ଏସିଆ ମହିଳା ରଗ୍ବୀ ଚାମ୍ପିୟନଶିପ୍: ଭାରତୀୟ ଦଳରେ ଓଡ଼ିଶାର ୭
ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍ବୀ ଚାମ୍ପିୟନଶିପ୍ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୭ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମୀନାରାଣୀ ହେମ୍ବ୍ରମ, ରଜନୀ…
‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍ ଉଦ୍ଘାଟିତ
ଭୁବନେଶ୍ୱର, ୧୭।୬(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ସହିଦ୍ ସ୍ପୋଟର୍ସଂ ଖେଳ ପଡ଼ିଆରେ ନିର୍ମିତ ‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍ ରବିବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ହକି ଦଳର ପ୍ରାକ୍ତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ନାମରେ ନାମିତ ଏହି ନୂତନ ଷ୍ଟାଣ୍ଡ୍କୁ ପ୍ରଥମ ଓଡ଼ିଆ…
ବୋପାନ୍ନା-ଶାପୋଭାଲୋଭ ରନର୍ସଅପ୍
ଷ୍ଟଟ୍ଗାର୍ଟ, ୧୭ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ କାନାଡିଆନ ପାର୍ଟନର ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମର୍ସିଡିଜ କପ୍ ଟେନିସ ଟୁର୍ନାମେଣ୍ଟର ରନର୍ସଅପ୍ ହୋଇଛନ୍ତି। ଫଳରେ ବୋପାନ୍ନା ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିବାରେ ବିଫଳ…
ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୭।୬(ସ୍ପୋଟର୍ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍ ୪୮ ଜଣ ପ୍ରତିଯୋଗୀ ଓ ୪ଜଣ କୋଚ୍ ଅଂଶଗ୍ରଂହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମଧୁପ୍ରିୟା, ରିତେଶ ଓ…
ଭାରତକୁ ପ୍ରଥମ ସଫଳତା ଦେଲେ ବିଜୟ ଶଙ୍କର
ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଟଟେଜ୍ ମ୍ୟାଚ୍। ଭାରତର ୩୩୭ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପାକସ୍ତାନକୁ ପ୍ରାରମ୍ଭରୁ ଝଟକା ଲାଗିଛି। ଓପନର ଇମାମ ଉଲ୍ ହକ୍ ମାତ୍ର ୭ ରନ୍ କରି ଆଉଟ୍ ହୋଇଛନ୍ତି।…
ଗୁରଜିତ୍ଙ୍କ ଡବଲ ଗୋଲ୍:ପୋଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ
ହିରୋସୀମା, ୧୬ା୬ (ପି.ଟି.)-ଏଠାରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ସିରିଜ ଫାଇନାଲ୍ସ ହିରୋସୀମାରେ ଗୁର୍ଜିତଙ୍କ ଡବଲ ଗୋଲ ସହାୟତାରେ ଭାରତ ୫-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍ ଯଦିଓ…
ନିଜ ରେକର୍ଡ ଭାଙ୍ଗିଲେ ଜନସନ
ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର ଏହି ଆଥ୍ଲେଟ ନେଦରଲାଣ୍ଡ୍ସର ନିଜମେଜେନ ସହରେ ଅନୁଷ୍ଠିତ ନେକ୍ସଟ ଜେନେରେଶନ ଆଥଲେଟିକ୍ସ ମିଟ୍ରେ ଅଂଶଗ୍ରହଣ…
ସଚିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ
ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇତିହାସ ରଚିଛନ୍ତି। ଏକଦିବସୀୟ କ୍ରିକେଟରେ କମ୍ ମ୍ୟାଚ୍ ଏବଂ ଇନିଂସ(୨୩୦ ମ୍ୟାଚ୍, ୨୨୧ ଇନିଂସ) ଖେଳି ୧୧ ହଜାର ରନ୍…
ପାକିସ୍ତାନକୁ ୩୩୭ ରନ୍ର ଟାର୍ଗେଟ ଦେଲା ଭାରତ
ମାଞ୍ଚେଷ୍ଟର, ୧୬।୬: ଓଲ୍ଡ ଟ୍ରାଫର୍ଡରେ ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫୦ ଓଭରରେ ୫ ୱିକେଟ ହରାଇ ୩୩୬…
‘ଫିଟ୍ ରହିଲେ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ଖେଳିବି’
ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍ରେ ୫ ମ୍ୟାଚ୍ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ତା’ର ମୁଖ୍ୟ ପେସରଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି। କିନ୍ତୁ ଏହି…
ଚିନ୍ତାରେ ବାଂଲାଦେଶ ଦଳ
ଟଣ୍ଟନ,୧୬ା୬: ବାଂଲାଦେଶ ପାଇଁ ଚଳିତ ବିଶ୍ୱକପ୍ରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ମୁସ୍ତାଫିକର ରହିମ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସୋମବାର ଏଠାରେ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଆହତ ସମସ୍ୟା ବାଂଲାଦେଶ ଦଳର…
ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ
ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ ହୋଇ ୧୪୦ ରନ୍ କରିଥିଲେ। ବିସ୍ଫୋରକ ଇନିଂସରେ ସାମିଲ ଥିଲା ୧୪ ଚୌକା ଓ…
Archives


