ଖେଳ

ଉଚ୍ଚତା ଯୋଗୁ କ୍ରିକେଟ ପ୍ରଶଂସକଙ୍କୁ ମିଳିଲା ନାହିଁ ରୁମ୍‌

ଲକ୍ଷ୍ନୌ,୬।୧୧- ଉତ୍ତରପ୍ରଦେଶ ରାଜଧାନୀଠାରେ ଆଫଗାନିସ୍ତାନ କ୍ରିକେଟ ପ୍ରଶଂସକଙ୍କୁ ଭିନ୍ନ କାରଣରୁ ହଇରାଣ ହେବାକୁ ପଡ଼ିଛି। ସ୍ଥାନୀୟ ଭାରତରତ୍ନ ଅଟଳ ବିହାରୀ ବାଜେପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଦେଖିବା ପାଇଁ ଆଫଗାନିସ୍ତାନର…

ହୃଦ୍‌ଘାତର ୬ ମାସ ପରେ ପଡ଼ିଆକୁ ଫେରିଲେ କାସିଲାସ

ଲସବନ,୬।୧୧- ପୂର୍ବତନ ସ୍ପାନିଶ ଅଧିନାୟକ ଲକେର କାସିଲାସ ୬ ମାସ ପୂର୍ବେ ହୃଦ୍‌ଘାତର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ପଡ଼ିଆକୁ ଫେରିଛନ୍ତି। ୩୮ ବର୍ଷୀୟ ଗୋଲକିପର ନିଜ କ୍ଲବ ପୋର୍ଟୋ ଦଳର ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ ଆରମ୍ଭ…

ଦିଲ୍ଲୀ କ୍ୟାପିଟାଲ୍ସ ସହ ଅଶ୍ୱିନଙ୍କ ଡିଲ ଶେଷ

ନୂଆଦିଲ୍ଲୀ,୬।୧୧- ଗତ ଦୁଇ ସିଜନ ହେଲା କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନେତୃତ୍ୱ ନେଉଥିବା ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଡିଲ ଶେଷ କରି ଦେଇଛି। ଏ ନେଇ ଖୁବ ଶୀଘ୍ର ଘୋଷଣା ହେବ। ନିକଟରେ ପଞ୍ଜାବ…

କମେଣ୍ଟ୍ରି କରିପାରନ୍ତି ଧୋନୀ

ନୂଆଦିଲ୍ଲୀ,୬।୧୧- ୨୦୧୪ରେ ଅନ୍ତର୍ଜାତୀୟ ଟେଷ୍ଟରୁ ସନ୍ନ୍ୟାସ ନେଇସାରିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ନିକଟ ଭବିଷ୍ୟତରେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିପାରେ। ଚଳିତ ମାସରେ କୋଲକାତାର ଇଡେନ ଗାଡେନ୍ସଠାରେ ଭାରତ…

ଏଟିପି ଫାଇନାଲ୍ସ ଖେଳିବେ ନାଡାଲ

ମାଡ୍ରିଡ, ୬ା୧୧ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଆଘାତ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ନଭେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଲଣ୍ଡନରେ ହେବାକୁଥିବା ସିଜନ ଶେଷ ଏଟିପି ଟୁର୍‌ ଫାଇନାଲ୍ସରେ ସେ ଅଂଶଗ୍ରହଣ କରିବେ ବୋଲି ମଙ୍ଗଳବାର…

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ ଅଣାଯିବ। ଏ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ…

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ନୋ ବଲ ପାଇଁ ସ୍ବତନ୍ତ୍ର ଅମ୍ପାୟର ‘ପାଓ୍ବାର ପ୍ଲେୟାର’ ଏବେ ନୁହଁ

ମୁମ୍ବାଇ,୬।୧୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଗଭର୍ନିଂ କାଉନସିଲ୍‌ରେ ସୋମବାର କୋତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ରେ ନୋ ବଲ ନେଇ ଠିକ ନିଷ୍ପତ୍ତି ପାଇଁ ଏଥର ସ୍ବତନ୍ତ୍ର ଅମ୍ପାୟର ନିଯୁକ୍ତ ହେବ। ଗତ କେତୋଟି ସଂସ୍କରଣରେ ନୋ ବଲ୍‌ ନେଇ…

ଜନ୍ମଦିନ ପାଳିଲେ: ନିଜକୁ ଦେଇଥିବା ପୁରୁଣା ଚିଠି ଶେୟାର କଲେ କୋହଲି

ନୂଆଦିଲ୍ଲୀ,୬।୧୧(ପି.ଟି.)- କ୍ରିକେଟ ସୁପରଷ୍ଟାର ବିରାଟ କୋହଲି ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜର ପ୍ରଶଂସକମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। କୋହଲି ତାଙ୍କର ଏକ ପୁରୁଣା ଚିଠି ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି…

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ କୋଲକାତାରେ

ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ ଆଇପିଏଲ୍‌ ଗଭର୍ନିଂ କାଉନସିଲରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଥର ପ୍ରଥମଥର ପାଇଁ କୋଲକାତାରେ…

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲି, ରୋହିତ…

ଭାରୋତ୍ତୋଳକ ରବି କୁମାରଙ୍କୁ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୫ା୧୧- ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଓଡ଼ିଶାର ଷ୍ଟାର୍‌ ଭାରୋତ୍ତୋଳକ ରବି କୁମାର କାଟଲୁଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡ ହୋଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ମଙ୍ଗଳବାର ବିଧିବଦ୍ଧ ଏହି ସୂଚନା ଦେଇଛନ୍ତି।…

ଦ୍ୱିତୀୟ ଟି୨୦: ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା,୫।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ଭ୍ରମଣକାରୀ ପାକିସ୍ତାନକୁ ସହଜରେ ପରାସ୍ତ କରିଛି। ୯ଟି ବଲ ବାକି ରଖି ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ ହେବା ସହ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?