ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି
ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି…
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ କମଲେଶ
ଭୁବନେଶ୍ୱର,୧୪ା୩: ଅର୍ଜୁନ ପୁରସ୍କାର ବିଜେତା ଓ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କମଲେଶ ମେହେତା ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମେହେତା ଓଡ଼ିଶାର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର…
IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ
ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍ IPL ୨୦୨୫ରେ ମୋଟ ପାଞ୍ଚଟି ଦଳ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବେ। ଏବେ ସମସ୍ତ…
ଡୋମେନିକାଲିଙ୍କ ପୁଣି ୫ ବର୍ଷ ବଢ଼ିଲା କାର୍ଯ୍ୟକାଳ
ଓ୍ବାଶିଂଟନ,୧୪ା୩: ଷ୍ଟିଫାନୋ ଡୋମେନିକାଲି ଆଉ ୫ବର୍ଷ ପାଇଁ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ୍ ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ରହିବା ଲାଗି ରାଜି ହୋଇଛନ୍ତି। ଗ୍ଲୋବାଲ ରେସିଂ ସିରିଜ ତଥା ଓନରଶିପ୍ ଗ୍ରୁପ୍ ଲିବର୍ଟି ମେଡିଆ ପକ୍ଷରୁ ଏହା…
‘ସବୁ କ୍ରେଡିଟ୍ ଭାରତକୁ ଯାଉଛି…’, ମିଚେଲ ଷ୍ଟାର୍କଙ୍କ ପରେ ଗ୍ଲେନ ମ୍ୟାକଗ୍ରା ଟିମ ଇଣ୍ଡିଆକୁ କଲେ ପ୍ରଶଂସା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୩: ନିକଟରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। କିନ୍ତୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଜୟ ଉପରେ ଲଗାତାର ପ୍ରଶ୍ନ ଉଠାଯାଉଛି। ବିଶେଷକରି, ପାକିସ୍ତାନ ଏବଂ ଇଂଲଣ୍ଡର ପୂର୍ବତନ କ୍ରିକେଟରମାନେ ଅଭିଯୋଗ କରିଥିଲେ…
ରୋହିତଙ୍କ ନେଇ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ପ୍ରଶଂସକ
ନୂଆଦିଲ୍ଲୀ,୧୪।୩: ନିକଟରେ, ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହା ପରେ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ ଯେ ସେ ODI ଫର୍ମାଟରେ ଖେଳିବା ଜାରି ରଖିବେ। ବର୍ତ୍ତମାନ ପାଇଁ, ଏହି ଫର୍ମାଟକୁ ବିଦାୟ…
IPL 2025: ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ
ମୁମ୍ବାଇ,୧୪ା୩: ଆଇପିଏଲ ୨୦୨୫ ପାଇଁ ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅଧିନାୟକ ନିଯୁକ୍ତ କରାଯାଇଛି। ସେ ୨୦୧୯ ମସିହାରୁ ଦିଲ୍ଲୀ ସହିତ ଅଛନ୍ତି ଏବଂ ଗତ ନଭେମ୍ବରରେ ମେଗା ନିଲାମ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ସେମାନଙ୍କର ସର୍ବାଧିକ ରିଟେନ୍ସନ୍ ଥିଲେ।…
IPL 2025: ଇତିହାସ ରଚିବେ ବିରାଟ କୋହଲି, ୧୮ତମ ସିଜନରେ କରିବେ ଏସବୁ ରେକର୍ଡ
ନୂଆଦିଲ୍ଲୀ,୧୪।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରେ, ଏବେ ଭାରତୀୟ ପ୍ରଶଂସକମାନେ IPL ୨୦୨୫ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଇପିଏଲର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ ହେବ। ଲିଗର ଶେଷ ମ୍ୟାଚ ୨୫ ମେ’ରେ କୋଲକାତାର ଇଡେନ ଗାର୍ଡେନରେ…
WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ
ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନର ଟାର୍ଗେଟର ଜବାବରେ ଗୁଜରାଟ ୧୯.୨ ଓଭରରେ…
ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ
ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ ରୋହିତ ସର୍ବକାଳୀନ ମହାନ୍ ଦିନିକିଆ ଅଧିନାୟକ ହୋଇପାରନ୍ତି ବୋଲି ସେ କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି…
ନ୍ୟାଶ୍ନାଲ ଟି୨୦ ଚାମ୍ପିୟନଶିପ୍ରୁ ଓହରିଲେ ବାବର
କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବର ଓ ଫାଷ୍ଟ ବୋଲର ନସିମ ଶାହ କାର୍ଯ୍ୟବୋଝ ଓ ଆଗାମୀ…
IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul
ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ ୪୬୮୩ ରନର ଅଭିଜ୍ଞତା ସାଙ୍ଗରେ ଆଣିଥିବା ଏହି ଖେଳାଳି ମେଗା ନିଲାମରେ ଫ୍ରାଞ୍ଚାଇଜ ଦ୍ୱାରା…

