ଖେଳ

ଭାରତ ଆଗରେ ବିଜୟ ଲକ୍ଷ୍ୟ ୩୩୮

ବର୍ମିଂହାମ,୩୦।୬: ଚଳିତ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆଗରେ ବିଶାଳ ୩୩୮ରନର ଲକ୍ଷ୍ୟ ରଖିଛି ଆୟୋଜକ ଇଂଲଣ୍ଡ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ପାଳି ଖେଳି…

ବୀରଙ୍କୁ ୧୯ ବର୍ଷରୁ କମ୍‌ ସ୍କ୍ବାଶ ଟାଇଟଲ

ନୂଆଦିଲ୍ଲୀ,୨୯।୬(ପିଟି)- ଭାରତୀୟ ଖେଳାଳି ବୀର ଛୋଟ୍ରାନି ସାଥି ଖେଳାଳି ଯଶ ଫାଡତେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ଏସିଆନ୍‌ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ବୀର ୧୧-୫, ୯-୧୧, ୧୧-୭, ୯-୧୧, ୧୧-୭ ଗେମ୍‌ରେ ଫାଡତେଙ୍କୁ ପରାସ୍ତ କରିଥିଲେ। ଏହି…

ଭାରତୀୟ ହକି ଗୋଲକିପରଙ୍କ ସ୍ବତନ୍ତ୍ର କ୍ୟାମ୍ପ୍‌

ନୂଆଦିଲ୍ଲୀ,୩୦।୬(ପିଟି)- ଭାରତୀୟ ହକି ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକଙ୍କ ଭଳି ଦେଶର ଅନ୍ୟ ଗୋଲକିପରମାନଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଆୟୋଜନ କରାଯିବ। ନେଦରଲାଣ୍ଡର ଲୋକପ୍ରିୟ ହକି ଗୋଲକିପର ଟ୍ରେନର ଡେନ୍ନିସ ଭାନ୍‌ ଡେ ପୋଲଙ୍କ ତତ୍ତ୍ୱାବଧାନରେ…

ଦିନିକିଆରେ ଓ୍ବିଲିୟମସନଙ୍କ ୬ ହଜାର ରନ୍‌

ଲଡର୍‌ସ,୩୦।୬- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟ ବରଣ କରିଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ୫୧ ବଲରୁ ୪୦ ରନ୍‌ କରିଥିଲେ। ଏହି ଅବସରରେ ସେ ଦିନିକିଆ କ୍ରିକେଟରେ ୬ ହଜାର…

କୋପା ଆମେରିକା: ଉରୁଗୁଏ ବିଦା

ସାଲ୍‌ଭାଡର(ବ୍ରାଜିଲ),୩୦।୬(ଏଏଫ୍‌ପି)- ପେରୁଠାରୁ ଶୁଟଆଉଟ୍‌(୫-୪) ଜରିଆରେ ପରାଜୟ ବରଣ କରି ଉରୁଗୁଏ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଧାର୍ଯ୍ୟ ସମୟ ସୁଦ୍ଧା ମ୍ୟାଚ୍‌ଟି ଗୋଲଶୂନ୍ୟ ରହିଥିଲା। ଉରୁଗୁଏ ଲାଗି ଗିଓର୍ଗିଆନ ଡେ ଆରାକାଷ୍ଟେ, ଏଡିନ୍‌ସନ କଭାନି…

ପୂର୍ବତନ ପ୍ରେମିକା ଏବଂ ସ୍ତ୍ରୀଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଯୁବରାଜ ସିଂ

କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂ ମାୟାନଗରୀ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ। କ୍ରିକେଟ ଜଗତଠାରୁ ଆରମ୍ଭ କରି ବଲିଉଡ କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ। ଯୁବରାଜଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ କିମ୍‌ ଶର୍ମା ମଧ୍ୟ…

ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପ୍‌…

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୪୭ ରନ୍‌ ଖର୍ଚ୍ଚକରି ୪ ଉଇକେଟ ନେଇଥିଲେ।…

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ହୋଇଥିବାବେଳେ ଏପର୍ଯନ୍ତ ବିଶ୍ୱକପରେ ଅପରାଜିତ…

ପ୍ରଥମେ ବୋଲିଂ କରିବ ଭାରତ

ବର୍ମିଂହାମ,୩୦।୬- ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ପିଚ୍‌ରେ ଅଧିକ ବାଉନ୍ସ ଥିବାରୁ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଏନ ଅଲିଙ୍କ…

ଭାରତକୁ ସାହାଯ୍ୟ ମାଗିଲେ ସୋଏବ ଅଖତର

ଇସଲମାବାଦ, ୩୦।୬:ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତକୁ ସାହାଯ୍ୟ ମାଗିଛନ୍ତି। ଆଇସିସି ବିଶ୍ୱକପରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାରେ ଭାରତ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡକୁ ପରାସ୍ତ କଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିବା…

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର,ନିର୍ବନ୍ଧ ଶେଷ

ପୂର୍ବ ଭାରତୀୟ କ୍ରିକେଟର୍‌ କରୁଣ ନାୟାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘଦିନର ପ୍ରେମିକା ଶନାୟା ଟଙ୍କରିଓ୍ବାଲାଙ୍କ ସହ କରୁଣଙ୍କ ନିର୍ବନ୍ଧ ଶେଷ ହୋଇଛି। ଶନିବାର କରୁଣ ନିଜ ଇନଷ୍ଟାଗ୍ରାମରେ ପ୍ରେମିକାଙ୍କ ଫଟୋ ଛାଡିଛନ୍ତି। ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?