ଖେଳ

ବାଲାଜୀଙ୍କ ପ୍ରଥମ ଫ୍ରେଞ୍ଚ୍‌ ଓପନ ବିଜୟ

ପ୍ୟାରିସ, ୧।୬ (ପି.ଟି.): ଭାରତର ଏନ. ଶ୍ରୀରାମ ବାଲାଜୀ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ କ୍ୟାରିୟରର ପ୍ରଥମ ବିଜୟ ହାସଲ କରିଛନ୍ତି। ଏଥିସହ ସେ ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ରୋହନ ବୋପାନ୍ନାଙ୍କ ପାର୍ଟନର ହେବା ଦାବିଦାରୀକୁ ଦୃଢ଼ କରିଛନ୍ତି। ବାଲାଜୀ ଓ…

ଆଟମାନେଙ୍କୁ ଜରିମାନା

ପ୍ୟାରିସ, ୧।୬ (ପି.ଟି.): ଫ୍ରେଞ୍ଚ୍‌ ଟେନିସ ଖେଳାଳି ଟେରେନ୍ସ ଆଟମାନେଙ୍କୁ ୨୫,୦୦୦ ଆମେରିକୀୟ ଡଲାର (ପାଖାପାଖି ୨୩,୦୦୦ ୟୁରୋ) ଜରିମାନା ଆକାରରେ ଦେବାକୁ ପଡ଼ିଛି। ଏହା ହେଉଛି ତାଙ୍କ ପ୍ରାଇଜ୍‌ମନିର ଏକ ତୃତୀୟାଂଶ। ସେ ପ୍ରଥମ ରାଉଣ୍ଡ ମ୍ୟାଚ ହାରିବାପରେ କ୍ରୋଧରେ…

ଶିବ ପ୍ରସାଦଙ୍କୁ ସୁଯୋଗ

ଭୁବନେଶ୍ୱର, ୧।୬(ତପନ ସ୍ବାଇଁ): ଭାରତୀୟ ୨୦ ବର୍ଷରୁ କମ୍‌ ଫୁଟବଲ ଦଳ ମନୋନୟନ ପାଇଁ ଟ୍ରାଏଲ୍ସ ଜୁନ୍‌ ୪ରୁ ୯ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶାର ଫୁଟବଲ ପ୍ରତିଭା ଏ. ଶିବ ପ୍ରସାଦ ମନୋନୀତ…

ଅଷ୍ଟ୍ରେଲିଆକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ପୋର୍ଟଅଫ୍‌ ସ୍ପେନ୍‌, ୩୧ା୫: ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍‌ରେ ପରାସ୍ତ କରିଛି। ନାମ୍ବିୟା ବିପକ୍ଷ ମ୍ୟାଚ ଭଳି…

ଟି-୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଦଳକୁ ମିଳିବ ପୁଳାପୁଳା ଟଙ୍କା: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଜୁନ ୧ରୁ ଆରମ୍ଭ ହେଉଛି। ଏଥର ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଆମେରିକାର ନ୍ୟୁୟର୍କରେ ପହଞ୍ଚିବା ପରେ ଟିମ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଧୂଳି ଚଟେଇଲା ଇଂଲଣ୍ଡ

ଲଣ୍ଡନ,୩୧।୫: ଟି-୨୦ ବିଶ୍ୱକପ ୨୦୨୪ରେ ସଫଳତାର ଆଶା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବାର ବାବର ଆଜମଙ୍କୁ ଦଳର ଅଧିନାୟକ କରିଛି। ଅଧିନାୟକ ପଦରୁ ହଟାଯିବାର ମାତ୍ର ୫ ମାସ ପରେ ସେ ପୁଣି ଫେରି ଆସିଥିଲେ, କିନ୍ତୁ ପରିସ୍ଥିତି ପୂର୍ବ…

ରିକି ପଣ୍ଟିଂଙ୍କ ବଡ଼ ଭବିଷ୍ୟବାଣୀ: ଟି-୨୦ ବିଶ୍ୱକପ୍‌ରେ ଏହି ଭାରତୀୟ ବୋଲର୍‌ ନେବେ ସର୍ବାଧିକ ଉଇକେଟ୍‌

ଓ୍ବାଶିଂଟନ୍‌,୩୧।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।…

ଇତିହାସ ରଚିଲେ ବାବର ଆଜମ: କୋହଲିଙ୍କ ମହାରେକର୍ଡଠାରୁ ମାତ୍ର ଦୂରରେ…

ଲଣ୍ଡନ,୩୧।୫:ପାକିସ୍ତାନ ଅଧିନାୟକ ବାବର ଆଜାମ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୨ ବଲରେ ୩୬ ରନ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଇନିଂସ ଯୋଗୁ…

ଆମେରିକାରେ ଟିମ୍‌ ଇଣ୍ଡିଆକୁ ମିଳୁନି ସୁବିଧା:ରୋହିତ-ଦ୍ରାବିଡଙ୍କ ଅସନ୍ତୋଷ

ନୂଆଦିଲ୍ଲୀ,୩୧।୫: ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୧ ରୁ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ମଧ୍ୟ ନିଟ ଅଭ୍ୟାସ ଆରମ୍ଭ କରିଛି। କିନ୍ତୁ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ…

ମୁଁ କହିବାରୁ ସୁରେଶ ରାଇନା ଡିଲିଟ କଲେ ଟୁଇଟ: ସାହିଦ ଆଫ୍ରିଦିଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ବିଶ୍ୱକପ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। ଆଇସିସି ଭାରତର ଯୁବରାଜ ସିଂଙ୍କୁ ଏହି ବିଶ୍ୱକପ ପାଇଁ ବ୍ରାଣ୍ଡ ଆମ୍ବାସାଡର କରିଛି। ତାଙ୍କ ବ୍ୟତୀତ ପାକିସ୍ତାନର ସାହିଦ ଆଫ୍ରିଦି…

ଭାରତ ନୁହେଁ ଟି-୨୦ ଓ୍ବାର୍ଲଡ କପ ଫାଇନାଲରେ ପହଞ୍ଚିିବ ପାକିସ୍ତାନ, ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୦।୫: ଜୁନ ୨ରୁ ଟଇ-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ ଡଲାସରେ ଆୟୋଜକ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଅନେକ କ୍ରିକେଟର ଟାଇଟଲ ଜିତିବା ପାଇଁ…

ଯେଉଁ ସିକ୍ରେଟ ପାଇଁ ଆଜି ପର୍ଯ୍ୟନ୍ତ କୋହଲି କରୁଛନ୍ତି ରାଜ, କହିଲେ ମନ ଖୋଲି…

ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ଭାଗ ନେବ। ଏହି ବିଶ୍ୱକପରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋହଲିଙ୍କୁ ବର୍ତ୍ତମାନର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି ଏବଂ ସମସ୍ତେ ପଡ଼ିଆରେ ତାଙ୍କର ଶକ୍ତି ଦେଖିଥିବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?