୨ ମାସ ପର୍ଯ୍ୟନ୍ତ ବ୍ରଶ କରି ନ ଥିଲେ, ସବୁଠାରୁ ଖରାପ ସମୟକୁ ମନେପକାଇ ଭାବୁକ ହେଲେ ପନ୍ତ
ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର ତାରକା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ପନ୍ତ ଶିଖର ଧାୱନଙ୍କ ନୂଆ ସୋ ‘ଧାୱନ କରେଙ୍ଗେ’ରେ ଭାଗ ନେଇଥିଲେ। ଏହି ସମୟରେ,…
ଏହି ୫ ଖେଳାଳି ଭାରତକୁ ଜିତାଇପାରନ୍ତି ଟି-୨୦ ବିଶ୍ୱକପ୍
ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ ବହୁତ ନିକଟତର। ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପୁଣିଥରେ ଟିମ ଇଣ୍ଡିଆ ଦୀର୍ଘ ଦିନ ଧରି ଚାଲିଥିବା ଆଇସିସି ଟ୍ରଫି ମରୁଡ଼ିକୁ ଶେଷ କରିବାକୁ…
ଭାରତୀୟ ଟିମ୍ର କୋଚ ପାଇଁ ଆବେଦନ ସମୟ ସୀମା ଶେଷ
ନୂଆଦିଲ୍ଲୀ,୨୮।୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ବର୍ତ୍ତମାନର ଦଳର ମୁଖ୍ୟ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପରେ ଶେଷ ହେଉଛି ଏବଂ ବୋର୍ଡ…
ହରମନ୍ପ୍ରୀତଙ୍କ ହ୍ୟାଟ୍ରିକ୍ରେ ଭାରତ ବିଜୟୀ
ଆଣ୍ଟ୍ବେର୍ପ,୨୮ା୫(ପି.ଟି): ଅଧିନାୟକ ହରମନ୍ପ୍ରୀତ ସିଂଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିରେ ଆର୍ଜେଣ୍ଟିନାକୁ ୫-୪ରେ ପରାସ୍ତ କରିଛି ଭାରତ। ହରମନ୍ପ୍ରୀତ୍ (୨୯, ୫୦ ଓ ୫୨) ମିନିଟରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରାଇଜିତ୍ ସିଂ ହୁଣ୍ଡାଲ(୭)…
ଅଷ୍ଟ୍ରେଲିଆ ଦଳରେ ଖେଳାଳି ଅଭାବ
ମେଲବୋର୍ନ, ୨୮ା୫ (ପି.ଟି.): ଆସନ୍ତା ମାସରେ ହେବାକୁଥିବା ଟି୨୦ ବିଶ୍ୱକପ୍ ଲାଗି ଅଷ୍ଟ୍ରେଲିଆର ଓ୍ବାର୍ମଅପ୍ ମ୍ୟାଚ ବେଳେ ଦଳରେ ଖେଳାଳି ଅଭାବ ପରିଲକ୍ଷିତ ହେବ। ତେଣୁ ଦଳ ସପୋର୍ଟ ଷ୍ଟାଫ୍ଙ୍କୁ ଫିଲ୍ଡର ଭାବେ ବ୍ୟବହାର କରିବାକୁ ବାଧ୍ୟ ହୋଇପାରେ। ଇଣ୍ଡିଆନ ପ୍ରିମିୟର…
କିସ୍ ଚାମ୍ପିୟନ, ଜଗତ୍ସିଂହପୁର ରନରଅପ୍
ଭୁବନେଶ୍ୱର, ୨୮।୫ (ତପନ ସ୍ବାଇଁ): ଓଡ଼ିଶା ରଗ୍ବୀ ଫୁଟବଲ ଆସୋସିଏଶନ (ଓର୍ଫା) ଆନୁକୂଲ୍ୟରେ କିଟ୍ ରଗ୍ବୀ ଷ୍ଟାଡିୟମରେ ଆନ୍ତଃ ଜିଲା ଜୁନିୟର ବାଳିକା ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍ ଦଳ ଚାମ୍ପିୟନ ଏବଂ ଜଗତ୍ସିଂହପୁର ରନରଅପ୍…
ସ୍ବିଟେକ୍, ଜାବେରଙ୍କ ସହଜ ବିଜୟ
ପ୍ୟାରିସ, ୨୮।୫: ଟପ୍ ସିଡ୍ ଇଗା ସ୍ବିଟେକ ଓ ୮ମ ସିଡ୍ ଓନ୍ସ ଜାବେର ପ୍ରମୁଖ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡକୁ ସହଜରେ ଅତିକ୍ରମ କରିଛନ୍ତି। ତେବେ ପୁରୁଷ ବିଭାଗର ଅନେକ ମ୍ୟାଚ ବର୍ଷା ଯୋଗୁ…
ତୃତୀୟ ସନ୍ତାନର ପିତା ହେବେ ଇଂଲଣ୍ଡ ଅଧିନାୟକ ବଟଲର
କାର୍ଡିଫ,୨୭ା୫: ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ…
ଇମୋଶନାଲ୍ ହେଲେ କୋହଲି: କହିଦେଲେ ହୃଦୟର କଥା
ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା ନାଇଟ…
ଏହି କ୍ରିକେଟର୍ଙ୍କୁ ଡେଟ୍ କରୁଛନ୍ତି ଶାହାରୁଖଙ୍କ ଝିଅ!
ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ ହୋଇଥିଲେ…
ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଉପରେ ଧନବର୍ଷା କଲା ବିସିସିଆଇ: ମିଳିବ ଏତିକି ଟଙ୍କା
ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ ପୁଣି ଥରେ ଆଇପିଏଲ ଟାଇଟଲ ଜିତିଛି। ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ଆଇପିଏଲ ୨୦୨୪ର ବିଜେତା ଦଳ ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଛି। ଭାରତରେ କ୍ରିକେଟ ବୋର୍ଡ ଅଫ…
ଆଇପିଏଲ୍ରେ ଏମିତି କାରନାମା କଲେ ଗମ୍ଭୀର, ଆଜି ପର୍ଯ୍ୟନ୍ତ କେହି ଏମିତି କରିପାରିନାହାନ୍ତି
ଚେନ୍ନାଇ,୨୭।୫: ଯେଉଁ ଆଶା ସହିତ ଶାହାରୁଖ ଖାନ ଗୌତମ ଗମ୍ଭୀରଙ୍କୁ କୋଲକାତା ନାଇଟ ରାଇଡର୍ସକୁ ନିମନ୍ତ୍ରଣ କରିଥିଲେ, ଶେଷରେ ତାହା ପୂରଣ ହୋଇଛି। ଶାହାରୁଖଙ୍କ ୧୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଗମ୍ଭୀର। କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ଟାଇଟଲ…

