ଖେଳ

ଭାରତର ପ୍ରଥମ ଟେଷ୍ଟ ବିଜୟ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯାଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସରେ ୧୪୧ ରନ କରି ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ପୁରା ଦଳର ବହୁତ ଅବଦାନ ଥିଲା।...

ତୁର୍‌ ଟାଇଟଲ ବଜାୟ ରଖିଲେ, ପାରୁଲଙ୍କୁ ସ୍ବର୍ଣ୍ଣ

ବ୍ୟାଙ୍କକ୍‌, ୧୫।୭ (ପି.ଟି.): ଏଠାରେ ଚାଲିଥିବା ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ତାଜିନ୍ଦରପାଲ ସିଂ ତୁର୍‌ ନିଜ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଛନ୍ତି। ସେହିପରି ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପାରୁଲ ଚୌଧାରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...

ସିନ୍ଧୁ, ସେନ୍‌ କ୍ୱାର୍ଟରରେ

କାଉନ୍‌ସିଲ ବ୍ଲଫ୍ସ (ୟୁଏସ୍‌), ୧୫ା୭ (ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସିଧାସଳଖ ଗେମ୍‌ରେ ବିଜୟ ହାସଲ କରି ଏଠାରେ ଚାଲିଥିବା ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ...

ଦକ୍ଷିଣ ଆଫ୍ରିକା ଯିବ ଭାରତ

ନୂଆଦିଲ୍ଲୀ, ୧୫ା୭ (ପି.ଟି.): ଭାରତର ପରବର୍ତ୍ତୀ ଦକ୍ଷିଣ ଆଫ୍ରିକା ଟୁର୍‌ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସହ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏହାପରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ...

ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି ଗିରଫ

ଲସ୍‌ଏଞ୍ଜେଲ୍ସ,୧୫ା୭(ଏପି): ଅପ୍ରତିଦ୍ୱନ୍ଦ୍ୱୀ ଲାଇଟ୍‌ଓ୍ବେଟ୍‌ ଚାମ୍ପିୟନ ଡେଭିନ୍‌ ହେନି ଲସ୍‌ଏଞ୍ଜେଲ୍ସରେ ଗିରଫ ହୋଇଛନ୍ତି। ସେ ତାଙ୍କ କାର୍‌ରେ ବେଆଇନ ଅସ୍ତ୍ର ଲୁଚାଇକରି ରଖିଥିଲେ। ୨୪ ବର୍ଷୀୟ ହେନି କିନ୍ତୁ ପରେ ୩୫,୦୦୦ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ଅଗଷ୍ଟ ୩ରେ ମ୍ୟୁନିସିପାଲ୍‌...

ଭାରତ ୮ଉଇକେଟରେ ବିଜୟୀ

କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ...

ସଚିନଙ୍କ ନୂଆ ଏସିଆନ ରେକର୍ଡ

ନୂଆଦିଲ୍ଲୀ, ୧୫।୭: ପ୍ୟାରିସରେ ଚାଲିଥିବା ପାରା ଆଥ୍‌ଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ୍‌ର ପୁରୁଷ ଶଟ୍‌ପୁଟ୍‌ ଏଫ୍‌୪୬ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସଚିନ ସର୍ଜେରାଓ ଖିଲାରି। ଶୁକ୍ରବାର ୧୬.୨୧ ମିଟର ଦୂରକୁ ଥ୍ରୋ କରି ସେ ନୂଆ ଏସିଆନ ରେକର୍ଡର...

ଫାଇନାଲରେ ଜୋକୋଭିଚ୍‌

ଲଣ୍ଡନ, ୧୫।୭: ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୨ ନମ୍ବର ଖେଳାଳି ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୮ମ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୬-୩,...

କ୍ୱାର୍ଟରଫାଇନାଲ ସିନ୍ଧୁ, ସେନ୍‌

ନୂଆଦିଲ୍ଲୀ,୧୪ା୭: ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍‌ ବିଜୟ ହାସଲ କରି ମହିଳା ଓ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ କୋରିଆର...

ଗିରଫ ହେଲେ ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି

ଲସ୍‌ଆଞ୍ଜେଲ୍ସ,୧୪ା୭: ବକ୍ସିଂ ଚାମ୍ପିୟନ ଡେଭିନ୍‌ ହେନି ଲସ୍‌ଆଞ୍ଜେଲ୍ସରେ ଗିରଫ ହୋଇଛନ୍ତି। କିନ୍ତୁ ପରେ ୩୫,୦୦୦ ଡଲାରରେ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ସେ ତାଙ୍କ କାରରେ ବେଆଇନ ଅସ୍ତ୍ର ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୩ରେ କୋର୍ଟରେ ଏହି...

ଟି୨୦ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…

ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ ଜାତୀୟ ଟିମ୍‌ ସହ ଚୁକ୍ତି ଭାଙ୍ଗି ମୋଟା ପାଉଣା ପାଇବାକୁ ବିଦେଶୀ ଲିଗ୍‌ରେ...

ସାହସୀ ବକ୍ସର

୧୯୬୦ ରୋମ୍‌ ଅଲିମ୍ପିକ୍ସରେ ବକ୍ସିଂ ଚାମ୍ପିୟନ ହେବା ପରେ ମହମ୍ମଦ ଅଲୀ ଓରଫ୍‌ କ୍ୟାସିୟସ୍‌ କ୍ଲେ ପେସାଦାର ବକ୍ସିଂରେ ନିଜ ବିଜୟଯାତ୍ରା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ସେ ଜଣେ ଅଗ୍ରଣୀ ପେସାଦାର ବକ୍ସର ଭାବେ ସମଗ୍ର ବିଶ୍ୱରେ ପରିଚିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri