ଖେଳ

କୋହଲିଙ୍କ ଟାର୍ଗେଟ୍‌ରେ ସଚିନଙ୍କ ଏହି ରେକର୍ଡ: ଏମିତି କଲେ ହୋଇଯିବେ ନମ୍ବର-୧

ନୂଆଦିଲ୍ଲୀ,୨୮।୧: ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ଗ୍ରୁପ ମ୍ୟାଚ୍‌ରେ ଭାରତୀୟ ଦଳର ବିଜୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବିରାଟ କୋହଲି। ସେହି ମ୍ୟାଚ୍‌ରେ ତାଙ୍କର ଦୀର୍ଘ ବର୍ଷର ଶତକୀୟ ମରୁଡ଼ି ଶେଷ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚ୍‌ରେ କୋହଲି…

ବୋଲିଂ ଆରମ୍ଭ କଲେ ଜସପ୍ରିତ ବୁମ୍‌ରା, ଚାମ୍ପିଅନ୍ସ ଟ୍ରଫି ୨୦୨୫ ସେମି-ଫାଇନାଲ୍ ଖେଳିବାକୁ…

ଦୁବାଇ,୨୮।୨: ଭାରତର ତାରକା ପେସର ଜସପ୍ରିତ ବୁମ୍‌ରା ଗୋଟିଏ ମାସରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ଏବଂ ଶେଷ ଟେଷ୍ଟ ସମୟରେ ପିଠିରେ ଆଘାତ ଲାଗିବାରୁ ସେ…

IND VS NZ: ଚାମ୍ପିଅନ୍ସ ଟ୍ରଫିର ଅଧିନାୟକ ହେବେ ଶୁବମନ ଗିଲ! ରୋହିତଙ୍କୁ ଦିଆଯିବ ବିଶ୍ରାମ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ ମ୍ୟାଚରେ ଶୁବମନ ଗିଲ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି। ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଯାହା ଯୋଗୁ ସେମିଫାଇନାଲ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ରିପୋର୍ଟ ଅନୁଯାୟୀ, ଶେଷ ଲିଗ…

IPL 2025: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁଡ୍‌ ନ୍ୟୁଜ୍‌

ନୂଆଦିଲ୍ଲୀ,୨୮।୨: ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ଜସପ୍ରିତ ବୁମ୍‌ରାଙ୍କ ବିନା ଖେଳୁଛି। ପ୍ରକୃତରେ, ଜସପ୍ରିତ ବୁମ୍‌ରାଙ୍କ ପିଠିରେ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାରେ ଅଛନ୍ତି। ଜସପ୍ରିତ ବୁମ୍‌ରାଙ୍କ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିବା ଯୋଗୁ ଭାରତୀୟ ପ୍ରଶଂସକମାନଙ୍କୁ ବଡ଼ ଝଟକା ଲାଗିଥିଲା,…

କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ…

ପାକିସ୍ତାନ ଫୁଟବଲରୁ ହଟିବ ଫିଫା ବାସନ୍ଦାଦେଶ

ଲାହୋର,୨୭ା୨: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫ୍‌ଏଫ୍‌) କଂଗ୍ରେସ ଏହାର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିଯୋଗୁ ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦାଦେଶ ହଟିବା ଲାଗି ପଥ ପରିଷ୍କାର ହୋଇଛି। ଏଫ୍‌ଏଫ୍‌ର ଜଣେ ସିନିୟର ଅଧିକାରୀ ସାକିବ ବାଲୋଚ ସ୍ପଷ୍ଟ କରିଛନ୍ତି…

ସମ୍ବଲପୁର କପ୍‌ ଫୁଟବଲ: କେରଳକୁ ହରାଇଲା କୋଲକାତା

ସମ୍ବଲପୁର,୨୭ା୨(ବି.ଶଙ୍କର): ସମ୍ବଲେଶ୍ୱରୀ ସ୍ପୋର୍ଟିଂ ଓ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଆୟୋଜିତ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ଜର୍ଜ ଟେଲିଗ୍ରାଫ କୋଲକାତା ବିଜୟୀ ହୋଇଛି । ଏହି ବିଜୟ ସହ କୋଲକାତା ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଯୋଗ୍ୟତା…

ରୋହିତଙ୍କ ଫିଟନେସ୍‌ ଉପରେ ରହିବ ନଜର, ଓପନିଂ କରିପାରନ୍ତି କେଏଲ ରାହୁଲ

ଦୁବାଇ,୨୭।୨: ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଉଭୟ ପ୍ରାରମ୍ଭିକ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଏବଂ ଦ୍ୱିତୀୟ ମ୍ୟାଚରେ ଆୟୋଜକ…

ଚାମ୍ପିଅନ୍ସ ଟ୍ରଫିର ପରାଜୟକୁ ଭୁଲିବ ନାହିଁ ପାକିସ୍ତାନ, ବାଂଲାଦେଶ-ଇଂଲଣ୍ଡ ବି ହେବେ ମାଲାମାଲ, ଜାଣନ୍ତୁ କେଉଁ ଟିମକୁ ମିଳିବ କେତେ

ନୂଆଦିଲ୍ଲୀ,୨୭।୨: ଗୁରୁବାର ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଏକ ଖରାପ ପରିସମାପ୍ତି କରିଛି, ଯେତେବେଳେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ସେମାନଙ୍କର ଶେଷ ଗ୍ରୁପ ମ୍ୟାଚ ଗୋଟିଏ ବି ବଲ ନ ପକାଇ ନ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଉଭୟ ଦଳକୁ ବିଜୟ…

ଆମଠାରୁ ଖୁବ୍‌ ଅଧିକ ଆଶା କରାଯାଉଥିଲା: ରିଜଓ୍ବାନ

ରାଓ୍ବଲପିଣ୍ଡି,୨୭ା୨: ବାଂଲାଦେଶ ଓ ଆୟୋଜକ ପାକିସ୍ତାନ ମଧ୍ୟରେ ଗୁରୁବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଲଗାଣ ବର୍ଷା ଯୋଗୁ ମ୍ୟାଚରେ ଟସ୍‌ ମଧ୍ୟ ପଡ଼ିପାରି ନ ଥିଲା। ମ୍ୟାଚ ରେଫରୀ ଧାର୍ଯ୍ୟ ସମୟଠାରୁ ଦୁଇ ଘଣ୍ଟା…

ବାରବାଟୀ ପରେ ଓ୍ବିମ୍ବଲେରେ ଲିଭିଗଲା ଲାଇଟ୍‌: ଇଂଲଣ୍ଡ-ସ୍ପେନ ମ୍ୟାଚ୍‌ ବାଧାପ୍ରାପ୍ତ

ଲଣ୍ଡନ,୨୭ା୨: କଟକର ବାରବାଟୀ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁନରାବୃତ୍ତି ଲଣ୍ଡନ ସ୍ଥିତ ଓ୍ବିମ୍ବଲେ ଷ୍ଟାଡିୟମରେ ଘଟିଛି। ବୁଧବାର ଷ୍ଟାଡିୟମରେ କରେଣ୍ଟ ଚାଲିଯିବାରୁ ଇଂଲଣ୍ଡ ଓ ସ୍ପେନ ମହିଳା ଫୁଟବଲ ଦଳ ମଧ୍ୟରେ ଖେଳାଯାଇଥିବା ନେଶନ୍ସ ଲିଗ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ୟୁରୋପିଆନ…

ସଂସଦରେ ଉଠିବ ପାକିସ୍ତାନ ପରାଜୟ ପ୍ରସଙ୍ଗ: ଖେଳାଳିଙ୍କୁ ପ୍ରଶ୍ନ କରିବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳର ଖରାପ ପ୍ରଦର୍ଶନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ରାଜନୈତିକ ପରାମର୍ଶଦାତା ରାଣା ସାନାଉଲ୍ଲା ଏହି ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?