ଖେଳ

ବ୍ୟବହାର ହେବନାହିଁ ଡିଆର୍‌ଏସ୍‌ ଟେକ୍‌ନୋଲୋଜି, ଜାଣନ୍ତୁ କ’ଣ ପାଇଁ…

ଲାହୋର,୨୭ା୫: ବାଂଲାଦେଶ ବିପକ୍ଷରେ ହେବାକୁ ଯାଉଥିବା ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ରେ ଡିଆର୍‌ଏସ୍‌ ଟେକ୍‌ନୋଲୋଜି ବ୍ୟବହାର ନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆରମ୍ଭ ହେଉଥିବା ସିରିଜ୍‌ରେ ପ୍ରଶଂସକ ଓ ପ୍ରାୟୋଜକଙ୍କ ମଧ୍ୟରେ ଇଚ୍ଛାର ଅଭାବ ଥିବାରୁ…

ଆଇପିଏଲ୍‌ ଫାଇନାଲରେ ଯୋଗଦେବାକୁ ୩ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୭ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଯାପନୀ ଉତ୍ସବ ଜୁନ ୩ରେ ଅହମଦାବାଦରେ ହେବ। ଏଥିରେ ଯୋଗଦାନ କରିବା ଲାଗି ଦେଶର ୩ ସେନାମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ନିକଟରେ ଅପରେଶନ ସିନ୍ଦୂରରେ ବୀରତ୍ୱର ପରାକାଷ୍ଠା ଦେଖାଇଥିବାରୁ…

ରୋହିତ-କୋହଲିଙ୍କ ପରେ ହଠାତ୍‌ ଅବସର ଘୋଷଣା କଲେ ଆଉ ଜଣେ ଭାରତୀୟ କ୍ରିକେଟର୍‌: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଦଳ ଆଇପିଏଲ ୨୦୨୫ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯାତ୍ରା କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଗସ୍ତ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟରୁ…

IPL Closing Ceremonyରେ ପାଳନ କରାଯିବ ଅପରେଶନ ସିନ୍ଦୂରର ବିଜୟ ଉତ୍ସବ, BCCIର ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୭।୫: ‘ଅପରେଶନ ସିନ୍ଦୂର’ ମେ ୭ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହାର ଲକ୍ଷ୍ୟ ଥିଲା ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା। ଏହି ଆକ୍ରମଣ ସେହି ଆତଙ୍କବାଦୀମାନଙ୍କ ଉପରେ କରାଯାଇଥିଲା ଯେଉଁମାନେ ଜୈଶ-ଏ-ମହମ୍ମଦ,…

‘କ୍ୟାପଟେନ କୁଲ’ଙ୍କ ଏମିତି ରାଗ ଆଗରୁ କେହି କେବେ ଦେଖି ନ ଥିବେ, ଭିଡିଓ ହେଉଛି ଭାଇରାଲ, ହେଲେ କାହିଁକି…

ନୂଆଦିଲ୍ଲୀ,୨୭।୫: ଚେନ୍ନାଇ ସୁପର କିଙ୍ଗ୍ସର IPL ୨୦୨୫ର ଯାତ୍ରା ଶେଷ ହୋଇଛି, IPL ୨୦୨୫ ସେମାନଙ୍କ ପାଇଁ ସବୁଠାରୁ ଖରାପ ସିଜନ ଥିଲା। ଲିଗ ପର୍ଯ୍ୟାୟରେ ଖେଳାଯାଇଥିବା ୧୪ଟି ମ୍ୟାଚ ମଧ୍ୟରୁ ସିଏସକେ ୧୦ଟିରେ ପରାସ୍ତ ହୋଇଥିଲା, ଦଳଟି ଆଇପିଏଲ ପ୍ଲେଅଫ…

ମୁମ୍ବାଇକୁ ହରାଇ ପଞ୍ଜାବ ଶୀର୍ଷରେ

ଜୟପୁର,୨୬ା୫: ପ୍ରିୟାଂଶ ଆର୍ଯ୍ୟ ଓ ଜୋଶ ଇଙ୍ଗଲିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୭ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି।…

ଟି୨୦ ବିଶ୍ୱକପ୍‌ରେ ଦଳକୁ ଫେରିବାକୁ ଲୋକେଶ ରାହୁଲ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬ା୫: ୨୦୨୬ରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଫେରିବାକୁ ସିନିୟର ବ୍ୟାଟର ଲୋକେଶ ରାହୁଲ ଲକ୍ଷ୍ୟ ରଖିଛନ୍ତି। ଏହି ଫର୍ମାଟରୁ ଦୂରେଇ ରହିବା ଯୋଗୁ ତାଙ୍କୁ ହ୍ବାଇଟ-ବଲ ଗେମ୍‌ ଉପରେ କାମ କରିବାକୁ ସମୟ ମିଳିଥିଲା…

ଶୁବମନ ଗିଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର

ନୂଆଦିଲ୍ଲୀ,୨୬।୫: ବହୁତ ଦିନ ଧରି ଏକ ଧାରଣା ଥିଲା ଯେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ପାଇଁ ଭଲ ଇଂରାଜୀ କହିବା ଏକ ଆବଶ୍ୟକୀୟ ଯୋଗ୍ୟତା। ଯଦିଓ ଜଣେ ଖେଳାଳିଙ୍କର କ୍ରିକେଟ ବିଷୟରେ ଗଭୀର ବୁଝାମଣା ଥିଲା କିମ୍ବା ସେ…

ବିରାଟ କୋହଲିଙ୍କୁ ଏମିତି କ’ଣ ଦେଖାଇଲେ ଜାହିର ଖାନ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି

ନୂଆଦିଲ୍ଲୀ,୨୬।୫: IPL ୨୦୨୫ର ପ୍ଲେଅଫରେ ପହଞ୍ଚିଥିବା RCB, ୨୭ମେ’ରେ ତା’ର ଶେଷ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ଭେଟିବ। ଏହି ମ୍ୟାଚ ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଅଛି। ଏହି ମ୍ୟାଚ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।…

ଆଇପିଏଲ୍ ୨୦୨୬ ଖେଳିବେ କି ଧୋନି ? ଦେଲେ ବଡ ବୟାନ

ଅହମଦାବାଦ, ୨୫ା୫: ଅହମଦାବାଦରେ ଆଇପିଏଲ୍ ୨୦୨୫ର ଶେଷ ଲିଗ୍ ମ୍ୟାଚ ପରେ, ହଜାର ହଜାର ସିଏସକେ ପ୍ରଶଂସକ ଷ୍ଟାଡିୟମରେ ରହି ଯାଇଥିଲେ, ସେମାନେ ଏକ ମୁହୂର୍ତ୍ତକୁ ଛାଡ଼ିବାକୁ ଚାହୁଁ ନଥିଲେ। ସମସ୍ତଙ୍କ ନଜର ଥିଲା ଏମଏସ ଧୋନୀଙ୍କ ଉପରେ। ହର୍ଷ ଭୋଗଲେ,…

IPL 2025: ଶେଷ ମ୍ୟାଚରେ ବଡ଼ ବିଜୟ ସହିତ ବିଦାୟ ନେଲା ଚେନ୍ନାଇ, ଆଗାମୀ ସିଜିନରେ ଦୃଢ଼ ପ୍ରତ୍ୟାବର୍ତ୍ତନର ଆଶା

ଅହମଦାବାଦ,୨୫ା୫: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଇପିଏଲ୍ ୨୦୨୫ ଅଭିଯାନକୁ ଏକ ଜୋରଦାର ବିଜୟ ସହିତ ଶେଷ କରିଛି। ଗୁଜରାଟ ଟାଇଟାନ୍ସ (GT)କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୮୩ ରନରେ ପରାସ୍ତ କରି। ଏହି ଜୋରଦାର ବିଜୟ ସତ୍ତ୍ୱେ, ୫…

ଶେଷ ଥର ପାଇଁ ଖେଳିବେ ଧୋନୀ, ମେ’ ୨୫ରେ IPL କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ!  

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ହେଲେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ, ତାଙ୍କୁ ଅନେକ ଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri