ଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ଆଶିଷ ନେହେରା: କହିଲେ, ମୁଁ ତାଙ୍କୁ ଅଟକାଇବାକୁ…

ମୁମ୍ବାଇ,୧୭।୩: ଗୁଜରାଟ ଟାଇଟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୨ସିଜନରେ ଜିତିଥିଲେ। ଏହା ପରେ ଆଇପିଏଲ ୨୦୨୩ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସର ଅଂଶ ନୁହଁନ୍ତି। ନିକଟରେ ଆଇପିଏଲ ନିଲାମ ପରେ ମୁମ୍ବାଇ ଇଣ୍ଡିଆନ୍ସ…

‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’

ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍‌ ଅଶ୍ୱିନ୍‌ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍‌ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି…

ନିଜ ଦୁଃଖ ବଖାଣିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୩ ଇଞ୍ଜେକ୍ସନ ନେବା ପରେ ବି…

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ପଡ଼ିଆରୁ ଦୂରେଇ ରହିଛନ୍ତି। ଅବଶ୍ୟ ଆଇପିଏଲ ୨୦୨୪ ସିଜିନ୍‌ରୁ ସେ ପଡିଆକୁ ଫେରିବେ। ଏହି ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ରୋହିତ ଶର୍ମାଙ୍କ…

ଭାଇଙ୍କ ଯୋଗୁ ଆଜି କ୍ରିକେଟ୍‌ ପଡ଼ିଆରେ ରାଜ୍‌ କରୁଛନ୍ତି ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୩: ଭାରତୀୟ ମହିଳା କ୍ରିକେଟ ଦଳ ଅଲରାଉଣ୍ଡର ତଥା ଅର୍ଜୁନ ପୁରସ୍କାର ବିଜେତା ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନରେ ଖେଳୁଥିବା ନଜର ଆସିଛନ୍ତି। ୟୁପି ୱାରିୟର୍ସ ଖେଳିବାବେଳେ ଷ୍ଟାର ପ୍ଲେୟାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।…

ଟ୍ରୋଲର୍ସଙ୍କୁ ଜବାବ ଦେଲେ ଚହଲଙ୍କ ପତ୍ନୀ ଧନଶ୍ରୀ

ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ପ୍ରାୟଃ ଏକାଠି ନଜର ଆସିଥାନ୍ତି। ଧନଶ୍ରୀ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ଲୋକପ୍ରିୟ ଏବଂ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି।…

ପ୍ରଶଂସକଙ୍କ ହୃଦୟ ଜିତିଲେ ବିରାଟ

ନୂଆଦିଲ୍ଲୀ,୧୭।୩: ଆଇପିଏଲ ଋତୁ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ବାସ୍ତବରେ, ଏହି ଋତୁ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୪ ସିଜନର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ଟିମ ଇଣ୍ଡିଆର ବ୍ୟାଟରଙ୍କୁ ସାଲ୍ୟୁଟ ମାରି ଦିଆଗଲା ସମ୍ମାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୭।୩: ଆଇପିଏଲ ୨୦୨୪ (ଇଣ୍ଡିଆନ ପ୍ରିମିୟର ଲିଗ) ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅନେକ ଖେଳାଳି ମଧ୍ୟ ଏଥିପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଧ୍ରୁବ ଜୁରେଲ ମଧ୍ୟ ଆଇପିଏଲ ପାଇଁ ପ୍ରସ୍ତୁତ…

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ଆଇପିଏଲ ପୂର୍ବରୁ ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୩: ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କାଙ୍କୁ ବାଦ ଦିଆଯାଇଛି। ମଦୁଶଙ୍କାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟିରେ କିଣିଛି। ଏବେ ଆଇପିଏଲ ୨୦୨୪ରେ ଖେଳିବାକୁ ନେଇ ସନ୍ଦେହ ଅଛି। ଶ୍ରୀଲଙ୍କା କ୍ରିକେଟ ତାଙ୍କ…

ଆଇପିଏଲ ଖେଳିବେନି କୋହଲି! ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି…

ବିଦେଶକୁ ଯିବ ନାହିଁ ଆଇପିଏଲ, ନିର୍ବାଚନ ତାରିଖ ଘୋଷଣା ସ୍ପଷ୍ଟୀକରଣ ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୩: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ବିଦେଶକୁ ଯାଇପାରେ ବୋଲ ଆଲୋଚନା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହା। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍…

ରାତିରେ ଲେଡିଜ୍‌ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା

ନୂଆଦିଲ୍ଲୀ,୧୬ା୩: ଅଡୁଆରେ କମନ୍‌ଓ୍ବେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ରାତିଅଧରେ ଲେଡିଜ୍‌ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଧରାପଡ଼ିଥିଲେ । ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ…

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଏହି ଭେଟେରାନ୍‌, ପିସିବିର ବଢ଼ିଲା ଚିନ୍ତା

ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍‌ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍‌କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?