ଖେଳ

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର ସଚ୍ଚିନ ତେନ୍ଦୁଲକର, ଏମ୍‌.ଏସ୍‌ ଧୋନୀ, କପିଲ ଦେବଙ୍କ ପରେ ଏବେ ଶ୍ରୀଲଙ୍କାର ବରିଷ୍ଠ ସ୍ପିନ୍‌…

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ରେ ହମ୍‌ବର୍ଗରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ବକ୍ସର ଭାବେ ପଦକ…

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା… ମିଚେଲ ଷ୍ଟାର୍କ ଏବଂ ଏଲିସା ହିଲି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭଳି ତାଙ୍କ…

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଭାଇରାଲ୍‌ ହୋଇଛି। ସମ୍ପର୍କ ରଖି ସେ ଯୁବତୀଙ୍କୁ ଧୋକା ଦେଇଥିବା…

ଭାରତକୁ ଜିତାଇଲେ ଅଧିନାୟକ ପ୍ରିୟମ

ଓ୍ବସେଷ୍ଟର, ୨୫।୭ (ପି.ଟି.)- ଅଧିନାୟକ ପ୍ରିୟମ ଗର୍ଗଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଯୁବ ଭାରତୀୟ କ୍ରିକେଟ୍‌ ଦଳ ଏଠାରେ ତାଲିଥିବା ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ସିରିଜର ଏକ ମ୍ୟାଚ୍‌ରେ ବାଂଲାଦେଶକୁ ୩୫ ରନରେ ପରାସ୍ତ କରିଦେଇଛି। ଟସ୍‌ ଜିତି…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…

ଜାପାନ ଓପନ୍‌: ସିନ୍ଧୁ, ସାଇ ପ୍ରଣୀଥ୍‌ କ୍ୱାର୍ଟରରେ

ଟୋକିଓ, ୨୫।୭ (ପି.ଟି.)- ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍‌ ଭାରତୀୟ ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କିନ୍ତୁ ଅନ୍ୟତମ…

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି।…

ଓ୍ବେଷ୍ଟଇଣ୍ଡିଜ-ଏ’କୁ ୨୨୮ରେ ଅଟକାଇଲା ଭାରତ-ଏ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୨୫।୭ (ପି.ଟି.)- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟର ପ୍ରଥମ ଦିବସରେ ଭାରତ-ଏ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା…

ଏହି ଖେଳାଳିଙ୍କ ଦୃଷ୍ଟିଶକ୍ତି କମ ଥିଲା, ତଥାପି ତାଙ୍କ ନାଁରେ ରହିଛି ୧୦୦ଟି ଶତକ

ଭାରତର ସ୍ବାଧୀନତାର ଠିକ୍‌ ୨୦ ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୭ ମସିହା ଜୁଲାଇ ୨୪ ଏମିତି ଜଣେ ଖେଳାଳି ଜନ୍ମ ନେଇଥିଲେ, ଯେକି ପଡିଆକୁ ଓହ୍ଲାଇବା ମାତ୍ରେ ବିଶ୍ୱସ୍ତରୀୟ ବୋଲରଙ୍କ ହୋଶ୍‌ ଉଡିଯାଉଥିଲା। ଏଭଳି ଜଣେ ମହାନ ଖେଳାଳି ଥିଲେ ପାକିସ୍ତାନ…

ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ

ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ ଖେଳାଳିଙ୍କ ଜର୍ସିରେ ଚୀନ ମୋବାଇଲ କମ୍ପାନୀ ‘ଓପୋ’ର ନାଁ ରହିଛି। ଏବେ ତାକୁ ହଟାଯାଇ…

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ଉନ୍ମୋଚନ କରାଯାଇଛି। ଜାପାନର ପ୍ରଶଂସକ, ପ୍ରାୟୋଜକ ଓ ରାଜଧାନୀ ଟୋକିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?