ଖେଳ

‘ମୋ ପାଖରେ ମଧ୍ୟ କହିବାକୁ ବହୁତ କିଛି ଅଛି’, ପିତାଙ୍କ ଅଭିଯୋଗକୁ ଭୁଲ ବୋଲି କହିଲେ ଜାଡେଜା

ନୂଆଦିଲ୍ଲୀ,୧୦।୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଚର୍ଚ୍ଚାରେ ରହିଛନ୍ତି। କ୍ରିକେଟ ଯୋଗୁ ନୁହେଁ ବରଂ ଘରୋଇ କଳହ ହେତୁ ଜାଡେଜା ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଶୁକ୍ରବାର ଜାଡେଜାଙ୍କ ପିତା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ…

ଫୁଟ୍‌ବଲରେ ଖୁବ୍‌ଶୀଘ୍ର ବ୍ଲୁ କାର୍ଡ

ଟ୍‌ବଲରେ ଖୁବ୍‌ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍‌ ମ୍ୟାଚରେ ରେଫରି ମାର୍ଟିନ ଥୋଏନ୍‌ ବ୍ଲୁ କାର୍ଡ ନିୟମକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ପ୍ରଣୟନ…

ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍‌ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ। ପୁରୁଷ ହକି ପ୍ରୋ ଲିଗ୍‌ର ଭୁବନେଶ୍ୱର ଚରଣ ଶନିବାରଠାରୁ ଆରମ୍ଭ ହେବ। କଳିଙ୍ଗ…

ଅଷ୍ଟ୍ରେଲିଆକୁ ୬-୨ରେ ହରାଇଲା ନେଦରଲାଣ୍ଡ୍ସ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍ସର ଆଧିପତ୍ୟ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅଷ୍ଟ୍ରେଲିଆକୁ ୬-୨ ଗୋଲରେ ପରାସ୍ତ କରିଛି। କଳିଙ୍ଗରେ ନେଦରଲାଣ୍ଡ୍ସର ଏହା କ୍ରମାଗତ ୪ର୍ଥ ବିଜୟ। ନେଦରଲାଣ୍ଡ୍ସ ଚଳିତ ସିଜନରେ…

ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ

ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩-୧ଗୋଲରେ ଆମେରିକାକୁ ପରାସ୍ତ କରିଛି। ପୂର୍ବ ୩…

Video: ଲାଇଭ୍‌ ମ୍ୟାଚ୍‌ରେ ଡ୍ରାମା, କ୍ୟାଚ୍‌ ଧରିବା ଲାଗି ଇଞ୍ଚେ ବି ହଲିଲେ ନାହିଁ ଗୋଟିଏ ବି ଫିଲ୍ଡର, ରାଗରେ ଚିତ୍କାର କଲେ ବୋଲର୍‌

ନୂଆଦିଲ୍ଲୀ,୯।୨: ଟେଷ୍ଟ ଏବଂ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜେତା ହୋଇଛି। ୧୧ ରନ୍‌ରେ ଦଳ ମ୍ୟାଚ୍‌ ଜିତି ନେଇଛି। ଏହି…

‘ମୋ ପତ୍ନୀଙ୍କ ଛବି ଖରାପ କରିବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୯।୨: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏବେ ଜାଡେଜା ବାପାଙ୍କ…

‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୨: ଥରେ କ’ଣ, ହଜାରେ ଥର ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରେ ଅସୁବିଧା କେଉଁଠି। କାରଣ ଏଥିରେ କିଛି ଫରକ ପଡେନା ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି। ସବୁ ଧର୍ମରେ ଆପଣଙ୍କୁ ୫ରୁ ୧୦ଜଣ ଲୋକ…

IND vs ENG: ୩ୟ ଟେଷ୍ଟ ମ୍ୟାଚ ଖେଳିବେନି ଆୟର, ସାମ୍ନାକୁ ଆସିଲା କାରଣ…

ନୂଆଦିଲ୍ଲୀ,୯।୨: ଭାରତୀୟ ବ୍ୟାଟର୍‌ ଶ୍ରେୟସ ଆୟର ରାଜକୋଟ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିପାରନ୍ତି। ଏହି ଟେଷ୍ଟ ମ୍ୟାଚ ୧୫ ଫେବୃଆରୀରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପିଠରେ ସମସ୍ୟା ନେଇ ଶ୍ରେୟସ ଅଭିଯୋଗ କରିଛନ୍ତି। ଆୟରଙ୍କ ଶରୀରର ଅନ୍ୟ ଅଙ୍ଗରେ…

ପୃଥ୍ୱୀ ଶ’ଙ୍କ ଦମଦାର କମବ୍ୟାକ୍: ଆହତରୁ ଫେରି ଖେଳିଲେ ଶତକୀୟ ଇନିଂସ

ନୂଆଦିଲ୍ଲୀ,୯/୨: ଭାରତୀୟ କ୍ରିକେଟ୍ ଦଳର ଓପନର୍ ପୃଥ୍ୱୀ ଶ’ ଦୀର୍ଘଦିନ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଘାତ ହେତୁ ୬ ମାସ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଏହି ଡାହାଣହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ରଣଜୀ ଟ୍ରଫି ମାଧ୍ୟମରେ କ୍ରିକେଟକୁ ଫେରିଛନ୍ତି। ପୃଥ୍ୱୀ…

ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୯।୨: ନିକଟରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ ପୁଅ ଏବଂ ବୋହୂ ରିଭାବା ଜାଡେଜାଙ୍କଠାରୁ ଅଲଗା ରହିବା ବିଷୟରେ କହିଥିଲେ। ଜାଡେଜାଙ୍କ ପିତା ମଧ୍ୟ…

କୋହଲିଙ୍କୁ ନେଇ ବଡ ବୟାନ ଦେଲେ ମହମ୍ମଦ ରିଜୱାନ, ଜାଣନ୍ତୁ କ’ଣ କହିଲେ ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ,୯।୨: କ୍ରିକେଟର ବିରାଟ କୋହଲିଙ୍କ ନାମ ସମସ୍ତଙ୍କ ଓଠରେ ରହିଥାଏ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ତାଙ୍କ ସାଥୀ ହୁଅନ୍ତୁ। କୋହଲିଙ୍କ ସହ ଖେଳୁଥିବା ଅନ୍ୟ ଦେଶର ଖେଳାଳିମାନେ ମଧ୍‌ୟ ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଏ । କିନ୍ତୁ ମହମ୍ମଦ ରିଜୱାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?