ଖେଳ

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ଟିମ ଇଣ୍ଡିଆର ଖେଳାଳି ବରୁଣ ଆରୋନ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ମାତ୍ର 35 ବର୍ଷ ବୟସରେ ଅବସର ନେଇଛନ୍ତି। ବରୁଣ ଭାରତ ପାଇଁ 9ଟି ଦିନିକିଆ ଏବଂ 9ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ଘାତକ ବୋଲିଂ…

ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ବିରୁଷ୍କା: ମାଗିଲେ ୨ ଜିନିଷ

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ କିଛି ବିଶେଷ ନ ଥିଲା। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତ ଫେରିବା ପରେ, ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ…

ଲାଇଭ୍‌ ମ୍ୟାଚ୍‌ରେ ଘଟିଲା ଭୟଙ୍କର ଘଟଣା: ବଲ୍‌ ବାଜିବାରୁ…ଦେଖନ୍ତୁ ଭିଡିଓ

ମେଲବୋର୍ନ,୧୦।୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ଏସ୍‌ଜି)ରେ ବିଗ ବାସ ଲିଗ (ବିଗ୍‌ବାସ୍‌ ୨୦୨୪-୨୫)ର ଏକ ରୋମାଞ୍ଚକର ମ୍ୟାଚ ସମୟରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଥିଲା। ଏହି ଘଟଣା ସିଡନୀ ସିକ୍ସର୍ସ ଏବଂ ମେଲବୋର୍ନ ଷ୍ଟାର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଘଟିଥିଲା।…

‘ମୋତେ ବିଷ ଦିଆଯାଇଥିଲା…,’ ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି ଟେନିସ ତାରକାଙ୍କ ଚମକାଇବା ଭଳି ବୟାନ

ମେଲବର୍ନ,୧୦।୧: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା। ସେ ସେତେବେଳେ ମେଲବର୍ନରେ ଥିଲେ। ୨୦୨୨ ଅଷ୍ଟ୍ରେଲିଆ ଓପନ ସମୟରେ ମେଲବର୍ନରେ ତାଙ୍କ ସହିତ ସମାନ ଘଟଣା ଘଟିଥିଲା। ସେ…

ଜାଣିଶୁଣି ଯୁବରାଜଙ୍କ କ୍ୟାରିୟର ଖରାପ କରିଥିଲେ କୋହଲି: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି, ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଥପ୍ପା ଦାବି କରିଛନ୍ତି, ବିରାଟ କୋହଲି ଯୁବରାଜ ସିଂହଙ୍କ ଅଧିନାୟକତ୍ୱ ସମୟରେ ତାଙ୍କ ଅନ୍ତର୍ଜାତୀୟ…

ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି ଦମ୍ପତିଙ୍କ ଅଲଗା ହେବାର ଖବର ଆସୁଛି। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି।…

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍‌ରେ ଅହମଦାବାଦକୁ ଆୟୋଜକ ସହର…

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ ଭାରତର ପୂର୍ବ କ୍ରିକେଟର ମନୋଜ ତିଓ୍ବାରୀ କଡ଼ା ସମାଲୋଚନା କରିଛନ୍ତି। ସେ ଟିମ୍‌ର…

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା ନାମ କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜସପ୍ରିତ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି…

କୋହଲି ଆଉଟ୍‌ ହୋଇଗଲେ ମୁଁ ଖାଏନାହିଁ…ଏମିତି କହି ଫସିଲେ ନାନା ପାଟେକର

ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ। ପ୍ରସିଦ୍ଧ ବଲିଉଡ ଅଭିନେତା ନାନା ପାଟେକର ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ଏକ ବୟାନ ଦେଇ…

କୋହଲି ଅବସର ନେଲେ ଭୁଶୁଡି ପଡ଼ିବ ଟିମ୍‌ ଇଣ୍ଡିଆ: ଚାଞ୍ଚଲ୍ୟକର ଖୁଲାସା କଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ବିରାଟ କୋହଲି ଭାରତୀୟ ଦଳରୁ ବାଦ୍‌ ପଡ଼ିବେ, ସେ ଅବସର ନେବେ ଏବଂ ହୁଏତ କ୍ରିକେଟରୁ ଏକ ଛୋଟ ବିରତି ନେବେ। ଆଜିକାଲି ବିରାଟଙ୍କ କ୍ରିକେଟ କ୍ୟାରିୟରକୁ ନେଇ ସମାନ ଅନୁମାନ କରାଯାଉଛି। କିନ୍ତୁ ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ…

ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟ ବିଚ୍ଛେଦ ହୋଇଛି। ଏବେ ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri