ଖେଳ

ଇଂଲଣ୍ଡ ୨୩୭, ଅଷ୍ଟ୍ରେଲିଆ ୧୧୬/୪

ଲିଡ୍ସ, ୮।୭: ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୨୩୭ ରନକରି ଅଲ୍‌ଆଉଟ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ...

ଜାତୀୟ କ୍ୟାମ୍ପରୁ ଜେରେମିଙ୍କୁ ବାହାର କରିଦିଆଗଲା

ନୂଆଦିଲ୍ଲୀ, ୮ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଜେରେମି ଲାଲ୍‌ରିନୁଙ୍ଗା ଜାତୀୟ କ୍ୟାମ୍ପରୁ ବାହାର କରିଦିଆଯାଇଛି। ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌) ସଭାପତି ସହଦେବ ଯାଦବ ସୂଚନା ଦେଇଛନ୍ତି। ପିଠିରେ ଆଘାତପ୍ରାପ୍ତ ଏହି ଭାରୋତ୍ତୋଳକ ରିହାବିଲିଟେଶନ ପାଇଁ ଆମେରିକା ଯିବା ପାଇଁ...

ରୋଭର୍ସ ଆଥ୍‌ଲେଟିକ କ୍ଲବ ବିଜୟୀ

କଟକ,୮।୭,(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ରୋଭର୍ସ ଆଥଲେଟିକ କ୍ଲବ ବିଜୟୀ ହୋଇଛି। ରୋଭର୍ସ ୩-୧ ଗୋଲରେ ଗତ ସଂସ୍କରଣର ରନରଅପ ବିଡାନାସୀ କ୍ଲବକୁ ପରାସ୍ତ କରିଛି। ବିଡାନାସୀ ପକ୍ଷରୁ ୩୬ତମ...

ଅବସରରୁ ଓହରିଲେ ତାମିମ୍‌ ଇକ୍‌ବାଲ

ଚଟ୍ଟୋଗ୍ରାମ୍‌ (ବାଂଲାଦେଶ), ୮ା୭ (ପି.ଟି.): ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପଦେଶ କ୍ରମେ ଅବସରରୁ ଓହରିଯାଇଛନ୍ତି ବାଂଲାଦେଶର ଷ୍ଟାର କ୍ରିକେଟର ତାମିମ ଇକବାଲ। ୩୪ ବର୍ଷୀୟ ତାମିମ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜରେ ଦଳର ନେତୃତ୍ୱ...

ଝାଡ଼ଖଣ୍ଡକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ

ରାଉରକେଲା,୮ା୭,(ଦିନେଶ ମିଶ୍ର): ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌୍‌ ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ହକି ମଧ୍ୟପ୍ରଦେଶ ଦଳ ୧-୦ ଗୋଲ୍‌ରେ ହକି ଝାଡ଼ଖଣ୍ଡକୁ ପରାସ୍ତ...

ପୂଜାରାଙ୍କ ଶତକ: ଫାଇନାଲ ଦ୍ୱାରରେ ପଶ୍ଚିମାଞ୍ଚଳ

ଅଲୁର, ୮।୭: ଚେତେଶ୍ୱର ପୂଜାରାଙ୍କ ଶତକ ସହାୟତାରେ ପଶ୍ଚିମାଞ୍ଚଳ ଚଳିତ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ଦ୍ୱାରରେ ପହଞ୍ଚତ୍ ଯାଇଛି। କେନ୍ଦ୍ରାଞ୍ଚଳ ବିପକ୍ଷ ପ୍ରଥମ ସେମିଫାଇନାଲର ଶୁକ୍ରବାର ତୃତୀୟ ଦିବସ ଶେଷ ବେଳକୁ ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ୯ ଉଇକେଟ...

ବିଜୟ ପଥରେ ଦକ୍ଷିଣାଞ୍ଚଳ

ବେଙ୍ଗାଲୁରୁ, ୮।୭: ଏଠାରେ ଚାଲିଥିବା ଉତ୍ତରାଞ୍ଚଳ ବିପକ୍ଷ ଦୁଲିପ ଟ୍ରଫି ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବିଜୟ ପଥରେ ଅଗ୍ରସର ହୋଇଛି। ପ୍ରଥମ ଇନିଂସରେ ଉତ୍ତରାଞ୍ଚଳ ୧୯୮ ଓ ଦକ୍ଷିଣାଞ୍ଚଳ ୧୯୫ ରନ କରିଥିଲା। ଉତ୍ତରାଞ୍ଚଳ ଦ୍ୱିତୀୟ ଇନିଂସରେ ୨୧୧ ରନରେ ଅଲ୍‌ଆଉଟ...

କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ସେନ୍‌

କାଲଗାରି,୭ା୭: ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର  ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ ଖେଳାଳି ଜାପାନ ନାତସୁକି ନିଦାଇରାଙ୍କଠାରୁ ଓ୍ବାକଓଭର ପାଇ...

ଧୋନୀଙ୍କ ଲାଗି ବିସିସିଆଇକୁ ଭାଙ୍ଗିବାକୁ ପଡ଼ିଥିଲା ଏହି ନିୟମ

ନୂଆଦିଲ୍ଲୀ,୭।୭: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ କ୍ରିକେଟ ଇତିହାସର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଧୋନୀ ଜଣେ। ତାଙ୍କ ନେତୃତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିଥିଲା। ସେ...

‘ଅବସର ନେବା ହଠାତ ନିଷ୍ପତ୍ତି ନ ଥିଲା’

ଚଟ୍ଟଗ୍ରାମ(ବାଂଲାଦେଶ),୭ା୭: ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ ଇକ୍‌ବାଲ ଗୁରୁବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ବାଂଲାଦେଶକୁ ୨୦୨୩ ବିଶ୍ୱକପ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟକା ଦେଇଛି। ଆଫଗାନିସ୍ତାନ ସହ ଦିନିକିଆ...

ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପନ୍ତ, ଖାସ୍‌ ଅନ୍ଦାଜରେ ମନାଇଲେ ମାହିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୭।୭: ଷ୍ଟାର ଇଣ୍ଡିଆନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ତମ ଜନ୍ମଦିନ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି। ଧୋନିଙ୍କଠାରୁ ଦୂରରେ ରହି ପନ୍ତ ତାଙ୍କ ଜନ୍ମଦିନ ପାଳନ କରି ପ୍ରଶଂସକଙ୍କ ହୃଦୟ...

କାରିବିୟାନ୍‌ ଟୁର୍‌

ଭାରତୀୟ କ୍ରିକେଟ ଦଳର କାରିବିୟାନ୍‌ ଟୁର୍‌ ଆରମ୍ଭ ହୋଇଯାଇଛି। ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ। ଏହି ଟୁର୍‌ ପାଇଁ ପୂର୍ବରୁ ଭାରତୀୟ ଟେଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri