ଖେଳ

ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍‌କା

ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍‌ ପଡିଛନ୍ତି। ଇଂଲଣ୍ଡ…

କୋହଲି ମୋ ଉପରକୁ ଥରେ ପକାଇଥିଲେ ଛେପ: ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୧।୨: ଆଜିକାଲି ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏଥିରେ କୋହଲି ଦଳର ଅଂଶ ନାହାନ୍ତି। କୋହଲି ଟିମ ଇଣ୍ଡିଆଠାରୁ ଦୂରରେ ରହିବା…

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୨: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେମିଫାଇନାଲରେ ମଧ୍ୟ ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଥିଲା। ଭାରତୀୟ ଟିମ: ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି,…

ସୌରଭ ଦାଦାଙ୍କ ମୋବାଇଲ ଚୋରି…

କୋଲକାତା,୧୦।୨ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ତାଙ୍କ ମୋବାଇଲ ଫୋନ ଚୋରି…

‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍‌ ପଡ଼ିବା ପରେ…

ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଜାରି ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ୩ ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍‌ କୋହଲି ପୁଣିଥରେ ଦଳରୁ ବାଦ୍‌ ପଡ଼ିଛନ୍ତି। ଅପରପକ୍ଷେ ଦଳରେ ଜସପ୍ରିତ ବୁମ୍‌ରାଙ୍କୁ ସାମିଲ କରାଯାଇଛି।…

ଅଷ୍ଟ୍ରେଲିଆକୁ ହରାଇ ଆଇପିଏଲରେ ସୁଯୋଗ ପାଇଲେ ଏହି ୱେଷ୍ଟଇଣ୍ଡିଜ୍ ବୋଲର, ମିଳିଲା ୩ କୋଟି

ଭୁବନେଶ୍ଵର,୧୦।୨: ଲକ୍ଷ୍ନୌ ସୁପର ଜଏଣ୍ଟସ୍ (ଏଲଏସଜି) ଶାମର ଜୋସେଫଙ୍କୁ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ର ଆଗାମୀ ସଂସ୍କରଣ ପାଇଁ ପେସର୍ ମାର୍କ ଉଡ୍ ଙ୍କ ବଦଳରେ ଦଳରେ ସାମିଲ କରିଛି। ଜୋସେଫ୍ ୩ କୋଟିରେ ଲକ୍ଷ୍ନୌରେ ଯୋଗଦେବେ।…

ଟି୨୦ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ଓ୍ବାର୍ନର? ନିଜେ କଲେ ସ୍ପଷ୍ଟ…

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆର ମହାନ ଓପନର୍‌ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୪ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସେ ବିଦାୟ ନେବେ…

‘ମୋତେ ଭାରତ ପସନ୍ଦ ନୁହେଁ’ କହି ବିବାଦରେ ଟେନିସ୍‌ ତାରକା, ଖାଦ୍ୟ-ଟ୍ରାଫିକ-ପରିମଳ ବ୍ୟବସ୍ଥାକୁ ନେଇ କଲେ ଟିପ୍ପଣୀ

ନୂଆଦିଲ୍ଲୀ,୧୦।୨: ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ସର୍ବିଆର ଟେନିସ୍‌ ତାରକା ଦେଜାନା ରାଡାନୋଭିକ୍‌। ଆଇଟିଏଫ୍‌ ଟୁର୍ନାମେଣ୍ଟରେ ଭାଗ ନେବାକୁ ସେ ଭାରତ ଆସିଥିଲେ। ତିନ ସପ୍ତାହ ଧରି ଏଠାରେ ରହିଥିଲେ। ହେଲେ ଭାରତୀୟ ଖେଳାଳି ବୈଦେହୀ ଚୌଧୁରୀଙ୍କଠାରୁ…

ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି

ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହା ବ୍ୟତୀତ ବିରାଟ…

ଆଗକୁ ପ୍ୟାରିିସ ଅଲିମ୍ପିକ: ଡୋପ୍‌ ଟେଷ୍ଟରେ ଧରାପଡ଼ି ମହିଳା ଫେନ୍‌ସର ସସ୍‌ପେଣ୍ଡ

ନଏଜି-ଲି ଗ୍ରାଣ୍ଡ,୧୦ା୨: ପ୍ୟାରିିସ ଅଲିମ୍ପିକ ଗେମ୍ସ ୬ ମାସରୁ କମ୍‌ ସମୟ ରହିଥିବା ବେଳେ ଫ୍ରାନ୍ସର ଅଗ୍ରଣୀ ମହିଳା ଫେନ୍‌ସର ‘ଅସ୍ବାଭାବିକ’ ଡୋପ୍‌ ଟେଷ୍ଟ ଫଳାଫଳ ଯୋଗୁ ସସ୍‌ପେଣ୍ଡ ହୋଇଛନ୍ତି। ଫେନ୍‌ସିଂରେ ୩ଥର ଅଲିମ୍ପିଆନ ୟସୋରା ଥିବସ ଗତ ଟୋକିଓ ଅଲିମ୍ପିକ୍ସରେ…

ଆଇପିଏଲ ୨୦୨୪: ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ହେବ ବଡ଼ ପରିବର୍ତ୍ତନ, ପ୍ରଥମ ଲୁକ୍‌ର ଭିଡିଓ ଜାରି କଲା ଚେନ୍ନାଇ

ନୂଆଦିଲ୍ଲୀ,୧୦।୨: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ୟୁଏଇର ଜାତୀୟ ବିମାନ କମ୍ପାନୀ ଏତିହାଦ ଏୟାରୱେଜ ସହିତ ଏକ ପ୍ରାୟୋଜକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିସହ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏହାର…

ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ବାକି ତିନିଟି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚରୁ କିଙ୍ଗ କୋହଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?