ଖେଳ

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ବିକଳ୍ପ ପଦକ୍ଷେପ ବା ନିଷ୍ପତ୍ତି ନେବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଆଇସିସି ବାସନ୍ଦ ପରେ ଜିମ୍ବାଓ୍ବେ କ୍ରିକେଟର ନିରାଶ

ହରାରେ, ୨୦।୭(ପି.ଟି.)- କ୍ରିକେଟ ବ୍ୟାପାରରେ ସରକାରଙ୍କ ଅବାଞ୍ଚିତ ହସ୍ତକ୍ଷେପ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜିମ୍ବାଓ୍ବେକୁ ବାସନ୍ଦ କରିଛି। ଆଇସିସିର ଏହି କଠୋର ପଦକ୍ଷେପରେ ଜିମ୍ବାଓ୍ବେ ଓ ତା’ର ତାରକା କ୍ରିକେଟରମାନେ ଚକିତ ହେବା ସହ ନିରାଶ ହୋଇଛନ୍ତି। ଏହି…

ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଜାକର୍ତ୍ତା,୧୯।୭(ପି.ଟି.)-ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ତାରକା ପି.ଭି. ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଟୁର୍ନାମେଣ୍ଟରେ ପଞ୍ଚମ ସିଡ ମାନ୍ୟତା ପାଇଥିବା ଅଲିମ୍ପିକ୍ସ ରୌପ୍ୟପଦକ…

ଡୋପିଙ୍ଗ୍‌: ସଞ୍ଜିବନୀ ଯାଦବ ୨ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୮ା୭ (ପି.ଟି.)-ଡୋପିଙ୍ଗ ନିୟମ ଉଲ୍ଲଂଘନ କରିଥିବାରୁ ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜିବନୀ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ୍ସ(ଆଇଏଏଏଫ୍‌)ର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ) ଦ୍ୱାରା ଦୁଇ ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୩ ବର୍ଷୀୟା ଆଥଲେଟ୍‌ ୨୦୧୯ ଏସିଆନ ଚାମ୍ପିୟନଶିପ୍‌…

ବିଦା ହେବେ ଶ୍ରୀଲଙ୍କା କୋଚ୍‌

କଲମ୍ବୋ,୧୯ା୭(ଏଏଫ୍‌ପି)- ବିଶ୍ୱକପ୍‌ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ୯ ମ୍ୟାଚ୍‌ରୁ ୩ ବିଜୟ ହାସଲ କରିବାକୁ ସକ୍ଷମ…

ରଣ୍‌ଜୀ ଟ୍ରଫି ନକ୍‌ଆଉଟରେ ବ୍ୟବହାର ହେବ ଡିଆରଏସ୍‌

ନୂଆଦିଲ୍ଲୀ,୧୯ା୭(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ରଣ୍‌ଜୀ ଟ୍ରଫିରେ ସୀମିତ ସଂଖ୍ୟକ ଡିଆରଏସ୍‌ (ଅମ୍ପାୟରଙ୍କ ନିଷ୍ପତ୍ତିର ପୁନଃ ବିଚାର) ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା କେବଳ ରଣଜୀ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟରେ ବ୍ୟବହାର ହେବ। ଗତ…

ଧିମା ବୋଲିଂ ହାର ପାଇଁ ସସ୍‌ପେଣ୍ଡ ହେବେ ନାହିଁ ଅଧିନାୟକ: ଆଇସିସି

ଲଣ୍ଡନ,୧୯ା୭(ପିଟି)- ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଧିମା ବୋଲିଂ ହାର ଯୋଗୁ ଦଳର ଅଧିନାୟକଙ୍କୁ ଆଉ ସସ୍‌ପେଣ୍ଡ କରାଯିବ ନାହିଁ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି। ଏଭଳି ନିୟମ ଭଙ୍ଗ କରିବା ଲାଗି ମ୍ୟାଚ୍‌ ବିଜେତାଙ୍କୁ ମିଳିବାକୁ ଥିବା ପଏଣ୍ଟ ଆଉ ମିଳିବ…

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏଥିପୂର୍ବରୁ…

ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ଲାଗି ଷ୍ଟୋକ୍ସ ମନୋନୀତ

ଅକ୍‌ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ସମ୍ମାନ ଲାଗି ମନୋନୀତ କରାଯାଇଛି। ରନର୍ସଅପ୍‌ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନଙ୍କ ନାମ ମଧ୍ୟ ଏଥିଲାଗି…

ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା

ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି। କ୍ରିକେଟର ସିକନ୍ଦର ରାଜା ଏ ସମ୍ପର୍କରେ ଟୁଇଟ୍‌ କରି କହିଛନ୍ତି, ଏଭଳି ଅନ୍ତର୍ଜାତୀୟ କ୍ରିକେଟ…

ଭାରତୀୟ ଘରୋଇ କ୍ରିକେଟରେ ଆଫଗାନିସ୍ତାନ ଖେଳାଳିଙ୍କ ଖେଳିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟରେ ଆଫଗାନିସ୍ତାନ ଦଳ ଏବେ ନୂଆ ଶକ୍ତି ଭାବେ ଉଭା ହୋଇଛି। ଆଉ ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବଡ଼ ହାତ ରହିଛି। ଆଫଗାନ ଦଳ ଗତ କିଛି ବର୍ଷ ହେଲା ଭାରତକୁ ତା’ର ଘର…

ଆଇସିସି ହଲ୍‌ ଅଫ ଫେମ୍‌ରେ ସାମିଲ ହେଲେ ସଚିନ

ଲଣ୍ଡନ, ୧୯।୭: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଆଲାନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ମହିଳା ଖେଳାଳି କ୍ୟାଥରିନ୍‌ ଫିଟଜପ୍ୟାଟ୍ରିକଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?