ଆଜି ବସୁନ୍ଧରାକୁ ଭେଟିବ ଓଏଫ୍ସି
ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ଏଏଫ୍ସି କପ୍ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ବସୁନ୍ଧରା କିଙ୍ଗ୍ସକୁ ଭେଟିବ ଓଡ଼ିଶା ଏଫ୍ସି (ଓଏଫ୍ସି)। ଏଏଫ୍ସି କପ୍ର ଅନ୍ତିମ ମ୍ୟାଚ୍ରେ ଦଳ ମୋହନବାଗାନକୁ ୫-୨ରେ ପରାସ୍ତ କରିଥିଲା। ଫଳରେ ଦଳ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ। ଗ୍ରୁପ୍ ଡିର…
କିସ୍ ବାଳିକା ଓ ବାଳକ ବର୍ଗରେ ଚାମ୍ପିୟନ
ଖୁଣ୍ଟା,୧୧ା୧୨(ଦେବରଞ୍ଜନ ବେହେରା) : ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଭୋଳାଗଡ଼ିଆ ପଞ୍ଚାୟତସ୍ଥିତ ମିନି ଷ୍ଟାଡିୟମଠାରେ ଓଡ଼ିଶା ସରକାର ଏବଂ ଓଡ଼ିଶା ରଗବୀ ଆସୋସିଏଶନ ପକ୍ଷରୁ ମୟୂରଭଞ୍ଜ ଜିଲା ରଗବୀ ଫୁଟବଲ ଆସୋସିଏଶନ ଆନୁକୁଲ୍ୟରେ ୮ମ ବାର୍ଷିକ ରାଜ୍ୟସ୍ତରୀୟ ସବ୍ ଜୁନିୟର…
କିଶୋର କ୍ଲବ ଚାମ୍ପିୟନ
ଭୁବନେଶ୍ୱର, ୧୧।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍ରେ କିଶୋର କ୍ଲବ ଚାମ୍ପିୟନ ହୋଇଛି। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ରବିବାର ଅନୁଷ୍ଠିତ ଫାଇନାଲରେ କିଶୋର…
ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର
ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର କଳିଙ୍ଗ ଷ୍ଟାଡିୟମର ୫୦ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଇଫଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ତଥା ଆଇଏସ୍ଏସ୍ଏଫ୍…
ସାଇରୂପୀ, ସୁୟଶ ଚାମ୍ପିୟନ
ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ମିଶନ ଅଲିମ୍ପିକ ସ୍ପୋଟର୍ସ ଫାଉଣ୍ଡେଶନ (ଏମ୍ଓଏସ୍ଏଫ୍)ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ-ଆଇଆଇଜି ସ୍ପୋଟର୍ସ ଏକାଡେମୀଠାରେ ଅଲଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା), ଓଡ଼ିଶା ଟେନିସ ଆସୋସିଏଶନ (ଓଟା) ଓ କେଟି ଗ୍ରାସ୍ରୁଟ୍ ଚାମ୍ପୟନଶିପ୍ ସିରିଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
କବୀର, ଅଭୀପ୍ସାଙ୍କୁ ଦ୍ୱିମୁକୁଟ
ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ୨୨ତମ ରାଜ୍ୟସ୍ତରୀୟ ନାଲ୍କୋ ଓପନ ରବିବାର ଉଦ୍ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ସିଙ୍ଗଲ୍ସ ଇଭେଣ୍ଟର ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ କବୀର ହଂସ ଓ ଅଭୀପ୍ସା ଦେହୁରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।…
SA vs Ind 1st T20I: ବର୍ଷା ପାଇଁ ଅଟକିଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବିଳମ୍ବରେ ହେବ ଟସ୍
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମେ ମ୍ୟାଚ୍ ରବିବାର ଡର୍ବାନରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଯାଇଛି, ଯେଉଁଥିପାଇଁ ମ୍ୟାଚ୍…
୧୯ ବର୍ଷରୁ କମ୍ ଏସିଆ କପରେ ଭାରତକୁ ୮ ୱିକେଟରେ ହରାଇଲା ପାକିସ୍ତାନ
ନୂଆଦିଲ୍ଲୀ,୨୮।୧୦: ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ୍ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଭାରତର ଏହି ଯୁବ ଦଳ ପାକିସ୍ତାନଠାରୁ ୮ ୱିକେଟରେ ପରାସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
ବିଗ ବ୍ୟାସ ଲିଗରେ ଲଜ୍ଜାଜନକ ଘଟଣା: ଖରାପ ପିଚ ଯୋଗୁ ମାତ୍ର ୭ ଓଭରରେ ମ୍ୟାଚ୍ ରଦ୍ଦ
ସିଡନୀ,୧୦।୧୨: ଅଷ୍ଟ୍ରେଲିଆର ଟି-୨୦ ଫ୍ରାଞ୍ଚାଇଜ ଲିଗରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଖେଳାଯାଉଥିବା ବିଗ ବ୍ୟାସ ଲିଗରେ ଖରାପ ପିଚ ଯୋଗୁ ମ୍ୟାଚ ବାତିଲ କରିବାକୁ ପଡ଼ିଛି। ମ୍ୟାଚ୍ର ପ୍ରଥମ ୬ ଓଭରରେ ପରେ ଘାତକ ପିଚ୍କୁ ଦେଖି ବନ୍ଦ…
ଭାରତୀୟ ଅଧିନାୟକଙ୍କ ‘ସ୍ପେଶାଲ୍ ଫଟୋଶୁଟ୍’: ଭାଇରାଲ ହେଉଛି ଫଟୋ
ଡର୍ବାନ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନର କିଙ୍ଗ୍ସମିଡ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ…
ଡବ୍ଲ୍ୟୁପିଏଲ୍ରେ ଟ୍ୟାକ୍ସି ଡ୍ରାଇଭର୍ଙ୍କ ଝିଅଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୧୦।୧୨: ମହିଳା ପ୍ରିମିୟର ଲିଗ ନିଲାମ ଆୟୋଜନ କରାଯାଇଥିଲା। ଏହି ନିଲାମରେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଏଥିରେ ଅଜଣା ଚେହେରା ନିଲାମରେ ସାମିଲ ହୋଇଥିଲେ। କିର୍ଥାନା ବାଲକ୍ରିଷ୍ଣନ ଏହି ନାମଗୁଡିକ ମଧ୍ୟରୁ ଅନ୍ୟତମ। ମହିଳା ପ୍ରିମିୟର ଲିଗ…
ଗ୍ରାଣ୍ଡସ୍ଲାମ ଚାମ୍ପିୟନ କ୍ରିସ୍ ଏଭର୍ଟଙ୍କୁ ପୁଣି କ୍ୟାନ୍ସର: ଚାଲିଛି କେମୋଥେରାପି ଚିକିତ୍ସା
ନ୍ୟୁୟର୍କ,୧୦ା୧୨: ୧୮ ଥର ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନ କ୍ରିସ ଏଭର୍ଟ ପୁଣି କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀଟିମ୍ ଶରୀରର ପେଲ୍ଭିକ ଏରିଆରେ କ୍ୟାନ୍ସର ସେଲ୍ ଠାବ କରିଛନ୍ତି। ସମସ୍ତ ସେଲ୍କୁ ହଟାଇ ଦିଆଯିବା ସହ ତାଙ୍କର କେମୋଥେରାପି ଚିକିତ୍ସା ଆରମ୍ଭ…
Archives


