ଆଇସିସି ନିକଟରେ ଫେରାଦ ହେଲା ପିସିବି
ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ନିକଟରେ ଫେରାଦ ହୋଇଛି। ଏପରି କି ଆଇସିସି…
ଅମିରଙ୍କୁ ମିଳିଲା ଦୁଇ ଚେତାବନୀ
ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୨.୪ ଓ ୩.୪ ଓଭରରେ ଦୁଇ ଥର ଘଟିଥିଲା। ଭାରତୀୟ…
ପ୍ରଥମେ ବ୍ୟାଟିଂ ଭାରତ
ମାଞ୍ଚେଷ୍ଟର,୧୬।୬(ପିଟି): ଏଠାରେ ଭାରତ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ଷା ହେବାର ସମ୍ଭାବନା ଥିବାରୁ ସର୍ଫରାଜ ଅହମ୍ମଦ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…
ଆଇସିସି ବିଶ୍ୱକପ୍: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍ର ୨୨ତମ ମ୍ୟାଚ୍ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରବେଳାରେ ନିଜ ବାଲୁକାକଳା ମାଧ୍ୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।…
ଦଣ୍ଡିତ ହୋଇପାରେ ଶ୍ରୀଲଙ୍କା
ଲଣ୍ଡନ,୧୬ା୬: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଶ୍ରୀଲଙ୍କା ଦଳକୁ ଦଣ୍ଡିତ କରିପାରେ। ପୂର୍ବ ଚାମ୍ପିୟନ ଶ୍ରୀଲଙ୍କା ଆଇସିସି ନିୟମ ଭଙ୍ଗ କରିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ୮୭ ରନ୍ ପରାଜୟ ବରଣ କରିବା ପରେ ଦିମୁଥ କରୁଣାରତ୍ନେଙ୍କ ଦଳର…
ବିଶ୍ୱକପ୍ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା
ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ ଶୀଘ୍ର ମ୍ୟାଚ୍ ଲାଗି ପ୍ରସ୍ତୁତ କରିବା ପାଇଁ ଏଠାରେ ବିଶେଷ ସୁବିଧା ନାହିଁ। ଏଥିନେଇ…
ତୀରନ୍ଦାଜୀ ବିଶ୍ୱକପ୍: ଭାରତକୁ ୨ ବ୍ରୋଞ୍ଜ ପଦକ
ଡେନ୍ ବୋସକ୍ (ନେଦରଲାଣ୍ଡ୍ସ),୧୬।୬ (ପି.ଟି.)-ଜ୍ୟୋତି ସୁରେଖା ଭେନମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍ ମହିଳା କମ୍ପାଉଣ୍ଡ ବିଭାଗରେ ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିବାରେ ସମର୍ଥ ହୋଇଛି। ଏସିଆନ ଗେମ୍ସ ରୌପ୍ୟ ବିଜୟିନୀଙ୍କ ନେତୃତ୍ୱରେ ମୁସ୍କାନ…
ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ
ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍ଆଇଏଚ୍୍ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍ତା ତନକାଙ୍କ ଡବଲ ଗୋଲ ବଳରେ ଜାପାନ ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଆମେରିକାକୁ ୪-୨…
ଆଇସିସି ବିଶ୍ୱକପ୍: ଭାରତ- ପାକିସ୍ତାନ ହାଇଭୋଲ୍ଟେଜ ମୁକାବିଲା
ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ୨୨ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ଭାରତୀୟ ଦଳ ପୁଣି ଥରେ ବାଜି ମାରିବା…
ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ
କାର୍ଡିଫ୍,୧୬।୬(ଏଏଫ୍ପି)- ଚଳିତ ବିଶ୍ୱକପ୍ରେ ୫ଟି ମ୍ୟାଚ୍ ଖେଳିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଜୟର ସ୍ବାଦ ଚାଖିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ତଥା ଦିବାରାତ୍ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଡକ୍ଓ୍ବର୍ଥ ଲୁଇସ୍ ନିୟମରେ ୧୧୬ଟି ବଲ…
ବିଶ୍ୱକପ୍ରେ ପାକିସ୍ତାନକୁ ସବୁଥର ହରାଇଛି ଭାରତ
ମାଞ୍ଚେଷ୍ଟର,୧୬।୬(ପି.ଟି.)-ଆଇସିସି ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ସବୁ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ହାତ ଖାଲି ରହିଛି। ତେବେ ଦିନିକିଆ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦୁଇଦେଶ ୧୩୧ଟି ମ୍ୟାଚ୍ରେ ମୁହଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ…
ଆଇସିସି ବିଶ୍ୱକପ୍: ଶୀର୍ଷରେ ଅଷ୍ଟ୍ରେଲିଆ
ଲଣ୍ଡନ,୧୬।୬(ପି.ଟି.)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୦ତମ ମ୍ୟାଚ୍ରେ ୮୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ…

