ଖେଳ

ସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ କ୍ରିକେଟର: ପୁରସ୍କାର ପାଇ ଦେଲେ ବଡ଼ ସଂକେତ…

ନୂଆଦିଲ୍ଲୀ,୨୭।୧: ତାରକା ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟର ଗତ ବର୍ଷ ଭାରତୀୟ ମହିଳା ଟିମ୍ ପାଇଁ ୧୩ଟି ଦିନିକିଆ ମ୍ୟାଚ୍…

ଇତିହାସ ରଚିଲେ ବୁମ୍‌ରା, ପ୍ରଥମ ଥର ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ମିଳିଲା ଏହି ପୁରସ୍କାର

ନୂଆଦିଲ୍ଲୀ,୨୭।୧: ଜସପ୍ରିତ ବୁମ୍‌ରାଙ୍କୁ ଆଜି ବିଶ୍ୱର ସର୍ବୋତ୍ତମ ବୋଲର ଭାବରେ ଗଣନା କରାଯାଏ। ସେ ପ୍ରତ୍ୟେକ ସୁଯୋଗରେ ଏହା ପ୍ରମାଣିତ କରିଛନ୍ତି। ବୁମ୍‌ରା ବର୍ତ୍ତମାନ ଯେଉଁଭଳି ଘାତକ ବୋଲିଂ କରୁଛନ୍ତି, ଅନ୍ୟ କୌଣସି ପେସ ବୋଲର ମଧ୍ୟ ତାଙ୍କ ପାଖାପାଖି ମଧ୍ୟ…

ଜାନୁଆରୀ ୨୬, ଅଗଷ୍ଟ ୧୫ରେ ଶତକ ମାରିଛନ୍ତି ଏହି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୬।୧: ଆଜି ଭାରତ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଭଳି ଦିନ ଅର୍ଥାତ୍‌ ୨୬ ଜାନୁଆରୀରେ କ୍ରିକେଟ୍‌ରେ ଶତକ ହାସଲ କରିବାର ସଫଳତା ହାସଲ କରିଛନ୍ତି ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍‌। ସେ ହେଉଛନ୍ତି ବିରାଟ କୋହଲି। ଏସେ ୨୬…

ହ୍ୟାଣ୍ଡ୍‌ସମ୍‌ ଯୋଗୁ ମୋତେ କରାଯାଉଥିଲା ଟାର୍ଗେଟ୍‌: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ୍‌,୨୬।୧: ପାକିସ୍ତାନ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ ଅହମ୍ମଦ ଶେହଜାଦ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ସୁନ୍ଦର ଲୁକ ଯୋଗୁ ବରିଷ୍ଠ ଖେଳାଳିମାନେ ତାଙ୍କୁ ଟାର୍ଗେଟ କରୁଥିଲେ। ତଥାପି ଶେହଜାଦ କୌଣସି…

ଟି-୨୦ ଇତିହାସରେ ପ୍ରଥମ:ଜୋ ରୁଟ୍‌ଙ୍କ ଟିମ୍‌ର କମାଲ୍‌

ନୂଆଦିଲ୍ଲୀ,୨୬।୧: ଯେକୌଣସି କ୍ରିକେଟ ମ୍ୟାଚ୍‌ରେ ବୋଲିଂ ଦଳ ଦ୍ରୁତ ବୋଲରମାନଙ୍କ ସହିତ ଆରମ୍ଭ କରିଥାଏ। ତା’ପରେ ଯେତେବେଳେ ବଲ ପୁରୁଣା ହୋଇଯାଏ, ସ୍ପିନରମାନେ ମଧ୍ୟଭାଗକୁ ଆସନ୍ତି। ଟି-୨୦ କ୍ରିକେଟରେ, ପାୱାରପ୍ଲେ ଓଭର (ପ୍ରଥମ ୬ ଓଭର) ପ୍ରାୟତଃ ଦ୍ରୁତ ବୋଲରମାନଙ୍କ ଦ୍ୱାରା…

ଅନର୍ଥ ହୋଇଯାଇଥାନ୍ତା, ସୂର୍ଯ୍ୟକୁମାର ଯାଦବ ୨ ଥର ଭାଙ୍ଗିଲେ ଏହି ନିୟମ

ଚେନ୍ନାଇ,୨୫।୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-୨୦ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରିଛି। ଗତ ୬ ମାସ ମଧ୍ୟରେ, ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ ଇଣ୍ଡିଆ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତଠାରୁ ଶୋଚନୀୟ ପରାସ୍ତ ହୋଇଥିବା…

ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ତିଳକ ବର୍ମା

ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌। ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି। ଶନିବାର ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ କ୍ରିକେଟ ପ୍ରଶଂସକଙ୍କ…

ଇତିହାସ ରଚିଲେ ଅର୍ଶଦୀପ: ବାବରଙ୍କୁ ପଛରେ ପକାଇ ଜିତିଲେ ଟି୨୦ର ସବୁଠାରୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୪ ମସିହା ପାଇଁ ପୁରୁଷ ଟି-୨୦ କ୍ରିକେଟରଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ଅର୍ଶଦୀପ ସିଂ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ…

୨ ପରିବର୍ତ୍ତନ ସହ ମଇଦାନରେ ଟିମ୍‌ ଇଣ୍ଡିଆ

ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ…

ଆଇସିସି ଟି-୨୦ ଦଳ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, କୋହଲି ବିଦା

ନୂଆଦିଲ୍ଲୀ,୨୫।୧: ଆଇସିସି ପୁରୁଷ ଟି-୨୦ ଦଳ ଅଫ ଦି ଇୟର ଘୋଷଣା କରିଛି। ଆଇସିସି ୨୦୨୪ ବର୍ଷର ଶ୍ରେଷ୍ଠ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ତାଙ୍କ ସହିତ, ମୋଟ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ…

ସଚିନଙ୍କ ପୁଅ ସହ ପାତରଅନ୍ତର: ୪ ମ୍ୟାଚ୍‌ ୧୬ ଉଇକେଟ୍‌ ନେଇ ମଧ୍ୟ ରଣଜୀ ଫାଇନାଲ୍‌ରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ,୨୫।୧: ଜାନୁଆରୀ ୨୩ ତାରିଖରୁ ଦିମାପୁରର ନାଗାଲାଣ୍ଡ କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ପ୍ଲେଟ ଲିଗର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ଫାଇନାଲ ମ୍ୟାଚରେ ଗୋଆ ଏବଂ ନାଗାଲାଣ୍ଡ ଦଳ ମୁହାଁମୁହିଁ ହେବେ। ଉଭୟ ଦଳ ପରସ୍ପରକୁ କଡ଼ା ପ୍ରତିଯୋଗିତା ଦେଉଛନ୍ତି।…

୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri