ଖେଳ

ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍‌: ଜିଓ ଆଣିଲା ଧମାକାଦାର୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩:: ମୁକେଶ ଅମ୍ବାନୀ ପରିବାରର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫ ସିଜିନ…

ଚାମ୍ପିୟନ୍ସ ଟ୍ରଫିରେ ପିସିବିର ୮୬୯ କୋଟି ଟଙ୍କା କ୍ଷତି, ଖେଳାଳିଙ୍କ ପାଇଁ ୫ ଷ୍ଟାର ହୋଟେଲ ମନା: ରିପୋର୍ଟ

ନୂଆଦିଲ୍ଲୀ,୧୭।୩: ପାକିସ୍ତାନରେ କ୍ରିକେଟ୍ ପରିସ୍ଥିତି ପୂର୍ବରୁ ବିଶୃଙ୍ଖଳିତ ଥିଲା, ଯେତେବେଳେ କି ପୁରୁଷ ଜାତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସକାରାତ୍ମକ ଫଳାଫଳ ପାଇବା ପାଇଁ ସଂଘର୍ଷ କରୁଥିଲା। ଏବେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)…

ସେମିଫାଇନାଲ୍‌ ହାରିବା ଦୁଃଖ ଭୁଲିପାରୁନାହାନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଏହି କଥା ପାଇଁ ମୋଦିଙ୍କୁ ଦେଲେ ଧନ୍ୟବାଦ୍‌

ନୂଆଦିଲ୍ଲୀ,୧୭।୩:ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ରବିବାର ଦିନ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅର୍ଥନୈତିକ ସହଭାଗୀତା ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ଲକ୍ସନ ଗଣମାଧ୍ୟମକୁ…

Watch Video: ଛୁଟି ମନାଇ ଫେରୁଥିଲେ ରୋହିତ, ବିମାନବନ୍ଦରରେ ହଠାତ୍‌ ରାଗିଯାଇ କଲେ ଏମିତି… ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୭।୩: ଆଇପିଏଲ ୨୦୨୫ ଆରମ୍ଭ ହେବାର କିଛି ଦିନ ପୂର୍ବରୁ, ରୋହିତ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ପାପାରାଜିଙ୍କ ଉପରେ ରାଗିଥିବାର ଦେଖାଯାଉଛି। ନିକଟରେ, ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଥିଲା,…

IPL 2025 ପୂର୍ବରୁ ବଦଳିଲା ଏହି ନିୟମ: ଜାଣନ୍ତୁ ଏହା ପୂର୍ବ ସିଜିନ୍‌ଠାରୁ କ’ଣ ଭିନ୍ନ

ଇଡେନ ଗାର୍ଡେନ,୧୭।୩: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଇଡେନ ଗାର୍ଡେନରେ କେକେଆର୍‌ ଓ ଆରସିବି ମଧ୍ୟରେ ଖେଳାଯିବ। ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଆହତ ଖେଳାଳି ଲିଜାଦ ୱିଲିୟମ୍ସଙ୍କ ସ୍ଥାନରେ…

IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ବଡ଼ ଗୁମର ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଏବଂ ସମ୍ପ୍ରତି ଚାମ୍ପିଅନ୍ସ ଟ୍ରଫି ବିଜେତା ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୫ରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (MI)ର ଅଧିନାୟକ ହେବାକୁ ଯାଉଛନ୍ତି। ଚଳିତବର୍ଷ ହାର୍ଦ୍ଦିକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ…

IPLରେ ଏହି ବୋଲରଙ୍କୁ ଅଧିକ ଡରନ୍ତି କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୩: ବିରାଟ କୋହଲିଙ୍କ ନାମ କ୍ରିକେଟ ଜଗତର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଆଗରେ ସର୍ବୋତ୍ତମ ବୋଲରମାନେ ମଧ୍ୟ ଫିକା ଦେଖାଯାଆନ୍ତି, କିନ୍ତୁ ଆଇପିଏଲ ଆରମ୍ଭ ହେବା ପୂର୍ବରୁ, ସେ ପ୍ରକାଶ କରିଛନ୍ତି ଯେ ଏପର୍ଯ୍ୟନ୍ତ କେଉଁ ବୋଲରଙ୍କୁ ସେ…

୬ ବର୍ଷ ପରେ ନିଜ ଭୁଲ୍‌ ମାନିଲେ ଧୋନୀ: କହିଲେ, ଏମିତି କରିବାର ନ ଥିଲା

ନୂଆଦିଲ୍ଲୀ,୧୭।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ତାଙ୍କର ଶାନ୍ତ ସୱଭାବ ପାଇଁ ଜଣାଶୁଣା। ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ଶୈଳୀକୁ ପସନ୍ଦ କରନ୍ତି ଏବଂ ଏହି କାରଣରୁ ତାଙ୍କୁ ‘କ୍ୟାପ୍ଟେନ କୁଲ’ ମଧ୍ୟ କୁହାଯାଏ। ତଥାପି କ୍ରିକେଟ…

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର…

ଓଡ଼ିଶା ପୁଅ ଅମିତ ରୋହିଦାସ ଶ୍ରେଷ୍ଠ ଡିଫେଣ୍ଡର

ନୂଆଦିଲ୍ଲୀ, ୧୭ା୩: ହକି ଇଣ୍ଡିଆର ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଅମିତ ରୋହିଦାସ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଲାଭ କରିଛନ୍ତି। ଭାରତର ଅଧିନାୟକ ହରମନପ୍ରୀତ୍‌ ସିଂ ଓ ସିନିୟର ଗୋଲ୍‌କିପର ସବିତା ପୁନିଆ ଯଥାକ୍ରମେ ପୁରୁଷ…

ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ: ହୋଲି ଖେଳିବା ଇସଲାମରେ ଅପରାଧ

କୋଲକାତା,୧୬ା୩: ସର୍ବଭାରତୀୟ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ଭାରତୀୟ ପେସର ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ କରିଛନ୍ତି। ଶାମିଙ୍କ ଝିଅ ହୋଲି ଖେଳିବାରୁ ମୌଲାନା ରଜଭି ତାହାକୁ ଅପରାଧ ଓ ଶାରିୟା ଆଇନ ବିରୋଧରେ ବୋଲି…

ପାକିସ୍ତାନ ବିପକ୍ଷରେ ଭାରତୀୟ କ୍ରିକେଟର ପ୍ରାଧାନ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ କ୍ରିକେଟ ଫିଲ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତୀବ୍ରତା ସମ୍ପର୍କରେ ନିଜ ମତାମତ ରଖିଛନ୍ତି। ଏଥିରେ ସେ କହିଛନ୍ତି ଖେଳୁଆଡ଼ ମନୋଭାବ ବିଭିନ୍ନ ଦେଶର ଲୋକଙ୍କୁ ଏକତ୍ରିତ କରେ। ଏଥିଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?