ଓଡ଼ିଶା ଦଳରେ ସମୀର
ବ୍ରହ୍ମପୁର ଅଫିସ୍,୧୨ା୧୨: କୁଚ୍ବିହାର ଟ୍ରଫିର ଆଗାମୀ ମ୍ୟାଚ୍ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଓଡ଼ିଶା ଦଳ ଘୋଷଣା ହୋଇଯାଇଛି। ଓଡ଼ିଶା କ୍ରିକେଟ ସଂଘ(ଓସିଏ) ତରଫରୁ ୧୫ଜଣିଆ ଦଳ ଘୋଷଣା…
ୱାର୍ଲଡ ଟୁର୍ ଫାଇନାଲ୍ସ: ପରାଜୟରୁ ସିନ୍ଧୁଙ୍କ ଅଭିଯାନ
ଗୁଆଙ୍ଗଝୋଉ, ୧୨।୧୨ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ପି.ଭି. ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍ ୱାର୍ଲଡ ଟୁର୍ ଫାଇନାଲ୍ସରେ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମୁକାବିଲାରେ ସିନ୍ଧୁ ଜାପାନର ଏକେନା ୟାମାଗୁଚିଙ୍କ ନିକଟରୁ…
ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଠାରେ ବୁଧବାର ଆୟୋଜିତ ହୋଇଥିବା ନବମ ଗ୍ଲୋବାଲ ସ୍ପୋଟର୍ସ ସମିଟ୍ –…
ସାଉଥ୍ ଏସିଆନ୍ ଗେମ୍ସ ମେଡାଲିଷ୍ଟଙ୍କୁ ଆର୍ଥିକ ପୁରସ୍କାର
ନୂଆଦିଲ୍ଲୀ,୧୨।୧୨(ପି.ଟି.)- ନେପାଳ ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ସାଉଥ୍ ଏସିଆନ ଗେମ୍ସରେ ପଦକ ହାସଲ କରିଥିବା ଆଥଲେଟମାନଙ୍କୁ ଆର୍ଥିକ ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି। ଏଥିରେ କ୍ରମାଗତ ୧୩ଥର ପାଇଁ ଭାରତ ସର୍ବାଧିକ ପଦକ ହାସଲ…
ବାରବାଟୀ ମ୍ୟାଚ: ଡାଏଟ୍ ପ୍ଲାନ୍ରେ ଚିକେନ୍କୁ ଗୁରୁତ୍ୱ
କଟକ ଅଫିସ,୧୨ା୧୨- ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଡାଏଟ୍ ପ୍ଲାନ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ରେ ପହଞ୍ଚିଛି। ଉଭୟ ଦଳର ଖେଳାଳିଙ୍କ ଖାଦ୍ୟ ତାଲିକାରେ ଚିକେନ୍ର ବିଭିନ୍ନ ଆଇଟମ୍କୁ ଗୁରୁତ୍ୱ ଦିଆଯାଇଛି। ଅଭ୍ୟାସ ଓ ମ୍ୟାଚ୍ ଦିନ ଖେଳାଳିଙ୍କ ଖାଦ୍ୟରେ ପ୍ରୋଟିନ୍…
ଇଣ୍ଡିଆନ ସୁପର ଲିଗ୍: ଓଡ଼ିଶାର ଦ୍ୱିତୀୟ ବିଜୟ
ଭୁବନେଶ୍ୱର, ୧୨।୧୨(ସ୍ପୋଟର୍ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ପୁଣେର ଶ୍ରୀ ଶିବ୍ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ୩-୨ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ…
ଭାରତ ସିରିଜ ବିଜୟୀ
ମୁମ୍ବାଇ, ୧୧।୧୨-ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୬୭ ରନରେ ହରାଇ ଦେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ବୃହତ୍…
ରାଜେଶ ମହାନ୍ତିଙ୍କୁ ୧୦ ଉଇକେଟ ସଫଳତା
ଭୁବନେଶ୍ୱର,୧୧।୧୨(ସ୍ପୋଟର୍ସ ବ୍ୟୁରୋ)- ଏଠାରେ ଛତିଶଗଡ଼ ବିପକ୍ଷରେ ଖେଳାଯାଇଥିବା ରଣ୍ଜୀ ମ୍ୟାଚ୍କୁ ଓଡ଼ିଶା ଦଳ ଏକ ଇନିଂସ ଓ ୩ ରନ୍ରେ ଜିତି ନେଇଛି। ବିଜୟୀ ଦଳ ପାଇଁ ପେସର ରାଜେଶ ମହାନ୍ତି ୧୦ ଉଇକେଟ ସଫଳତା ପାଇଛନ୍ତି। ସେ ପ୍ରଥମ ଇନିଂସରେ…
ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ: ଶ୍ରୀଲଙ୍କା ୨୦୨/୫
ରାଓ୍ବଲପିଣ୍ଡି,୧୧।୧୨(ଏଏଫ୍ପି)- ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳାଯାଇଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଧବାରଠାରୁ ପାକିସ୍ତାନ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି।…
ଭାରତର ପ୍ରଥମେ ବ୍ୟାଟିଂ
ମୁମ୍ବାଇ,୧୧୧୨- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓ୍ବେଷ୍ଟଇଣ୍ଡିଜ ଅଧତ୍ନାୟକ କିରନ ପୋଲାର୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଦୁଇ ପରିବର୍ତ୍ତନ…
ପୃଥ୍ବୀଙ୍କ ଦ୍ୱିଶତକ
ବଦୋଦରା,୧୧।୧୨- ଭାରତୀୟ ଦଳ ପାଇଁ ଟେଷ୍ଟ ଖେଳିସାରିଥିବା ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଷ୍ଟାଇଲରେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ବରୋଦା ବିପକ୍ଷରେ ଚାଲିଥିବା ରଣଜୀ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ପୃଥ୍ବୀ ବିସ୍ଫୋରକ ଦ୍ୱିଶତକ ହାସଲ କରିଛନ୍ତି। ମାତ୍ର ୧୭୯ ବଲ…
ଡୋପରେ ବିଫଳ ଶୁଟର ରବି, ବକ୍ସର ସୁମିତ୍
ପୁଣେ,୧୧।୧୨- ଟୋକିଓ ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୭ ମାସ ବାକି ରହିଥିବାବେଳେ ଭାରତୀୟ ଦଳର ପଦକ ଆଶାକୁ ଶକ୍ତ ଝଟ୍କା ଲାଗିଛି। ଶୁଟର ରବି କୁମାର ଓ ବକ୍ସର ସୁମିତ୍ ସାଙ୍ଗଓ୍ବାନ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି। ଏହା ସଭିଙ୍କୁ…

