ଆଇପିଏଲରେ ଖେଳିବେନି ଏହି ସବୁ ଖେଳାଳି, ସାମ୍ନାକୁ ଆସିଲା ଲିଷ୍ଟ
ନୂଆଦିଲ୍ଲୀ,୧୪।୩: ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେବ । ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରି ଯାଉଛନ୍ତି। ଏବେ ହ୍ୟାରୀ ବ୍ରୁକ ଏହି ତାଲିକାରେ ଯୋଡି ହୋଇଛନ୍ତି। ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ସେ…
ମୁମ୍ବାଇ ଜିତିବା ଖୁସିରେ ନାଚିଲେ ଶ୍ରେୟାସ ଆୟର, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ରଣଜୀ ଟ୍ରଫି ୨୦୨୪ଟାଇଟଲ ଜିତିଛି । ମୁମ୍ବାଇ ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନରେ ପରାସ୍ତ କରିଛି। ଶ୍ରେୟାସ ଆୟର ମୁମ୍ବାଇ ପାଇଁ ୯୫ ରନର ଇନିଂସ ଖେଳିଥିଲେ। ଦଳର ବିଜୟ ପରେ ଆୟର ନାଚୁଥିବାର ନଜର ଆସିଛନ୍ତି। ତାଙ୍କ…
ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ପୁଣି ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନ୍ରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି। ବିଦର୍ଭ ପାଇଁ ମୁମ୍ବାଇ ୫୩୮ ରନ୍ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାକୁ ବିଦର୍ଭ ହାସଲ…
ଇତିହାସ ରଚିଲେ ରାଚିନ ରବିନ୍ଦ୍ର
ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି। ତାଙ୍କୁ ସାର୍ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍…
୧୦୦ ଟେଷ୍ଟ ଖେଳିବା ପରେ ବି ଖୁସି ନାହାନ୍ତି ଅଶ୍ୱିନ୍: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୩: ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟରେ ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରି ମୋଟ ୯ ଉଇକେଟ ନେଇଥିଲେ।…
ଗୋଟିଏ ହାତ ନାହିଁ, ଦେଶ ପାଇଁ ଆଣିଥିଲେ ସୁନା: ଏବେ ରାଜନୀତିରେ ଦେବେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୧୪।୩: ଜାଭେଲିଆ ଥ୍ରୋରେ ଦେଶକୁ ଗର୍ବିତ କରିଥିବା ଦେବେନ୍ଦ୍ର ଝାଝରିଆ ରାଜନୈତିକ ମଞ୍ଚରେ ପ୍ରବେଶ କରିଛନ୍ତି। ରାଜସ୍ଥାନର ଚୁରୁରୁ ଭାଜପା ତାଙ୍କୁ ଟିକେଟ ଦେଇଛି। କିନ୍ତୁ ଏହି ଯାତ୍ରା ତାଙ୍କ ପାଇଁ ଏତେ ସହଜ ନ ଥିଲା। ତାଙ୍କୁ ଆଠ ବର୍ଷ…
ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଲଞ୍ଚ୍: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ହେଲା ଧୋକା
ମୁମ୍ବାଇ,୧୯।୩: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ଏକ ନୂଆ ଜର୍ସି ଲଞ୍ଚ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ମାଧ୍ୟମରେ ଜର୍ସି ଲଞ୍ଚର ଭିଡିଓ ଶେୟାର କରିଛି। ନୂଆ ଜର୍ସିର ପ୍ରଥମ ଝଲକ ଭିଡିଓରେ ଦେଖିବାକୁ ମିଳିଛି। ତା’ପରେ ପୁରା…
ଓମେନ୍ସ ପ୍ରିମିୟର ଲିଗ୍: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ,୧୩ା୩: ଓମେନ୍ସ ପ୍ରିମିୟର ଲିଗ୍ର ଦ୍ୱିତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍କୁ ୭ ଉଇକେଟରେ ଜିତିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ସିଜନରେ ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ…
ନାଁ ପରିବର୍ତନ କରିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର, ଦୂର ହେବ ଟ୍ରଫି ମରୁଡ଼ି
ନୂଆଦିଲ୍ଲୀ,୧୩।୩: ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ମାର୍ଚ୍ଚ ୨୨ ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ୨୦୨୪ ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ୍ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ…
ଆଇପିଏଲ୍ରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୧୩।୩: କ୍ରିକେଟ ଦୁନିଆର ଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମା ଅନ୍ୟତମ। ଆଇପିଏଲରେ ତାଙ୍କ ରେକର୍ଡ ଭଲ। ଆଜି ପର୍ଯ୍ୟନ୍ତ ସେ ୨୪୩ ମ୍ୟାଚରେ ୬,୨୧୧ ରନ ସ୍କୋର କରିଛନ୍ତି ଏବଂ ସର୍ବାଧିକ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ…
ଆଇପିଏଲ୍ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ
ନୂଆଦିଲ୍ଲୀ,୧୩।୩: ଆଇପିଏଲ୍ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍ ଜାଫର। ସେ ପଞ୍ଜାବ ଟିମ୍ର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏବେ…
ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍ଏସ୍ ଧୋନୀ !
ନୂଆଦିଲ୍ଲୀ,୧୩।୩: ଆଇପିଏଲ୍ ୨୦୨୩ରେ ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ ଧୋନୀ ଆଉ ଖେଳିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ ଲାଗି…

