ଖେଳ

ଅଭିନେତ୍ରୀଙ୍କ ପ୍ରତି ଆକୃଷ୍ଟ ହେଲେ କ୍ରିକେଟର ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦାଚର୍ଚ୍ଚାରେ ରହୁଛନ୍ତି। ମଡେଲ ହେଜେଲ କିଚ୍‌ଙ୍କୁ ବିବାହ କରିବା ପରେ ସେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ଆକୃଷ୍ଟ ହୋଇଛନ୍ତି। କିନ୍ତୁ ପ୍ରେମ ବ୍ୟାପାରରେ…

କ୍ୟାଚ୍‌ ନେବାରେ ଷ୍ଟୋକ୍ସଙ୍କ ରେକର୍ଡ

କେପ୍‌ ଟାଉନ,୫।୧୨(ଏଏଫ୍‌ପି)- କ୍ୟାଚ୍‌ ନେବାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ନିଜ ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଚାଲିଥିବା ଦକ୍ଷିଣ ଆଫ୍ରକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ପ୍ରଥମ ଇନିଂସରେ ଜେମ୍ସ ଆଣ୍ଡରସନଙ୍କ…

ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ

ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ ୫ ଉଇକେଟରେ ମୁମ୍ବାଇକୁ ପରାସ୍ତ କରିଛି। ମାତ୍ର ଅଢ଼େଇ ଦିନରେ କର୍ନାଟକ ବିଜୟୀ ହୋଇ…

ପୁରୁଣା ମୋବାଇଲ ଫୋନରେ ବିରାଟ କୋହଲିଙ୍କ ଚିତ୍ର ପ୍ରସ୍ତୁତ କଲେ ଫ୍ୟାନ୍‌

ଗୁଆହାଟୀ,୫।୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି।…

ଲିୟନଙ୍କୁ ୫ ଉଇକେଟ: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡନୀ ଟେଷ୍ଟ

ସିଡନୀ,୫।୧(ଏଏଫ୍‌ପି)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସର ମାର୍ନସ ଲାବୁସେନଙ୍କ ଶତକ ସହାୟତାରେ ୧୫୦.୧ ଓଭରରେ ୪୫୪…

ବ୍ୟାକ୍‌ ଇଞ୍ଜୁରି: ଏଟିପି କପ୍‌ ରବରରୁ ଓହରିଲେ କିର୍ଗିୟସ

ବ୍ରସ୍‌ବେନ,୫।୧(ଏଏଫପି): ଅଷ୍ଟ୍ରେଲୀୟ ଟେନିସ ତାରକା ନିକ୍‌ କିର୍ଗିୟସ୍‌ ରବିବାର ବ୍ୟାକ୍‌ ଇଞ୍ଜୁରି କାରଣରୁ ଏଟିପି କପ୍‌ ରବରରୁ ଓହରିଯାଇଛନ୍ତି। ଏଠାରେ ଖେଳାଯିବାକୁ ଥିବା କାନାଡ଼ାର ଫେଲିକ୍ସ ଅଗେର – ଅଲିଆଜିମଙ୍କ ବିପକ୍ଷ ମ୍ୟାଚ୍‌ରୁ ସେ ଓହରିଯାଇଛନ୍ତି। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ୩…

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି। ସ୍ଥାନୀୟ ପଲାମ ଏ ଷ୍ଟାଡିୟମରେ ଖେଳାଯାଇଥିବା ରଣଜୀ ଟ୍ରଫି ଗ୍ରୁପ୍‌ ସି’ ମ୍ୟାଚ୍‌ରେ ସର୍ଭିସେସ…

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ ଟେଷ୍ଟ ଖେଳିବାକୁ ରାଜି ହୋଇଥିଲା। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଢ଼ାକାରେ ଖେଳିବା ପାଇଁ…

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ମ୍ୟାଚ୍‌ ଖେଳିବା ଅବସରରେ ସେ ଅନ୍ୟତମ ଅଷ୍ଟ୍ରେଲିଆ ଖେଳାଳି…

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି। ଶନିବାର ଏଟିକେ ୨-୦ ଗୋଲରେ ଏହି ଦଳିକୁ ପରାସ୍ତ କରିଛି। ମୁମ୍ବାଇ ସିଟି ତରଫରୁ…

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ-ଏ, ବି ମ୍ୟାଚ୍‌ ବାତିଲ

କଟକ ଅଫିସ,୫।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଓଦା ଆଉଟ ଫିଲ୍ଡ…

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶା ଏଫ୍‌ସି ୟୁଥ୍‌ ଟିମ୍‌ ବିଜୟୀ

ଭୁବନେଶ୍ୱର, ୫।୧ (ସ୍ପୋଟର୍‌ସ ବ୍ୟୁରୋ)- ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ ୫-୩ ଗୋଲରେ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳକୁ ପରାସ୍ତ କରିଛି। ଭାରତର ଶ୍ରେଷ୍ଠ ଫୁଟ୍‌ବଲ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?