ଖେଳ

ବଳାତ୍କାର ଅଭିଯୋଗରେ ୪ ଫୁଟ୍‌ବଲର ଗିରଫ

ବ୍ୟୁନୋସ ଏୟାର୍ସ,୨୦ା୩ (ପି.ଟି.): ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍‌ବଲରଙ୍କୁ ଗିରଫ କରାଯାଇଛି। ଭେଲେଜ ସାର୍ସଫିଲ୍ଡ କ୍ଲବର ୪ ଜଣ ଖେଳାଳିଙ୍କ ନାମରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ସୋମବାର ଏହି ଖେଳାଳିମାନଙ୍କୁ ପୋଲିସ ଗିରଫ କରିଛି।…

ପଦାର୍ପଣରେ ନାଗାଲଙ୍କ ବିଜୟ

ନୂଆଦିଲ୍ଲୀ, ୨୦ା୩ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ମାୟାମି ଓପନ ଟେନିସ ଟୁର୍ନାମେଣ୍ଟରେ ତାଙ୍କ ପଦାର୍ପଣ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ୨୬ ବର୍ଷୀୟ ଖେଳାଳି ପ୍ରଥମ ରାଉଣ୍ଡ କ୍ୱାଲିଫାୟରରେ ୬.୮ ଇଞ୍ଚ ଉଚ୍ଚତା ବିଶିଷ୍ଟ…

ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସରେ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ

ଭୁବନେଶ୍ୱର, ୨୦।୩(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ କ୍ରିକେଟ ଖେଳାଳି ଓ ଅଭିଭାବକଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟରେ କ୍ରିକେଟ ପ୍ରତିଭାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ। କଟକ ଗୁରୁଡ଼ିଝାଟିଆସ୍ଥିତ କପୁରସିଂଠାରେ ଥିବା ଏମ୍‌ଜିଏମ ସ୍କୁଲ ଅଫ୍‌ ସ୍ପୋଟର୍‌ସରେ ଏହି ସୁବିଧାସୁଯୋଗ…

ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର !

ମୁମ୍ବାଇ,୧୯ା୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ। କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍‌ନେସ୍‌ କ୍ଲିଅରାନ୍ସ…

ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ

ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍‌ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍‌ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ। ତଦନୁଯାୟୀ…

‘ଦିନକୁ ମିଳୁଥିଲା ୨୫ ଲକ୍ଷ ଟଙ୍କା…’ କମେଣ୍ଟ୍ରିକୁ ଫେରି ଏଭଳି ଖୁଲାସା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଏକ ଦଶକ ଧରି କ୍ରିକେଟ୍‌ କମେଣ୍ଟ୍ରିରୁ ଦୂରରେ ରହିବା ପରେ ପୁଣିଥରେ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ। ରାଜନୀତିକୁ ବାଏ ବାଏ କହିବା ପରେ ସେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୪)ରେ ଷ୍ଟାର ସ୍ପୋଟ୍ସ ପାଇଁ କମେଣ୍ଟ୍ରି…

ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡ୍‌ନୀ,୧୯ା୩: ଆଫଗାନିସ୍ତାରେ ମହିଳା ଏବଂ ବାଳିକାଙ୍କ ଅବସ୍ଥା ବିଗିଡ଼ି ଯାଉଥିବାରୁ ପ୍ରତିବାଦ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଘରୋଇ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ବାତିଲ କରିଦେଇଛି। ଆଫଗାନିସ୍ତାରେ ତାଲିବାନମାନେ କ୍ଷମତାକୁ ଆସିବା…

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୂରା ପ୍ରସ୍ତୁତ। ଏହା ପୂର୍ବରୁ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି,…

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ୱାରା ଅଧିନାୟକ…

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି। ଉଭୟ ଖେଳାଳିଙ୍କୁ ସି ଗ୍ରେଡ୍‌ରେ ସାମିଲ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା କେନ୍ଦ୍ରୀୟ ଚୁକ୍ତିରେ…

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା, ଖୋର୍ଦ୍ଧା, କଟକ ଏ’ ରାଉରକେଲା ଓ ବାଲେଶ୍ୱର ବିଜୟୀ ହୋଇଛନ୍ତି। ଡାଇମଣ୍ଡ ଏ ଓ…

ବାଂଲାଦେଶ ସିରିଜ ବିଜୟୀ

ଚିଟ୍ଟାଗଙ୍ଗ, ୧୯ା୩ (ଏପି): ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବାଂଲାଦେଶ ୪ ଉଇକେଟରେ ବିଜୟ ହାସଲ କରିଛି। ଦଳ ଏଥିସହିତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?