ଖେଳ

ପୂର୍ବତନ ଫୁଟବଲ ଖେଳାଳି ସୁବାଷଙ୍କ ପରଲୋକ

କଟକ ଅଫିସ,୫।୧- ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ସୁବାଷ ଚନ୍ଦ୍ର ବୋଷଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିବା ସହ ରାଇଜିଂ ଷ୍ଟାର, ଆଜାଦ୍‌ ହିନ୍ଦ, ଜୟଦୁର୍ଗା କ୍ଲବ…

ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା: ଦ୍ୱିତୀୟ ଦିନର ଖେଳ ବାତିଲ

କଟକ ଅଫିସ,୫।୧- ଦୁଇଦିନ ବିତି ଯାଇଥିଲେ ମଧ୍ୟ ବର୍ଷା ଲାଗି ଓଡ଼ିଶା ଓ ଘରୋଇ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ଆରମ୍ଭ ହୋଇ ପାରିନାହିଁ। ଏପରିକି ମ୍ୟାଚ୍‌ର ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇନାହିଁ। ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀର…

ଭାରତ- ଶ୍ରୀଲଙ୍କା ପ୍ରଥମ ଟି୨୦: ଫୋକସ୍‌ରେ ବୁମ୍‌ରା

ଗୁଆହାଟୀ, ୫।୧(ପି.ଟି.)- ସ୍ଥାନୀୟ ବର୍ସପାରା କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ୍‌ ଷ୍ଟ୍ରେସ୍‌ ଫ୍ରାକ୍‌ଚର…

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସୁବିଧାଜନକ ସ୍ଥିତିରେ ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମ ଇନିଂସରେ ୯୧.୫…

ଅଭ୍ୟାସ ବେଳେ କୋହଲିଙ୍କ ଆଙ୍ଗୁଠିରେ ବାଜିଲା ବଲ୍‌

ଗୁଆହାଟୀ,୪ା୧ (ପି.ଟି.): ଏଠାରେ ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ପାଇଁ ଶନିବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଏହି ସମୟରେ ଅଧିନାୟକ ବିରାଟ କୋହଲିଙ୍କ ବାମହାତ କାଣି ଆଙ୍ଗୁଠିରେ ଆଘାତ ଲାଗିଛି। ପ୍ରାକ୍ଟିସ ସେସନର ପ୍ରଥମାର୍ଦ୍ଧରେ ଏହି…

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି): ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବିଶାଳ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି୨୦ ଖେଳି ୩୦୧ ଉଇକେଟ ନେଇଥିଲେ। ୧୯ ବର୍ଷ ବୟସରେ…

ଗ୍ରୀକ ରେଫରିଙ୍କ ଘର ଉପରେ ଦ୍ୱିତୀୟ ଆକ୍ରମଣ

ଏଥେନ୍ସ,୪ା୧(ଏଏଫ୍‌ପି)- ଗ୍ରୀକ ରେଫରିଙ୍କ ଘରେ ଶୁକ୍ରବାର ପୁଣି ଥରେ ଆକ୍ରମଣ ହୋଇଛି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏଣୁ ଫୁଟବଲ ମ୍ୟାଚ୍‌ ଅଫିସିଆଲଙ୍କ ବିକ୍ଷୋଭର ସମ୍ଭାବନା ସୃଷ୍ଟି ପାଇଛି। ଆକ୍ରମଣରେ ଘରର ପ୍ରବେଶ ଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…

ଜୁଆ ଯୋଗୁ ବୁଡ଼ିଯାଇଥିଲା କ୍ୟାରିୟର

ଲଣ୍ଡନ,୪ା୧(ଏଏଫ୍‌ପି)- ଜୁଆ ଯୋଗୁ ଉଜ୍ଜ୍ୱଳମୟ କ୍ୟାରିୟର ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ଓ୍ବେନ୍‌ ରୁନି। ଚଳିତ ସପ୍ତାହରେ ଡର୍ବି ପାଇଁ ପଦାର୍ପଣ କରିଥିବା ରୁନି କହିଛନ୍ତି, ଜୁଆରେ ପ୍ରାରମ୍ଭିକ ସଫଳତା ଯୋଗୁ ଫୁଟବଲ ପ୍ରତି ବିମୁଖ ହୋଇସାରିଥିଲି।…

ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ

ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ ମଡ୍ଡା ରାମ। ସେ ଭଲ କ୍ରିକେଟ ଖେଳନ୍ତି। ସାଙ୍ଗମାନଙ୍କ ସହ ସେ କ୍ରିକେଟ ଖେଳୁଥିବା…

ନ୍ୟୁଜିଲାଣ୍ଡ ଗସ୍ତ ନେଇ ଚିନ୍ତାରେ ବିସିସିଆଇ

ମୁମ୍ବାଇ,୪ା୧- ଚଳିତବର୍ଷ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଆୟୋଜନ କରିବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଲମ୍ବା ସିରିଜ୍‌ ଖେଳିବ। ସେଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌, ୩…

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଏଭଳି ପରିସ୍ଥିତିରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଷ୍ଟ୍ରେଲିଆନ୍‌ ଓପନର କ୍ରିସ ଲିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?