌ଆଉଟ୍‌ରେ ଜିରୋ: ହାଇଦ୍ରାବାଦ୍‌କୁ ଧୋକା ଦେଲେ ଏହି ଖେଳାଳି

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଫାଇନାଲରେ ଟ୍ରାଭିସ ହେଡ ଏକ ଗୋଲଡେନ୍‌ ଡକ (ପ୍ରଥମ ବଲରେ ଆଉଟ)ରେ ଆଉଟ ହୋଇଥିଲେ। ଫାଇନାଲ ମ୍ୟାଚ୍‌ରେ ହାଇଦ୍ରାବାଦର ଷ୍ଟାର ଓପନର୍‌...

ଜନ୍ମଦିନରେ IPL Final ଖେଳିବେ ଦୁଇ ଆଗଧାଡିର ବ୍ୟାଟ୍ସମ୍ୟାନ, ଜଣେ ଜିତିବେ ଟ୍ରଫି, ଅନ୍ୟଜଣେ ନିଶ୍ଚିତ ହାରିବେ

ନୂଆଦିଲ୍ଲୀ,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ସବୁବେଳେ ରୋମାଞ୍ଚକର ହୋଇଥାଏ। ହେଲେ ଏଥର ଏହି ମ୍ୟାଚ ଦୁଇ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି...

ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଗ୍ରାଣ୍ଡ୍‌ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍‌ ରାଇଡର୍ସକୁ ୧୧୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ସ୍ବର୍ଣ୍ଣ ଜିତିବାରେ ଦୀପା ପ୍ରଥମ ଭାରତୀୟ

ତାସକେଣ୍ଟ,୨୬ା୫: ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ପ୍ରଥମ ଭାରତୀୟ ଭାବେ ଏସିଆନ ସିନିୟର ଚାମ୍ପିୟନଶିପ୍‌ର ମହିଳା ଭଲ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୩୦...

ଆଇପିଏଲ୍‌ ଗ୍ରାଣ୍ଡ ଫିନାଲେ: ଟସ୍‌ ଜିତିଲା ହାଇଦ୍ରାବାଦ୍‌

ଚେନ୍ନାଇ,୨୬।୫: ଆଇପିଏଲର ୧୭ତମ ସିଜନର ଫାଇନାଲ୍‌ ମ୍ୟାଚ ଚେନ୍ନାଇର ଚେପାକ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ...

ଆଇପିଏଲ୍‌ ଚାମ୍ପିଅନ୍‌ ଟିମ୍‌ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା: ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଚେନ୍ନାଇ,୨୬।୫: ଆଇପିଏଲ ୨୦୨୪ର ଫାଇନାଲ୍‌ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ...

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଏଣ୍ଟ୍ରି ମାରିଲେ କ୍ରୁନାଲ: ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ,୨୬।୫:ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡପତ୍ର ଖବର ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଏଣ୍ଟ୍ର କରିଛନ୍ତି। ସୋସିଆଲ ମିଡିଆରେ କ୍ରୁନାଲ କିଛି ଫଟୋ ଶେୟାର...

ଜୋତା ଲୁଚାରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିଲେ ଏତିକି ଟଙ୍କା: ଜାଣିଲେ ଉଡିଯିବ ହୋଶ୍‌…

ନୂଆଦିଲ୍ଲୀ,୨୬।୫: ଟିମ ଇଣ୍ଡିଆର ତାରକା ଖେଳାଳି ତଥା ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri