ଖେଳ

ଫାୟାର ଆର୍ମ କ୍ୟାମ୍ପରେ ୨୮ କୃତକାର୍ଯ୍ୟ

ଭୁବନେଶ୍ବର, ୨୯।୧ (ତପନ ସ୍ବାଇଁ): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ପିସ୍ତଲ ଓ ରାଇଫଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୨୮ ପ୍ରଶିକ୍ଷାର୍ଥୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି।…

ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’

ଭୁବନେଶ୍ୱର, ୨୯।୧ (ତପନ ସ୍ବାଇଁ): ବାଲେଶ୍ୱର କୁରୁଡ଼ାଛକ ଏବିଏ କଲେଜ ପରିସରରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ୨ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୦ ଜିଲାରୁ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହିତ ପୁରୁଷ ଫିଜିକ୍‌ ସ୍ପୋଟର୍‌ସରେ ୨ଟି ବିଭାଗ…

ବାଙ୍କୁଆଳ ପ୍ରିମିୟର ଲିଗ୍‌: କେଶୁରା ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୯।୧ (ସୁବାସ ଚନ୍ଦ୍ର ପ୍ରଧାନ): ଜଗବନ୍ଧୁ ମେମୋରିଆଲ ବାଙ୍କୁଆଳ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଏହାର ଫାଇନାଲରେ ଯାଆଁଳା କ୍ରିକେଟ୍‌ କ୍ଲବକୁ ହରାଇ କେଶୁରା ଚାମ୍ପିୟନ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଯାଆଁଳା ୧୭.୩ ଓଭରରେ ୧୩୩…

ଦେଶ ବିକାଶରେ କ୍ରୀଡ଼ା ଅପରିହାର୍ଯ୍ୟ: ପ୍ରଧାନମନ୍ତ୍ରୀ

ଡେରାଡୁନ, ୨୯ା୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ୩୮ତମ ଜାତୀୟ କ୍ରୀଡ଼ାର ଆନୁଷ୍ଠାନିକ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ଉତ୍ତରାଖଣ୍ଡର ଧାର୍ମିକ ଐତିହ୍ୟ ଏବଂ ଜୈବବିବିଧତାକୁ ପ୍ରଦର୍ଶନ କରି ଏକ…

ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ

ରାଜକୋଟ, ୨୮।୧- ଇଂଲଣ୍ଡ ବିପକ୍ଷ ସିରିଜରେ ଚମକୁଛନ୍ତି ଚମତ୍କାର ଫର୍ମରେ ଥିବା ଭାରତ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଚକ୍ରବ୍ୟୁହରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଫସି ଯାଇଥିଲେ। ଫଳରେ…

ସିରିଜକୁ ଫେରିଲା ଇଂଲଣ୍ଡ, ଜିତିଲା ତୃତୀୟ ଟି୨୦

ରାଜକୋଟ, ୨୮।୧- ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୭୧ ରନ କରିଥିଲା। ଜବାବରେ…

ବୁମ୍‌ରାଙ୍କ ଐତିହାସିକ ସଫଳତା, ICC ଶ୍ରେଷ୍ଠ କ୍ରିକେଟର ଭାବେ…

ନୂଆଦିଲ୍ଲୀ,୨୮।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ପକ୍ଷରୁ କ୍ରିକେଟର ଅଫ ଦି ଇୟରଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ୪ ଜଣ ଖେଳାଳ ରେସ୍‌ରେ ଥିଲେ, ଯେଉଁଥିରେ ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ସହିତ ଇଂଲଣ୍ଡର ବ୍ୟାଟସମ୍ୟାନ ଜୋ ରୁଟ, ହ୍ୟାରି ବ୍ରୁକ…

ପୁଣି ବୋଲିଂ ବାଛିଲେ ସୂର୍ଯ୍ୟକୁମାର, ୧୪ ମାସ ପରେ ଫେରିଲେ ଶାମି

ରାଜକୋଟ,୨୮।୧: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି୨୦ ମଙ୍ଗଳବାର ଖେଳାଯାଉଛି। ଏଥିରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପୁଣିଥରେ ବୋଲିଂକୁ ବାଛିଛନ୍ତି। କୋଲକାତା ଏବଂ ଚେନ୍ନାଇରେ ଲଗାତାର ବିଜୟ ପରେ ଟିମ୍‌ ଇଣ୍ଡିଆ ନିକଟରେ ସିରିଜକୁ କବ୍ଜା କରିବାକୁ ବଡ଼…

କଡ଼ା ଭାଷାରେ ସମାଲୋଚନା କରୁଛନ୍ତି ସୁନୀଲ ଗାଭାସ୍କର, BCCI ନିକଟରେ ଅଭିଯୋଗ କଲେ ରୋହିତ

ମୁମ୍ବାଇ, ୨୮।୧: ବର୍ଡର-ଗାଭାସ୍କର ଟ୍ରଫି (BGT) ୨୦୨୪-୨୫ ସମୟରେ ଭାରତର ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ଏକ ଚ୍ୟାଲେଞ୍ଜିଂ ଥିଲା। ସେ ବ୍ୟାଟ୍ ଏବଂ ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଉପରେ ପ୍ରଶ୍ନ ଘେରକୁ ଆସିଥିଲେ। ପିତୃତ୍ୱ ଛୁଟି…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌: ଟିକେଟ୍‌ର ଦାମ୍‌ ରହିଛି….

ନୂଆଦିଲ୍ଲୀ,୨୮।୧: କ୍ରିକେଟ ପ୍ରେମୀଙ୍କ ପାଇଁ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ରୋମାଞ୍ଚକର ଚାମ୍ପିଅନ୍ସ ଟ୍ରଫି ୨୦୨୫। ପାକିସ୍ତାନ ଏବଂ ଦୁବାଇ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ। ଏଥିରେ ୮ଟି ଦଳ ପରସ୍ପର ବିପକ୍ଷରେ ଖେଳିବେ। ଭାରତର ପ୍ରଥମ ମ୍ୟାଚ ୨୦…

୧୩ ବର୍ଷ ପରେ ରଣଜୀକୁ ଫେରିବେ କୋହଲି

ନୂଆଦିଲ୍ଲୀ,୨୮।୧: ୧୨ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିବା ପୂର୍ବରୁ ଷ୍ଟାର ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀ ଦଳ ସହିତ ଅଭ୍ୟାସ ଆରମ୍ଭ କରିଛନ୍ତି। କିଛି ସମୟ ଧରି ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ୩୬ ବର୍ଷୀୟ…

ହୃଦୟ ଜିତିଲେ ବିରାଟ କୋହଲି: ପ୍ରଶଂସକଙ୍କୁ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୨୮।୧:ବିରାଟ କୋହଲି ପ୍ରୟତଃ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏଥର କୋହଲି ତାଙ୍କ ବ୍ୟାଟିଂରେ ନୁହେଁ ବରଂ ତାଙ୍କ ଦାନଶୀଳତାରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କୋହଲି ଆଜିକାଲି ରଣଜୀ ଟ୍ରଫିକୁ ନେଇ ଖବରରେ ଅଛନ୍ତି। କୁହାଯାଉଛି ଯେ, ଜାନୁଆରୀ ୩୦ ତାରିଖରେ ରେଳବାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri