ଖେଳ

ପ୍ରତ୍ୟେକ ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କ ‘ଆଗ୍ରେସିଭ୍‌ ଭିଡିଓ’ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ଆଜିକାଲି ଡବ୍ଲୁପିଏଲ୍‌ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରାୟ ଅଧା ଅର୍ଥାତ୍‌ ୧୦ଟି ମ୍ୟାଚ ଖେଳାଯାଇଛ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି। ମେଗ ଲେନିଙ୍ଗଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ୪ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଛି। ମହିଳା…

ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ସନରାଇଜର୍ସ ହାଇଦ୍ରାବାଦ୍‌ ଆଇପିଏଲ ୨୦୨୪ରେ ଅଧିନାୟକ ଭାବରେ ୨୦ କୋଟି ଟଙ୍କା ମୂଲ୍ୟର ଖେଳାଳି ପାଟ କମିନ୍ସଙ୍କୁ ନିଯୁକ୍ତ କରିଛି। ଅଷ୍ଟ୍ରେଲୀୟ ଦଳର ବର୍ତ୍ତମାନର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଆଇପିଏଲ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୨୦ କୋଟି…

କେକେଆର ଟିମକୁ ଗୌତମଙ୍କ ‘ଗମ୍ଭୀର ବର୍ତ୍ତା’, ବଲିଉଡ ଭଳି ନୁହେଁ ଆଇପିଏଲ

ନୂଆଦିଲ୍ଲୀ,୪।୩: ରାଜନୀତି ଛାଡିବା ପରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଗୌତମ ଗମ୍ଭୀରଙ୍କ ଧ୍ୟାନ ବର୍ତ୍ତମାନ ଆଇପିଏଲ ୨୦୨୪ରେ ରହିଛି। ଗୌତମ ଗମ୍ଭୀର ପୂର୍ବରୁ ଆଇପିଏଲ ୨୦୨୪ ପାଇଁ କୋଲକାତା ନାଇଟ ରାଇଡର୍ସର ପରାମର୍ଶଦାତା ହୋଇସାରିଛନ୍ତି। ଯାହା ପରେ ବର୍ତ୍ତମାନ ସେ…

ପ୍ୟାଟ୍‌ କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ,୪।୩: ଆଇପିଏଲ ୨୦୨୪ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବଡ଼ ପରିବର୍ତ୍ତନ କରିଛି। ଦଳ ପ୍ୟାଟ୍‌ କମିନ୍ସଙ୍କୁ ଏହାର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗତ ସିଜିନ୍‌ ଅର୍ଥାତ୍‌ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିବା ଏଡନ ମାର୍କ୍ରାମଙ୍କୁ ଛୁଟି ଦିଆଯାଇଛି। ଆଇପିଏଲ…

ରୋହିତଙ୍କ ପରେ ଏବେ ଏହି ଖେଳାଳିଙ୍କଠାରୁ ଯାଇପାରେ ଅଧିନାୟକ ପଦ

ନୂଆଦିଲ୍ଲୀ,୪।୩: ଆଇପିଏଲର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ସିଜିନ୍‌ ଆରମ୍ଭ ପୂର୍ବରୁ ମଧ୍ୟ ଦଳ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଛି । କିଛି ଦଳ ଏକ ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇଛନ୍ତି ଏବଂ କିଛି ଦଳ…

ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୪।୩: ନେପାଳରେ ଚାଲିଥିବା ଟ୍ରାଇ ସିରିଜର ପଞ୍ଚମ ମ୍ୟାଚରେ ନେପାଳ ନେଦରଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ନେପାଳ ନେଦରଲାଣ୍ଡକୁ ୧୨୦ ରନ୍‌ରେ ଅଲଆଉଟ୍‌ କରିଥିଲା। ନେପାଳ ପାଇଁ ପ୍ରତୀସ…

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା: ଆହତ ଯୋଗୁ ମେ’ ପର୍ଯ୍ୟନ୍ତ କ୍ରିକେଟ୍‌ ଖେଳିପାରିବେନି ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ ର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ…

ପ୍ରଥମ ଟେଷ୍ଟ ୧୭୨ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଓ୍ବେଲିଂଟନ୍‌,୪ା୩: ସ୍ପିନର ନାଥନ ଲିୟନଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୭୨ ରନ୍‌ରେ ଜିତି ନେଇଛି ଅଷ୍ଟ୍ରେଲିଆ। ଲିୟନ ୬ ଉଇକେଟ ନେଇଥିବା ବେଳେ ୩୬୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୯୬…

ଓଏଫ୍‌ସିର ବିଜୟଧାରାରେ ବ୍ରେକ୍‌

ଭୁବନେଶ୍ୱର,୪ା୩(ସରୋଜ ଜେନା): ଚେନ୍ନାଇନ୍‌ ଏଫ୍‌ସି ନିକଟରୁ ୨-୧ରେ ହାରିବା ସହିତ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)ର ବିଜୟ ରଥରେ ବ୍ରେକ୍‌ ଲାଗିଛି। ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ଟି କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଜୋର୍ଡାନ ମରେଙ୍କ ଇଞ୍ଜୁରୀ ଟାଇମ ଗୋଲରେ ହାରିଥିଲା…

ମଧ୍ୟପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ

ନାଗପୁର, ୪ା୩ (ପି.ଟି.): ହିମାଂଶୁ ମନ୍ତ୍ରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସହାୟତାରେ ଏଠାରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି ମଧ୍ୟପ୍ରଦେଶ। ହିମାଂଶୁ ୨୬୫ ବଲ୍‌ ସାମ୍ନା କରି ୧୩ ଚୌକା ଓ…

ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ

ବେଙ୍ଗାଲୁରୁ,୪ା୩: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ)ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍‌ ଲାନିଙ୍ଗ। ଅନ୍ୟ ପକ୍ଷରେ ଗୁଜରାଟ ପକ୍ଷରୁ ମେଘନା ସିଂ ୪ ଉଇକେଟ ନେଇ ସଫଳ ବୋଲର ରହିଥିଲେ। ଗୁଜରାଟ…

‘ରିସ୍ତେ ମେଁ ତୋ ହମ ତୁମ୍ଭାରେ କ୍ୟାପଟେନ ଲଗତେ ହୈ, ନାମ ହେ ପାଣ୍ଡ୍ୟା’, କାହାକୁ ଟାର୍ଗେଟ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକ ଭାବରେ ନଜର ଆସିବେ। ଗୁଜୁରାଟ ଟାଇଟାନ୍ସ ଛାଡିବା ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ଏବଂ କିଛି ଦିନ ପରେ ଫ୍ରାଞ୍ଚାଇଜ ତାଙ୍କୁ ରୋହିତ ଶର୍ମାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri