ଖେଳ

ମାତ୍ର ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୧: ଦକ୍ଷିଣ ଆଫ୍ରିକାର ଜଣେ ପରେ ଜଣେ କ୍ରିକେଟର୍‌ ଅବସର ନେଉଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଡିନ ଏଲଗାର ଅବସର ନେଇଥିଲେ। ଏହାପୂର୍ବରୁ କ୍ୱିଣ୍ଟନ ଡି କକ ବିଶ୍ୱକପ ପରେ ଦିନିକିଆ କ୍ରିକେଟ ଛାଡିଥିଲେ। ସେ ଟେଷ୍ଟରୁ ଅବସର…

କିଏ ଶିଖାଇବ ମତେ କ୍ୟାଚ ଧରିବା: ହାସନଙ୍କ ଭିଡ଼ିଓ ଭାଇରାଲ…

ଇସଲାମାବାଦ,୮।୧ : ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ବହୁତ କ୍ରୋଧିତ ଦେଖାଯାଉଛନ୍ତି। ବାସ୍ତବରେ, ଏହି ଭିଡିଓ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ମ୍ୟାଚ…

ରାଜନୀତି ପିଚରେ କମାଲ କଲେ ଏହି କ୍ରିକେଟର

ଢାକା,୮।୧: ବାଂଲାଦେଶ କ୍ରିକେଟ ଦଳର ନିୟମିତ ଅଧିନାୟକ ଶାକିବ ଅଲ ହାସନ ରାଜନୈତିକ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କ୍ରିକେଟ ପଡ଼ିଆରେ ନିଜର ଦକ୍ଷତା ପ୍ରମାଣ କରିଥିବା ସ୍ପିନ ଅଲରାଉଣ୍ଡର ଶାକିବ ଅଲ ହାସନ ତାଙ୍କର ପ୍ରଥମ ନିର୍ବାଚନରେ ପ୍ରାୟ ଦେଢ…

କୋହଲି-ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଏହି ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୮।୧: ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଏହି ଦୁଇ ମହାନ ଖେଳାଳି ଗତ ଟି-୨୦…

ଓଡ଼ିଶା ଆଗରେ କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଆଗରେ ବରୋଦା କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି…

ସୌମ୍ୟଙ୍କୁ ୮୦ତମ ଟାଇଟଲ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ଆୟୋଜିତ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ଓ ହର୍ଷିତ ରଞ୍ଜନ ସାହୁ ରନରଅପ୍‌…

ରାଜେଶ, ଶ୍ରୀହନ ଚାମ୍ପିୟନ

ଭୁବନେଶ୍ୱର, ୮।୧(ତପନ ସ୍ବାଇଁ): କେଟି ଗ୍ଲୋବାଲ ଅଲ୍‌ ଓଡ଼ିଶା ଓପନ ଚେସ୍‌ର ୧୦ମ ସଂସ୍କରଣ ଏବଂ ରାଜ୍ୟ ଓପନ ବ୍ଲିଜ୍‌ ଚାମ୍ପିୟନଶିପ୍‌ ରବିବାର ସମାପ୍ତ ହୋଇଛି। କ୍ଲାସିକାଲ ଇଭେଣ୍ଟରେ ରାଜ୍ୟର ୮ ଜିଲାରୁ ୧୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ୭ ରାଉଣ୍ଡ…

ଓଡ଼ିଶା ୧୮୦ ରନରେ ଅଲ୍‌ଆଉଟ୍‌

ବରଗଡ,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ରବିବାର ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ୨୩ ବର୍ଷରୁ କମ୍‌ ବୟସ ବର୍ଗର ସି. କେ. ନାଇଡୁ ଟ୍ରଫି ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମେ ସୌରାଷ୍ଟ୍ର ଦଳର ଅଧିନାୟକ ଜୟ ଗୋହିଲ ଟସ୍‌ ଜିଣି…

ଜାତୀୟ ପାରା ଆଥ୍‌ଲେଟିକ୍ସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୮ା୧(ସରୋଜ ଜେନା): ଗୋଆର ପଣଜିରେ ଜାନୁଆରୀ ୮ରୁ ୧୩ ଯାଏଁ ଜାତୀୟ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଓଡ଼ିଶା ପକ୍ଷରୁ ୪୨ ଜଣିଆ ଦଳ ଯାଉଥିବା ବେଳେ ଶନିବାର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ…

ଜଗରନଟ୍ସ, ଖିଲାଡିଜ୍‌ ବିଜୟୀ

ଭୁବନେଶ୍ୱର, ୮ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ସିଜନ୍‌ ୨ରେ ରବିବାର ବିଜୟ ହାସଲ କରିଛନ୍ତି ଓଡ଼ିଶା ଜଗରନଟ୍ସ ଓ ମୁମ୍ବାଇ ଖିଲାଡିଜ୍‌। ରବିବାର ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଖିଲାଡିଜ୍‌…

ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ

ଭୁବନେଶ୍ୱର,୮ା୧(ସରୋଜ ଜେନା): ପୋଖରୀପୁଟ ଠାରେ ଥିବା ଆର୍‌. ବି. ଚେସ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ବିତୀୟ ଆର୍‌. ବି. ଚେସ ଟୁର୍ନାମେଣ୍ଟ -୨୦୨୩ ପ୍ରତିଯୋଗିତାରେ ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଇହାନ ଚୌଧୁରୀ (ରନର୍‌ଅପ), ଆଦ୍ୟା ଅଦ୍ଭିତ…

ଜାତୀୟ ଜୁନିୟର ହ୍ୟାଣ୍ଡ୍‌ବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର, ୮।୧ (ତପନ ସ୍ବାଇଁ): ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ଜୟପୁରର କରୋଲିଠାରେ ହେବାକୁ ଯାଉଥିବା ୪୬ ତମ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡ୍‌ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ମନୋନୀତ ଖେଳାଳି ମାନେ ହେଲେ ଆର୍ଯ୍ୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri