ସେମିଫାଇନାଲରେ ଭାରତ ହାରିଲେ କ’ଣ ହେବ ଦର୍ଶକଙ୍କ ପ୍ରତିକ୍ରିୟା, ଜବାବ ଦେଲେ କୋହଲି
ମାଞ୍ଚେଷ୍ଟର୍, ୯।୭: ମାଞ୍ଚେଷ୍ଟରରେ ଖେଳାଯିବ ୨୦୧୯ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଲିଗ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ହୋଇପାରି ନ ଥିଲା। ହେଲେ…
ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର
ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪ ଶ୍ରେଷ୍ଠ ଦଳ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ମଙ୍ଗଳବାର ହେବ ପ୍ରଥମ ସେମିଫାଇନାଲ।…
ଡ୍ରାଭିଡଙ୍କୁ ନିଯୁକ୍ତି ମିଳିଲା
ନୂଆଦିଲ୍ଲୀ, ୯ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କୁ ସୋମବାର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର କ୍ରିକେଟ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଡ୍ରାଭିଡ ପ୍ରକୃତରେ ଜୁଲାଇ ୧ରୁ ଏନସିଏ ମୁଖ୍ୟ ଭାବେ ଦାୟିତ୍ୱ…
ଏଆଇଏଫ୍ଏଫ୍ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ନୂଆଦିଲ୍ଲୀ, ୯ା୭ (ପି.ଟି.)-ଭାରତୀୟ ଫୁଟ୍ବଲ ଏବେ ସଙ୍କଟରେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପର ଆବଶ୍ୟକ ପଡ଼ିଛି। ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେତେକ ଆଇ-ଲିଗ୍ କ୍ଲବ। ତଦନ୍ତ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।…
୨୭ ରନ ଦୂରରେ ରୋହିତ୍
ମାଞ୍ଚେଷ୍ଟର, ୯।୭- ଚଳିତ ବିଶ୍ୱକପ୍ରେ ଦମ୍ଦାର ଫର୍ମରେ ଥିବା ଭାରତୀୟ ତାରକା ଓପନର୍ ରୋହିତ୍ ଶର୍ମା ପୁଣି ଏକ ବିଶ୍ୱକପ୍ କିର୍ତ୍ତୀମାନଠାରୁ ୨୭ ରନ ଦୂରରେ ରହିଛନ୍ତି। ବିଶ୍ୱକପ୍ ଇତିହାସର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ…
ବାର୍ଟିଙ୍କୁ ହରାଇଲେ ଆଲିସନ
ଲଣ୍ଡନ,୯ା୭-ଆମେରିକାର ଷ୍ଟାର ଖେଳାଳି ସେରେନା ଓ୍ବିଲିୟମ୍ସ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୭ଥର ଚାମ୍ପିୟନ ତଥା ୧୧ତମ ସିଡ୍ ସେରେନା ଏକ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସ୍ପେନର କାର୍ଲା ସୁଆରେଜ…
ଖ୍ବାଜା ବିଶ୍ୱକପ୍ରୁ ବାଦ୍
ମାଞ୍ଚେଷ୍ଟର, ୮ା୭ (ଏଏଫ୍ପି)-ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ବ୍ୟାଟ୍ସମ୍ୟାନ ଉସ୍ମାନ ଖ୍ବାଜା ଚଳିତ ଆଇସିସି ବିଶ୍ୱକପ୍ର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର ସୋମବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଖ୍ବାଜା ଶନିବାର…
ବୁକ୍ମେକର୍ସଙ୍କ ଫେଭରାଇଟ୍ ଭାରତ
ଲଣ୍ଡନ, ୮ା୭ (ପି.ଟି.)- ବୁକ୍ ମେକର୍ସଙ୍କ ଦୃଷ୍ଟିରେ ଏଥର ଭାରତ ଜgିତିବ ଆଇସିସି ବିଶ୍ୱକପ୍। ରାଉଣ୍ଡ ରବିନ ପର୍ଯ୍ୟାୟରେ ଏହି ଦଳ ୯ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରିଛି। ଦୁଇଥର ଚାମ୍ପିୟନ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ ହାରିଯାଇଥିବାବେଳେ ନ୍ୟୁଜିଲାଣ୍ଡ…
ଭାରତୀୟ ହକି ଡିଫେଣ୍ଡରଙ୍କ ଲାଗି ସ୍ବତନ୍ତ୍ର କ୍ୟାମ୍ପ
ନୂଆଦିଲ୍ଲୀ,୮।୭(ପି.ଟି.)- ଦୁଇ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଖେଳାଳି ଫର୍ଗୁସ କାଭାନାଗଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଭାରତୀୟ ଡିଫେଣ୍ଡରଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ। ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟ୍ରେନିଂ ଶିବିର…
ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍ ପଦ ଛାଡ଼ିବାକୁ ମନାକଲେ ହାଥୁରାସିଙ୍ଘେ
କଲମ୍ବୋ,୮।୭(ଏଏଫ୍ପି)- ବାହାର ଚାପ ସତ୍ତ୍ୱେ ଚନ୍ଦିକା ହାଥୁରାସିଙ୍ଘେ ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ବିଶ୍ୱର ୯ମ ର଼୍ୟାଙ୍କ୍ ଦଳ ଭାବେ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ବିଶ୍ୱକପ୍ରେ ୬ଷ୍ଠ ସ୍ଥାନରେ ରହିଥିଲା। ଶୀର୍ଷ ର଼୍ୟାଙ୍କ୍ଧାରୀ…
କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍, ଫ୍ୟାନ୍ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ
୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସୁଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଯାଇଛି।…
ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା
ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇ ସେମାନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିଲା।…

