ଖେଳ

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର ଅନେକ ମ୍ୟାଚ ଆୟୋଜନ ହୋଇଥିବାବେଳେ ଶୁକ୍ରବାର ପ୍ରଥମଥରପାଇଁ ମହିଳା ବିଭାଗରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ…

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା ଦଳ ପ୍ରଥମଥରପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳୁଥିବାରୁ ଲିଲିମା ମିଞ୍ଜ୍‌ଙ୍କ ପରିବାର ନିକଟରୁ ତାଙ୍କ ଖେଳ…

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି ମ୍ୟାଚରେ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ…

ଭାରତ ଗସ୍ତରେ ଆସିବେ ଚାର୍ଲୋଟ ଫ୍ଲେୟାର

ନୂଆଦିଲ୍ଲୀ, ୨ା୧୧ (ପି.ଟି.)-ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଚାର୍ଲୋଟ ଫ୍ଲେୟାର ଚଳିତ ମାସ ୧୪ ତାରିଖରେ ୩ ଦିନିଆ ଗସ୍ତରେ ଭାରତ ଆସିବେ। ସେ ମୁମ୍ବାଇରେ ୧୪ ଓ ୧୫ ଏବଂ ବେଙ୍ଗାଲୁରୁରେ ନଭେମ୍ବର ୧୬ରେ ଅବସ୍ଥାନ କରିବା ସହ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବେ।…

ଖେଳକୁ ଲୋକେ ଭଲ ପାଉଥିବାରୁ ଓଡ଼ିଶାରେ ବଡ଼ ଇଭେଣ୍ଟ ସମ୍ଭବ ହୋଇପାରୁଛି: ରିଜିଜୁ

ଭୁବନେଶ୍ୱର,୨।୧୧(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭୁବନେଶ୍ୱର ଆସିଛି। ହକିରେ ଭାରତ ତା’ର ହୃତ୍‌ ଗୌରବ ଫେରି ପାଇବ ବୋଲି ମୋର ଆଶା। ଏଥର ମହିଳା ଓ ପୁରୁଷ ହକି…

ଦେଓଧର ଟ୍ରଫି: ଫାଇନାଲରେ ଭାରତ ସି’ : ମୟଙ୍କ, ଶୁବମନଙ୍କ ଶତକ

ରାଞ୍ଚି,୨।୧୧(ପି.ଟି.)- ଦୁଇ ଓପନର ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲଙ୍କ ଦମ୍‌ଦାର ଶତକୀୟ ପାଳି ଓ ଅଫ୍‌ ସ୍ପିନର ଜଲାଜ ସାକସେନାଙ୍କ ୭ ଉଇକେଟ ସଫଳତା ସହାୟତାରେ ଭାରତ ସି ୨୩୨ ରନରେ ଭାରତ ଏ’କୁ ପରାସ୍ତ କରି ୪ ପଏଣ୍ଟ ହାସଲ…

ସ୍ତ୍ରୀଙ୍କ ସାମ୍ନାରେ ହରଭଜନ କହୁ କହୁ କହିଦେଲେ ଏହି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂ ସ୍ତ୍ରୀ ଗୀତା ବାସ୍ରାଙ୍କ ସହ କପିଲ ଶର୍ମା କମେଡି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ ସେ କେମିତି ଇଂରାଜୀ ଶିଖିଥିଲେ ତା ପଛର କାହାଣୀ ବଖାଣିଛନ୍ତି। ସବୁଠୁ ରୋଚକ କଥା…

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି ଫଳରେ ଭାରତର ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭାବନା ଦୃଢ଼ୀଭୂତ ହୋଇଛି କ୍ବାଲିଫାୟର୍ସର ଦ୍ୱିତୀୟ ମ୍ୟାଚ…

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୪ଟି ବାଲ ବାକି ଥାଇ ୭ ଉଇକେଟରେ ଶ୍ରୀଲଙ୍କାକୁ…

କେନ୍‌ ଓ୍ବିଲିୟମସନଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଓ୍ବେଲିଂଟନ,୧।୧୧(ଏଏଫ୍‌ପି)- ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲକୁ ଶୁକ୍ରବାର ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ତାଙ୍କ ବୋଲିଂ ଶୈଳୀ ନେଇ ଗତ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟ ବେଳେ ରିପୋର୍ଟ କରାଯାଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ପାର୍ଟ…

ରୋହିତ ଆହତ

ନୂଆଦିଲ୍ଲୀ,୧।୧୧- ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଥିବା ରୋହିତ ଶର୍ମା ଆହତ ହୋଇଛନ୍ତି। ଏଣୁ…

ବୋଲର ଗୋଇଠା ମାରିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମାରିବାକୁ ବ୍ୟାଟ ଉଠାଇଥିଲେ

କ୍ରିକେଟରେ ବହୁ ବାର ଖେଳାଳିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳେ। ବେଳେବେଳେ ଖେଳାଳିମାନେ ବାକ୍‌ ଯୁଦ୍ଧରୁ ଆଗକୁ ବଢ଼ିଯାଆନ୍ତି। ସେହିଭଳି ଏକ ଘଟଣା ୧୯୮୧ ଫେବୃୟାରୀରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?