ଖେଳ

ପାକିସ୍ତାନ ବିପକ୍ଷ ଡେଭିସ କପ୍‌: ରାଜପାଲ ନନ୍‌ ପ୍ଲେଇଙ୍ଗ୍‌ କ୍ୟାପଟେନ

ନୂଆଦିଲ୍ଲୀ, ୫।୧୧(ପି.ଟି.)- ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ଟାଇ ପାଇଁ ପୂର୍ବତନ ଖେଳାଳି ତଥା ଜାତୀୟ ଟେନିସ ଫେଡେରେଶନ ଚୟନ କମିଟି ଅଧ୍ୟକ୍ଷ ରୋହିତ ରାଜପାଲ ଭାରତର ନନ୍‌ ପ୍ଲେଇଙ୍ଗ୍‌ କ୍ୟାପ୍‌ଟେନ ନିଯୁକ୍ତ ହୋଇଛନ୍ତି। ଚଣ୍ଡିଗଡ୍‌ରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)…

ସ୍ମିଥ୍‌ଙ୍କ ଦ୍ୱିତୀୟ ବିବାହ

କେପ୍‌ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ବେଳର ଫଟୋକୁ ସ୍ମିଥ୍‌ ନିଜ ଟୁଇଟର୍‌ ପୃଷ୍ଠାରେ ଶେୟାର କରି…

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ସହ ସେ ଏହି ସଫଳତା…

ଭାରତ- ପାକ୍‌ ଡେଭିସ୍‌ କପ୍‌ ଟାଇ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୫।୧୧(ପି.ଟି.)- ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ- ପାକିସ୍ତାନ ଡେଭିସ କପ୍‌ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଆଇଟିଏଫ୍‌ ସୋମବାର ଏ ନେଇ ନିଷ୍ପତ୍ତି ନେବା ସହ ଘୋଷଣା କରିଛି।…

ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ ଟିମର ପେସ୍‌ ବୋଲର୍‌ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର ଏବଂ ସଙ୍ଗୀତାଙ୍କ ଦୀର୍ଘଦିନ ଧରି ପ୍ରେମ ଚାଲିଥିଲା। ଗତବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ…

ଦେଓଧର ଟ୍ରଫି: ଭାରତ ବି’ ଚାମ୍ପିୟନ ଯାଦବ, ନଦୀମଙ୍କ ପ୍ରଭାବୀ ପ୍ରଦର୍ଶନ

ରାଞ୍ଚି,୪।୧୧ (ପି.ଟି.)- ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଭାରତ ବି’ ଏଥର ଦେଓଧର ଟ୍ରଫି ହାସଲ କରିଛି। କେଦାର ଯାଦବଙ୍କ ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଓ ପରେ ସ୍ପିନର ଶାହବାଜ ନଦୀମଙ୍କ ୪ ଉଇକେଟ ସଫଳତା ସହାୟତାରେ ଭାରତ ବି’ ୫୧…

କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିଲେ। ୨୦୦୮ରେ ତାଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌…

ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍‌ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି…

ପାଣ୍ଡ୍ୟାଙ୍କୁ ଭାବପ୍ରବଣ ମେସେଜ୍‌ ଦେଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ଶେୟାର କରିଥିଲେ। ଯେଉଁ ଫଟୋରେ ଧୋନୀଙ୍କ ଝିଅ ଜିଭାଙ୍କୁ ଧରି ସେ ରାସ୍ତାରେ ଯାଉଛନ୍ତି। ଏହାର…

କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ରାଞ୍ଚି,୪।୧୧- ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଦେଓଧର ଟ୍ରଫିର ଫାଇନାଲରେ ଖେଳିଥିବା ସେ ଦେଶର ସର୍ବକନିଷ୍ଠ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତ ସି’ ଚଳିତ ଦେଓଧର ଟ୍ରଫିରେ…

ପୂର୍ବତନ କ୍ରିକେଟର୍‌ ଶେୟାର କଲେ ଏମିତି ଫଟୋ, ଦେଖିଲେ ହସି ହସି ଗଡିଯିବେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ମହମ୍ମଦ କୈଫ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଆପଣ ନ ହସି ରହିପାରିବେନି। କୈଫ ରବିବାର ସନ୍ଧ୍ୟାରେ କରିଥିବା ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍‌…

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବାଂଲାଦେଶ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?