ଖେଳ

‘୩ ବର୍ଷ ବିତିଲାଣି, ଏବେ ବି ଅପେକ୍ଷା…’, ଅଭିମନ୍ୟୁ ଈଶ୍ୱରନଙ୍କୁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ପରେ କ୍ଷୋବ ପ୍ରକାଶ କଲେ ତାଙ୍କ ବାପା

ନୂଆଦିଲ୍ଲୀ,୩୧ା୭: ଭାରତୀୟ କ୍ରିକେଟ ଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଇଂଲଣ୍ଡ ବିପକ୍ଷେ ଚାଲିଥିବା ପଞ୍ଚମ ଟେଷ୍ଟର ପ୍ଲେଇଂ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ତାଙ୍କ ପିତା ରଙ୍ଗନାଥନ ଈଶ୍ୱରନ ଦଳ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ଡିସେମ୍ବରରେ ବାଂଲାଦେଶ ଗସ୍ତ…

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଅଧିନାୟକ ଗିଲ୍‌

ଲଣ୍ଡନ,୩୧ା୭: ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦି ଓଭାଲଠାରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ…

ଲଗାତର ୫ ଥର ଟସ୍‌ ହାରିଲେ ଅଧିନାୟକ ଗିଲ୍‌, ଜାଣନ୍ତୁ ଏଭଳି ଟସ୍‌ ହାରିବାରେ କାହାର ରହିଛି ନାଁ…

ଲଣ୍ଡନ,୩୧ା୭: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍‌ ଗୁରୁବାର ଦି ଓଭାଲଠାରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍‌ ହାରିଛନ୍ତି। ଚଳିତ ଟେଷ୍ଟ ସିରିଜ୍‌ରେ ସେ ପଞ୍ଚମ ଥର ପାଇଁ ଟସ୍‌ ହାରିଛନ୍ତି। ଏଥିସହିତ ସେ ଭାରତୀୟ କ୍ରିକେଟ୍‌ ଇତିହାସରେ…

ଟିମ୍‌ ଇଣ୍ଡିଆର ଉପଅଧିନାୟକ ନାଁ ଘୋଷଣା: ଏହି ଖେଳାଳିଙ୍କ ଚମକିଲା ଭାଗ୍ୟ

ଓଭାଲ,୩୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଟିମ୍‌ରେ ୪ ବଡ଼ ପରିବର୍ତ୍ତନ

ଓଭାଲ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଯାଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଞ୍ଚମ ମ୍ୟାଚରେ ଭାରତ ଚାରୋଟି ପରିବର୍ତ୍ତନ ନେଇ ଆସିଛି। ଅଧିନାୟକ ଶୁବମନ ଗିଲ କହିଛନ୍ତି, ରିଷଭ…

ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ: ବେନ୍‌ ଷ୍ଟୋକ୍ସ ବାଦ୍‌, ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ, ଏହି ଖେଳାଳି ନେବେ ନେତୃତ୍ୱ

ଲଣ୍ଡନ,୩୦।୭: ଭାରତ ବିପକ୍ଷ ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କାନ୍ଧରେ ଗୁରୁତର ଆଘାତ ହେତୁ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡ ଓ…

OMG! ଗୋଟିଏ ଓଭରରେ ୧୮ ବଲ, ଶେଷକୁ ବାକି ରହିଗଲା ୬ ବଲ, ଲଜ୍ଜାର ସବୁ ସୀମା ପାର କଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୩୦।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ (WCL ୨୦୨୫)ର ୧୪ତମ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ଏକପାଖିଆ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। କଙ୍ଗାରୁ ଦଳ ମ୍ୟାଚରେ ପରାଜୟ ଅପେକ୍ଷା ଏହାର ଜଣେ ବୋଲରଙ୍କ ପାଇଁ ଅଧିକ…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଅଭିଷେକ ଶର୍ମା: ଟ୍ରାଭିସ ହେଡଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୩୦।୭: ଟିମ ଇଣ୍ଡିଆର ଓପନର ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ଟି-୨୦ ବ୍ୟାଟସମ୍ୟାନ ହୋଇଛନ୍ତି। ICC ରାଙ୍କିଙ୍ଗରେ, ଅଭିଷେକ ଶର୍ମା ଟ୍ରାଭିସ ହେଡଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ରାଭିସ ହେଡ ବହୁତ ଦିନ ଧରି ନମ୍ବର ୧ ରାଙ୍କିଙ୍ଗରେ ଥିଲେ,…

ଭାରତର ବିଜୟ ପରେ ପୁଅ ସହ ଏମିତି ସେଲିବ୍ରେଟ କଲେ ୟୁସୁଫ ପଠାନ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୭: ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆନ ଚାମ୍ପିଅନ୍ସ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସକୁ ପରାସ୍ତ କରିଥିଲେ। ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଦଳ ୪୦ ବଲ ବାକି ଥାଇ ୫ ୱିକେଟରେ ମ୍ୟାଚ ଜିତିଥିଲା। ୟୁସୁଫ ପଠାନ ଦଳ ପାଇଁ ବିଜୟୀ ରନ ସଂଗ୍ରହ କରିଥିଲେ।…

କେକେଆର୍‌ଠାରୁ ଅଲଗା ହେଲେ ମୁଖ୍ୟ କୋଚ୍‌: ଜାଣନ୍ତୁ ଏହାର କାରଣ…

କୋଲକାତା,୨୯ା୭: ଚଳିତବର୍ଷ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦଳର ମୁଖ୍ୟ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ଡିତ ମଙ୍ଗଳବାର ଅଲଗା ହୋଇଛନ୍ତି। ଏ ନେଇ କେକେଆର୍‌ ପକ୍ଷରୁ ଘୋଷଣା କରାଯାଇଛି। ଚନ୍ଦ୍ରକାନ୍ତ ଗତ ଦୁଇ ବର୍ଷ ଧରି…

ଓଭାଲ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ: ନେଟ୍ସରେ ଝାଳ ବୁହାଇଲେ ଖେଳାଳି

ଲଣ୍ଡନ,୨୯ା୭: ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆସନ୍ତା ଗୁରୁବାର ଖେଳାଯିବ। ଏଥିଲାଗି ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାର ଦି ଓଭାଲ ଗ୍ରାଉଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନ ପ୍ରଥମ…

ଭୟଙ୍କର ଆକ୍ସିଡେଣ୍ଟ ପରେ କାହିଁକି ନିୟମିତ ଖେଚୁଡ଼ି ଖାଉଥିଲେ ପନ୍ତ,ଡାକ୍ତର କହିଲେ…

ନୂଆଦିଲ୍ଲୀ,୨୯।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଆଘାତ ଯୋଗୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ପନ୍ତଙ୍କୁ ଆଘାତ ଲାଗିଥିଲା, ଯାହା ପରେ ଜଣାପଡିଥିଲା ଯେ ତାଙ୍କ ପଞ୍ଝାର ଫ୍ରାକ୍ଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?