ଖେଳ

‘ଏଭଳି ଭୁଲ ବରଦାସ୍ତ କରାଯିବନି’… ରାଗରେ ଚିହିଁକି ଉଠିଲେ ପଞ୍ଜାବ ମାଲିକାଣୀ

ନୂଆଦିଲ୍ଲୀ,୨୫।୫: ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ। ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ…

ବିଶ୍ୱକପ୍‌ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।…

ଶେଷ ହେଲା ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର? ରୋହିତ- ବିରାଟଙ୍କ ପରେ ଶିକାର ହେଲେ ଆଉ ଜଣେ

ନୂଆଦିଲ୍ଲୀ,୨୪।୫: ୨୦୨୫ ମସିହାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳକୁ ଚୟନ କରାଯାଇଛି। ଯୁବ ଷ୍ଟାର ଓପନର ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର କମାଣ୍ଡ ଦିଆଯାଇଛି। ଯେତେବେଳେ, ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୫: ଟିମ ଇଣ୍ଡିଆକୁ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ୨୦୨୫୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ରର ଅଂଶ ହେବ। ଏହି ଗସ୍ତ ପାଇଁ…

ଟେଷ୍ଟ ଅଧିନାୟକ ନାଁ ଘୋଷଣା କଲା ବିସିସିଆଇ: ରୋହିତଙ୍କ ସ୍ଥାନ ନେଲେ ଗିଲ୍‌

ନୂଆଦିଲ୍ଲୀ,୨୪।୫: ବିସିସିଆଇ ଟିମ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିଛି। ମେ ୨୪ ତାରିଖରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଥିଲେ। ଯୁବ ତାରକା ଶୁଭମନ ଗିଲ ଏବେ…

ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…

ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍‌ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ରଜତ ପାଟିିଦାରଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଅଧିନାୟକ କରାଯାଇଛି।…

ହକି ଇଣ୍ଡିଆ ମାଷ୍ଟର୍ସ କପ୍‌: ଯୋଗଦେବେ ଭେଟେରାନ ଖେଳାଳି, ଜାଣନ୍ତୁ ମ୍ୟାଚ୍‌ ଭେନ୍ୟୁ ଓ ତାରିଖ…

ନୂଆଦିଲ୍ଲୀ, ୨୩ା୫: ଭେଟେରାନ ଖେଳାଳିଙ୍କୁ ନେଇ ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ର ଉଦ୍‌ଘାଟନୀ ସଂସ୍କରଣ ଜୁନ୍‌ ୧୮ରୁ ୨୭ ପର୍ଯ୍ୟନ୍ତ ଚେନ୍ନାଇରେ ହେବ। ହକି ଇଣ୍ଡିଆ ଶୁକ୍ରବାର ବିଧିବଦ୍ଧ ଭାବେ ଇଭେଣ୍ଟର ଭେନ୍ୟୁ ଓ ତାରିଖ ଘୋଷଣା କରିଛି। ଟୁର୍ନାମେଣ୍ଟ ଲାଗି…

ଅବସର ନେବେ ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍

ନୂଆଦିଲ୍ଲୀ,୨୩ା୫: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ଏକ ବିବୃତିରେ ୩୭ ବର୍ଷୀୟ ମାଥ୍ୟୁସ୍ ନିଶ୍ଚିତ କରିଛନ୍ତି ଯେ ଜୁନ ମାସରେ ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ…

ସଚିନ ତେନ୍ଦୁଲକରଙ୍କ ପ୍ରତିଦ୍ୱନ୍ଦୀରୁ ନୌକା ସଫେଇ କାମ: ଜାଣନ୍ତୁ ଏହି ଖେଳାଳିଙ୍କୁ

ନୂଆଦିଲ୍ଲୀ, ୨୩।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ, ବିଶେଷତ ୧୯୯୦ ଦଶକରେ ବଢ଼ି ଉଠିଥିବା ଲୋକଙ୍କ ପାଇଁ, ହେନରୀ ଓଲୋଙ୍ଗାଙ୍କ ନାମ ମନରେ ସଚିନଙ୍କ ଏକ ମଜବୁତ ପ୍ରତିଦ୍ୱନ୍ଦୀତା ସ୍ମୃତି ମାନେ ପକାଇଦିଏ। ୧୯୯୮ ମସିହାରେ ଶାରଜାହରେ ଅନୁଷ୍ଠିତ କୋକା-କୋଲା କପ…

ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ଅହମଦାବାଦ,୨୨ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ କରିଛି। ଲକ୍ଷ୍ନୌ ଦ୍ୱାରା ପ୍ରଦତ୍ତ ୨୩୬ ରନର ଟାର୍ଗେଟର ପିଛା କରୁଥିବା ଗୁଜରାଟ ୨୦…

ରାହୁଲ କି ଗିଲ୍ ନୁହେଁ, ଏହି ଅଣଦେଖା ଷ୍ଟାର ପୂରଣ କରିବେ କୋହଲିଙ୍କ ଶୂନ୍ୟସ୍ଥାନ

ନୂଆଦିଲ୍ଲୀ, ୨୨।୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳର ‘ଏ’ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୀର୍ଘ ଦିନ ପରେ କରୁଣ ନାୟାରଙ୍କୁ ସାମିଲ କରାଯାଇଛି, ଯିଏ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ମଝିଆ ବ୍ୟାଟିଂ ଶୂନ୍ୟସ୍ଥାନ ପୂରଣ…

ଇଂଲଣ୍ଡ ଯିବେ ବୈଭବ ସୂର୍ଯ୍ୟବଂଶୀ 

ନୂଆଦିଲ୍ଲୀ,୨୨।୫: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ, ଜସପ୍ରିତ ବୁମ୍‌ରା, ରିଷଭ ପନ୍ତଙ୍କ ଭଳି କ୍ରିକେଟର ଖେଳିବାର ଆଶା କରାଯାଉଛି। କିନ୍ତୁ ଏହି ସମୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ମଧ୍ୟ ବଡ଼ ଖବର ଆସିଛି। ସେ ମଧ୍ୟ ଇଂଲଣ୍ଡ ଯାଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri