ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନଟ୍ ଆଉଟ୍ ଥିଲେ ରୋହିତ
ମାଞ୍ଚେଷ୍ଟର,୨୮।୬(ପିଟି)- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଓପନର ରୋହିତ ଶର୍ମା ବିବାଦୀୟ ଢଙ୍ଗରେ ଉଇକେଟ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। କିନ୍ତୁ ସେ ନଟ୍ଆଉଟ୍ ଥିଲେ ବୋଲି ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ଆଉଟ୍ ହେବା ବେଳର ଏକ…
କଟ୍ଟ୍ରେଲଙ୍କୁ ପରିହାସ କଲେ ସାମି
ମାଞ୍ଚେଷ୍ଟର,୨୮।୬(ପିଟି)- ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଆନ ପେସର ଶେଲଡନ କଟ୍ଟ୍ରେଲ ସର୍ବଦା ସାଲ୍ୟୁଟ କରନ୍ତି, ଯାହାକି ଚଳିତ ବିଶ୍ୱକପ୍ରେ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାଦ୍ୱାରା ସେ ଜାମାଇକାନ ଡିଫେନ୍ସ ଫୋର୍ସ (ଜେଡିଏଫ୍) ପ୍ରତି ଶ୍ରଦ୍ଧାଞ୍ଜଳି ଜଣାନ୍ତି। କିନ୍ତୁ ଚଳିତ ବିଶ୍ୱକପ୍ରୁ ବହୁ…
‘ଶ୍ରୀଲଙ୍କା, ବାଂଲାଦେଶଠାରୁ ଜାଣିଶୁଣି ହାରିବ ଭାରତ’
କରାଚୀ,୨୮।୬(ପିଟି)- ପାକିସ୍ତାନ ଦଳକୁ ବିଶ୍ୱକପ୍ର ସେମିଫାଇନାଲ ଦୌଡ଼ରୁ ବିଦା କରିବା ଲାଗି ଭାରତୀୟ ଦଳ ଜାଣିଶୁଣି ତା’ର ପରବର୍ତ୍ତୀ ମ୍ୟାଚ୍ରେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପରାସ୍ତ ହେବ। ଏଭଳି ଅପମାନଜ୍ଜନକ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାସିତ୍ ଅଲି। ଏହି…
କୋପା ଆମେରିକା: ସେମିରେ ବ୍ରାଜିଲ
ପୋର୍ଟୋ ଆଲେଗ୍ରେ,୨୮।୬(ଏଏଫ୍ପି)- ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଦଳ ଶୁଟ୍ଆଉଟ୍ ଜରିଆରେ ପାରାଗୁଏକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏଥିପୂର୍ବରୁ ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ଶୁଟ୍ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା।…
କୋହଲିଙ୍କଠାରୁ ଦ୍ରୁତତମ ବାବର ଆଜାମ
ବର୍ମିଂହାମ,୨୮।୬- ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ବାବର ଆଜାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିଜର ଆଇଡଲ ବୋଲି ମନେକରନ୍ତି। ହେଲେ ମାଇଲଷ୍ଟୋନ ସ୍ପର୍ଶ କରିବାରେ କୋହଲିଙ୍କଠାରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଦ୍ରୁତତମ। ବାବର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ଅପରାଜିତ ଶତକ ଲଗାଇବା…
ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର
ଇସଲମାବାଦ୍, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେଶ୍ ସହାୟକ ହୋଇଛି। କିନ୍ତୁ ପାଣ୍ଡ୍ୟାଙ୍କ ବୋଲିଂ ଏବଂ ବ୍ୟାଟିଂ ସନ୍ତୁଷ୍ଟ ନାହାନ୍ତି…
ପୁଣି ବିଶ୍ୱକପ୍ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍
ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ‘ମଦର ଅଫ୍ ଅଲ ବ୍ୟାଟ୍ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍ରେ ହରାଇ ଭାରତୀୟ ଦଳ ୭-୦ର ଅଗ୍ରଣୀ ହାସଲ କରିଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ଚଳିତ ବିଶ୍ୱକପ୍ରେ ପୁଣି ଥରେ…
ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍ କରୁଛନ୍ତି କେ.ଏଲ ରାହୁଲ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ…
ବିରାଟଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଲାରା
ମାଞ୍ଚେଷ୍ଟର,୨୮।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପରେ ଏକ ମ୍ୟାଚରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ ପୂରଣ କରିଛନ୍ତି। ୨୦ ହଜାର ରନ ସଂଗ୍ରହ କରିବାକୁ କୋହଲି ୪୧୭…
ବିଜୟ ଶଙ୍କରଙ୍କ ଉପରେ ରାଗିଲେ ଫ୍ୟାନ୍: କହିଲେ, ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ
ମାଞ୍ଚେଷ୍ଟର,୨୮।୬:ଆଇସିସି କ୍ରିକେଟ ବିଶ୍ୱକପର ଏକ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। କେବଳ ବିଜୟ ଶଙ୍କରଙ୍କୁ ଛାଡି ସବୁ ଖେଳିଙ୍କ ପ୍ରଦର୍ଶନ ଭଲ ରହିଛି। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର…
ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍ଜାଦ
ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍ ବୋଲର ସୟେଦ ଅହମ୍ମଦ ଶିର୍ଜାଦଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)…
ଓଡ଼ିଶା ବାହୁକୁସ୍ତି ଦଳର ସଫଳତା
ଭୁବନେଶ୍ୱର, ୨୮ା୬ (ସ୍ପୋଟର୍ସ ବ୍ୟୁରୋ)- ଛତିଶଗଡ଼ର ଭିଲାଇଠାରେ ୪୩ ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ୯୦କେଜି ସିନିୟର ପୁରୁଷ ବିଭାଗରେ ପ୍ରମୋଦ ମୁଖୀ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ପ୍ରତାପ…

