‘କୋହଲିଙ୍କ ଭଳି କଠିନ ପରିଶ୍ରମ କର’
ଚେନ୍ନାଇ,୧୩।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଆସିଷ୍ଟାଣ୍ଟ କୋଚ୍ ରୋଡି ଇଷ୍ଟ୍ଓ୍ବିକ୍ ନିଜ ଖେଳାଳିମାନଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି କଠିନ ପରଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ କୋହଲିଙ୍କ ପରି ଅଧ୍ୟବସାୟର ଆବଶ୍ୟକତା ରହିଛି ବୋଲି ସେ…
ନେଟ୍ସରେ ବୋଲିଂ କରିବେ ବୁମ୍ରା
ନୂଆଦିଲ୍ଲୀ,୧୩।୧୨(ପି.ଟି.): ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରିହାବିଲିଟେଶନରେ ରହିଥିବା ବେଳେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପସ୍ତୁତି ଚଳାଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ଫିଟ୍ନେସର ପ୍ରମାଣ ଦେବାକୁ ହେବ। ଫଳରେ ୧୮ ତାରିଖରେ ବିଶାଖାପାଟଣାରେ ଖେଳାଯିବାକୁଥିବା ଦ୍ୱିତୀୟ…
ବିବିଏଲ ପାଇଁ ଏନ୍ଓସି ଦେଲା ନାହିଁ ପିସିବି
କରାଚୀ,୧୩।୧୨- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଲରାଉଣ୍ଡର ଫହିମ ଅଶରଫ ଓ ପେସର ଉସମାନ ଶିନଓ୍ବାରିଙ୍କୁ ଅଷ୍ଟ୍ରେଲିଆର ବିଗ୍ ବାଶ ଲିଗ୍ (ବିବିଏଲ)ରେ ଖେଳିବାକୁ ଏନ୍ଓସି ଦେବାକୁ ମନା କରିଦେଇଛି। ନିକଟରେ ଉଭୟ କ୍ରିକେଟରଙ୍କ ସହ ବିବିଏଲ ଚୁକ୍ତି କରାଯାଇଥିଲା। ଚୂଡ଼ାନ୍ତ…
ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ତଳେ ଦେଶର ବୋର୍ଡ ସହ ମନାନ୍ତର ପରେ ଅବସର ଘୋଷଣା କରିଥିଲେ। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ଡବ୍ଲ୍ୟୁଆଇସିବି) ନିଜ ନିୟମରେ…
ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍ ଆଉଟ୍ କରିବାକୁ ମନାକଲେ ବୋଲର
ପର୍ଲ,୧୩।୧୨- ଚଳିତ ଏମ୍ଝାନ୍ସି ସୁପର ଲିଗ୍ରେ ଏପର୍ଯ୍ୟନ୍ତ ବହୁ ଆକ୍ସନ ହୋଇସାରିିଛି। ନେଲସନ ମଣ୍ଡେଲା ବେ ଜିଆଣ୍ଟସ ଓ ପର୍ଲ ରକ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଶ୍ରୀଲଙ୍କା ପେସର ଇସୁରୁ ଉଡାନା ପ୍ରତିପକ୍ଷ ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍ ଆଉଟ୍ କରିବାକୁ ମନାକରି…
ସନ୍ଦେହରେ ବୋଲରଙ୍କ ନୋ ବଲ
ଢାକା,୧୩।୧୨- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍ (ପିବିଏଲ)ରେ ବାଂଲାଦେଶ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ମ୍ୟାଚ୍ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଛନ୍ତି। ଚାଟ୍ଟୋଗ୍ରାମ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସିଲହଟ ଥଣ୍ଡର୍ସ ପେସର କ୍ରିଶମାର ସାଣ୍ଟୋକିଙ୍କ ଦୁଇଟି ବଲ ଫିଲ୍ଡ ଅମ୍ପାୟର…
ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଛାଡ଼ିଲେ ନାହିଁ ୟୁସୁଫ ପଠାନ
ଭଦୋଦରା,୧୩।୧୨- କ୍ରିକେଟରେ ଅମ୍ପାୟରମାନେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେବା ଏବେ କିଛି ନୂଆ ଘଟଣା ନୁହେଁ। ମାତ୍ର ଖେଳାଳିମାନେ ଏହାକୁ ବିରୋଧକରି ଗ୍ରାଉଣ୍ଡ ଛାଡ଼ିବାକୁ ମନାକରିବା ହୁଏତ ପ୍ରଥମ ଘଟଣା ହୋଇପାରେ। ଏଭଳି ଘଟଣା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଓ ବରୋଦା…
୨୦ ବର୍ଷୀୟ ଏହି ଭାରତୀୟ କ୍ରିକେଟରଙ୍କ ସରିଲା ନିର୍ବନ୍ଧ
ଏବେ ଚାଲିଛି ବିବାହ ଋତୁ। କ୍ରିକେଟରଙ୍କଠାରୁ ଆରମ୍ଭ କରି ବଲିଉଡ୍ ଅଭିନେତ୍ରୀ ଅଭିନେତାମାନଙ୍କୁ ମଧ୍ୟ ଏହି ସିଜିନ୍ରେ ବିବାହ କରୁଥିବାର ଦେଖାଯାଇଛି। ଏହି କ୍ରମରେ ସାମିଲ ହୋଇଛନ୍ତି କ୍ରିକେଟର ରାହୁଲ ଚହର। ସେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।…
ମୁସ୍ତାକ ଅହମ୍ମଦ ପାକିସ୍ତାନ ସ୍ପିନ୍ ବୋଲିଂ ପରାମର୍ଶଦାତା
କରାଚୀ,୧୩।୧୨- ପାକିସ୍ତାନ ପୂର୍ବତନ ଟେଷ୍ଟ ଅଧିନାୟକ ମୁସ୍ତାକ ଅହମ୍ମଦଙ୍କୁ ଦଳର ସ୍ପିନ୍ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଏକବର୍ଷ ଲାଗି ଚୁକ୍ତି କରାଯାଇଛି। ସେ ପ୍ରଥମେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଭିଜ୍ଞ ଲେଗ୍ ସ୍ପିନର ୟାସିର…
ସାନିଆ ମିର୍ଜାଙ୍କ ଭଉଣୀ ବିବାହରେ ଯୋଗଦେଲେନି ସୋଏବ ମଲିକ୍: ଜାଣନ୍ତୁ କାହିଁକି
ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ସେ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ…
ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର
ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ‘ସ୍ପଟ୍ବୟଇ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ,…
ପ୍ରସ୍ତୁତି ପଥେ ବାରବାଟୀ
ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍ । ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମୁହଁାମୁହିଁ ହେବେ । ଏକ ହାଇସ୍କୋରିଂ ମ୍ୟାଚ ଆଶାରେ ରହିଛନ୍ତି ଓଡ଼ିଆ…

