ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍
ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିବେ ବୋଲି…
ବିବାଦରେ ଅରେଞ୍ଜ ଜର୍ସି
ମାଞ୍ଚେଷ୍ଟର, ୨୭।୬(ପି.ଟି.)- ଚଳିତ ବିଶ୍ୱକପ୍ରେ ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍ରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ଏହି ମ୍ୟାଚ୍ ପୂର୍ବରୁ ଏବେ ଏକ ବିବାଦ ଦେଖିବାକୁ ହୋଇଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ…
ବାବରଙ୍କ ଶତକ: ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ
ବର୍ମିଂହାମ,୨୭।୬(ପ.ଟି.)- ଚଳିତ ବିଶ୍ୱକପ୍ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଶେଷରେ ପ୍ରଥମଥର ପାଇଁ ପରାଜୟର ମୁହଁ ଦେଖିଛି। ସ୍ଥାନୀୟ ଏଜ୍ବାଷ୍ଟନ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଟୁର୍ନାମେଣ୍ଟର ୩୩ତମ ମ୍ୟାଚ୍ରେ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ପ୍ରଭାବୀ ବୋଲିଂ ଓ ବାବର…
ଆଇସିସି ବିଶ୍ୱକପ୍: ଭାରତ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା
ମାଞ୍ଚେଷ୍ଟର, ୨୭।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବିପଜ୍ଜନକ ଓ୍ବେଷ୍ଟଇଣ୍ଡିକୁ ଭେଟିବ। ଗୁରୁବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ମ୍ୟାଚ୍ ଓ୍ବେଷ୍ଟଇଣ୍ଡିଜ ଅପେକ୍ଷା ଭାରତ…
ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ
ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍ର ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ପ୍ରାକ୍ତନ କ୍ରିକେଟରଙ୍କଠାରୁ ଆରମ୍ଭ…
ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ
ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଆଇଓସି ସେସନ ବେଳେ ସେ ସମ୍ମାନଜନକ ଆସନ ପାଇଁ ନିର୍ବାଚିତ ହୋଇଛନ୍ତି। ମୋଟ…
କାଜାକସ୍ତାନ, କିର୍ଗିଜସ୍ତାନ ଇଭେଣ୍ଟରେ ଭାଗ ନେବେ ଦୂତୀ
ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଆସନ୍ତା ମାସରେ କାଜାଖସ୍ତାନ ଓ କିର୍ଗିଜସ୍ତାନରେ ହେବାକୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ମନୋନୀତ ଆଥ୍ଲେଟମାନଙ୍କ ମଧ୍ୟରେ ଅଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଲଙ୍ଗ୍ ଜମ୍ପର ଏମ. ଶ୍ରୀଶଙ୍କର। ଏହି ଦୁଇ ଜଣ ଜାତୀୟ ରେକର୍ଡଧାରୀ…
କାର୍ ଦୁର୍ଘଟଣାରେ ବକ୍ସର ନୀରଜ ଆହତ
ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ ଷ୍ଟାର ବକ୍ସର ଅମିର ଖାଁଙ୍କ ବିପକ୍ଷ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍ଡ ଚାମ୍ପିୟନଶିପ୍ ମୁକାବିଲାରୁ ସେ…
ଓ୍ବିମ୍ବେଲଡନ କ୍ୱାଲିଫାୟର୍ସ: ଦ୍ୱିତୀୟ ରାଉଣ୍ଡରୁ ରାମକୁମାରଙ୍କ ବିଦାୟ
ଲଣ୍ଡନ, ୨୬ା୬ (ପି.ଟି.): ଭାରତର ରାମକୁମାର ରମାନାଥନ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପ୍ରବେଶ କରିବାରେ ପୁଣି ବିଫଳ ହୋଇଛନ୍ତି। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍ ପାଇଁ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ସେ ପୋଲାଣ୍ଡର କାମିଲ ମାଜକ୍ରାଜାକ୍ଙ୍କଠାରୁ ହାରିଯାଇଛନ୍ତି। ଅଣସିଡ୍ ଭାରତୀୟ…
ଫେଡରରଙ୍କୁ ଦ୍ୱିତୀୟ, ନାଡାଲଙ୍କୁ ତୃତୀୟ ସିଡ୍
ଲଣ୍ଡନ,୨୬।୬- ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପୂର୍ବରୁ ଖେଳାଳିଙ୍କ ସିଡ୍ ବୁଧବାର ପ୍ରକାଶ ପାଇଛି। ୮ ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ଦ୍ୱିତୀୟ ସିଡ୍ ପ୍ରଦାନ କରାଯାଇଥିବାବେଳେ ରାଫାଲ ନାଡାଲଙ୍କୁ ତୃତୀୟ ସିଡ୍ ଦିଆଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍ ଶୀର୍ଷ…
ମହିଳା ଫିଫା ବିଶ୍ୱକପ୍: ଏସିଆର ଅଭିଯାନ ଶେଷ
ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍ପି)- ମହିଳା ଫିଫା ବିଶ୍ୱକପ୍ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଜାପାନକୁ ୨-୧ ଗୋଲରେ ନେଦରଲାଣ୍ଡ ହରାଇ ଦେଇଥିବାବେଳେ ଇଟାଲୀ ୨-୦…
ଟପ୍ସରେ ସାମିଲ ହେଲେ ୪ ତୀରନ୍ଦାଜ
ନୂଆଦିଲ୍ଲୀ,୨୬।୬(ପିଟି)- ତୀରନ୍ଦାଜ ତରୁନଦୀପ ରାଇ, ଅତନୁ ଦାସ, ପ୍ରବିନ ଯାଦବ ଓ ଅତୁଲ ବର୍ମାଙ୍କୁ ବୁଧବାର ଟାଗେର୍ଟ ଅଲିମ୍ପିକ୍ ପୋଡିୟମ୍ ଯୋଜନା (ଟପ୍ସ)ରେ ସାମିଲ କରାଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଡିରେକ୍ଟର ଜେନେରାଲ ନିଲମ କାପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିସନ…

