ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦
ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର କେରଳାର…
ଶୁବମନ ଗିଲଙ୍କ ସହ ଡିପଫେକ ଫଟୋ ଭାଇରାଲ ହେବା ପରେ ରାଗିଲେ ସାରା ତେନ୍ଦୁଲକର
ମୁମ୍ବାଇ,୨୩।୧୧: ଭାରତୀୟ କ୍ରିକେଟର ଶୁବମାନ ଗିଲଙ୍କ ସହ ସମ୍ପର୍କ ପାଇଁ ସଚିନ ତେନ୍ଦୁଲକରଙ୍କ ଝିଇ ସାରା ତେନ୍ଦୁଲକର ଅନେକ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ଏହି ସମୟରେ ସାରା ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ନିଜର…
ବୋଲିଂ ଯାଦୁ ଦେଖାଇଲେ ଚହଲ
ନୂଆଦିଲ୍ଲୀ,୨୩।୧୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଟିମ ଇଣ୍ଡିଆ ବାଦ୍ ପଡିଛନ୍ତି। କିନ୍ତୁ ସେ ଅନେକ ଥର ଦୃଢ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଚହଲ ଏବେ ଘରୋଇ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବିଜୟ ହଜାରେ…
ଏହି କ୍ରିକେଟର୍ଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସି
ନୂଆଦିଲ୍ଲୀ,୨୩।୧୧: ଆଇସିସି କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ…
କୋଚ ଭାବେ ଆଉ ରହିବାକୁ ଚାହୁନାହାନ୍ତି ରାହୁଲ ଦ୍ରାବିଡ: ଏହି ପ୍ରସିଦ୍ଧ କ୍ରିକେଟର ହୋଇପାରନ୍ତି ଭାରତର କୋଚ
ନୂଆଦିଲ୍ଳୀ,୨୩।୧୧: ବିଶ୍ୱକପ ପରେ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ବର୍ତ୍ତମାନ ଭିଭିଏସ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆ ପାଇଁ କୋଚିଂ ଦାୟିତ୍ୱ ଗ୍ରହଣ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ନିଜ…
୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା
ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ…
କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ
ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ…
ରୋନାଲଡୋଙ୍କ ଡାଏଟ୍ ପ୍ଲାନ୍ ସ୍ଥିର କରେ ନାସା: ରମିଜ ରାଜାଙ୍କ ଅଜବ ମନ୍ତବ୍ୟ
ଇସଲାମାବାଦ୍,୨୩।୧୧: ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରମିଜ ରାଜା ଏପରି କଥା କହିଛନ୍ତି ଯେ ଯାହା ଶୁଣିବା ପରେ ନ ହସି ରହିପାରିବେ ନାହିଁ। ରମିଜ ରାଜା କହିଛନ୍ତି…
ଓଡ଼ିଶାର ତନ୍ଭି ପତ୍ରୀଙ୍କ ସହଜ ବିଜୟ
ବଲାଙ୍ଗୀର, ୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୩୫ତମ ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିନର ଦ୍ୱିତୀୟ ଦିବସରେ ବୁଧବାର ଚିତ୍ତାକର୍ଷକ ଖେଳ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ୧୩ ବର୍ଷରୁ କମ୍ ବର୍ଗ ବାଳକ ଏବଂ ବାଳିକା…
ଆଜିଠୁ ଟି୨୦ ସିରିଜ୍: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ମ୍ୟାଚ୍…
ବିଶାଖାପଟ୍ଟନମ,୨୩ା୧୧(ପି.ଟି.): ବିଶ୍ୱକପ ଫାଇନାଲ ପରାଜୟର ଗ୍ଲାନି ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍। ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପଟ୍ଟନମରେ ଖେଳାଯିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଅନୁପସ୍ଥିତ ଥିବା ବେଳେ…
ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା!
ନୂଆଦିଲ୍ଲୀ,୨୨।୧୧: ଭାରତର ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ନପାରନ୍ତି। ଏହା ସହିତ ସୀମିତ ଓଭରରେ ନିଜର ଭବିଷ୍ୟତକୁ ନେଇ ମଧ୍ୟ ରୋହିତ ବିସିସିଆଇ ସହିତ ବିଶ୍ୱକପ ପୂର୍ବରୁ ସେ ଆଲୋଚନା କରିଥିବା…
ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ରହିଥିଲେ,…
Archives


