ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ
ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)- ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର ବ୍ୟାପାର। ମାତ୍ର ଯୁବ ବୟସରୁ ତାହାକୁ କାମରେ କରି ଦେଖାଇଛନ୍ତି ଓଡ଼ିଶା ତଥା ରାଉରକେଲା…
ଲୌରିୟସ ପୁରସ୍କାର ଦୌଡ଼ରେ ନାଡାଲ, ଓସାକା, ମୁରେ
ବର୍ଲିନ,୧୬।୧(ପି.ଟି.)-ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଏ ବର୍ଷ ସାମିଲ ହୋଇଛନ୍ତି ସ୍ପେନ୍ ଟେନିସ ତାରକା ରାଫାଲ ନାଡାଲ ଓ ଆମେରିକା ମହିଳା ତାରକା ନାଓମି ଓସାକା, ଅନ୍ୟତମ ଆମେରିକୀୟ ମହିଳା ଟେନିସ ଖେଳାଳି କୋକୋ ଗୌଫ। ବୁଧବାର ଭିନ୍ନଭିନ୍ନ ବର୍ଗ ପାଇଁ…
ଏହି କ୍ରିକେଟ ଖେଳାଳିଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ମିତାଲି ରାଜ୍
ଭାରତୀୟ ମହିଳା କ୍ରିକେଟ ଟିମ୍ର ଅଧିନାୟକ ମିତାଲି ରାଜଙ୍କ ପ୍ରଦର୍ଶନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ ପଚାରାଯାଇଥିଲା ଯେ, ଭାରତୀୟ କ୍ରିକେଟ ଟିମ୍ କେଉଁ ଖେଳାଳୀଙ୍କୁ ସେ ପସନ୍ଦ କରନ୍ତି ଓ…
ଆଇସିସି ଦିନିକିଆ, ଟେଷ୍ଟ ଦଳ: କୋହଲି ଅଧିନାୟକ
ଦୁବାଇ,୧୫।୧(ପି.ଟି.): ବ୍ୟାଟିଂ ସୁପରଷ୍ଟାର ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ବିବେଚିତ ହୋଇଛନ୍ତି। କ୍ରମାଗତ ତୃତୀୟଥର ପାଇଁ କୋହଲି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ବୁଧବାର…
ଇଣ୍ଡୋନେସିଆ ମାଷ୍ଟର୍ସ, ସିନ୍ଧୁ ଆଗେଇଲେ: ସାଇନା, ଶ୍ରୀକାନ୍ତ ବିଦା
ଜାକର୍ତ୍ତା, ୧୫।୧(ପି.ଟି.): ବିଶ୍ୱ ବିଜୟିନୀ ପି.ଭି. ସିନ୍ଧୁ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ସୁପର ୫୦୦ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ବାଲ, ବି. ସାଇ ପ୍ରଣୀଥ୍, କିଡାମ୍ବୀ ଶ୍ରୀକାନ୍ତ…
କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍ ଅଫ୍ କ୍ରିକେଟ୍
୨୦୧୯ ବର୍ଷର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ଯୋଗୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିଲା। ୨୦୧୧ରେ ଟ୍ରେଣ୍ଟ…
ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ
ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ ଅବସର ନେଇସାରିଥିବାବେଳେ ଧୋନୀ ଦୀର୍ଘଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି। ଦୁହିଁଙ୍କ କମ୍ବିନେଶନ ପୁଣି…
ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ
ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ୩ ପର୍ଯ୍ୟାୟରେ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତରେ ଯାଇ…
ଭାରତ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରଶିପ୍
ମୁମ୍ବାଇ,୧୫।୧- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଓ ଡେଭିଡ ଓ୍ବାର୍ନରଙ୍କ ୨୫୮ ରନ୍ର ଓପନିଂ ଭାଗୀଦାରି ଭାରତ ବିପକ୍ଷ ଦିନିକିଆରେ ଯେ କୌଣସି ଦଳ ପାଇଁ ଏକ ରେକର୍ଡ। ଏଥିପୂର୍ବରୁ ୨୦୦୦ରେ ତାରତ ବିପକ୍ଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କର୍ଷ୍ଟେନ-ହର୍ଶ୍ଚେଲ…
ଧୋନୀ ଧୋନୀ ଗୁଞ୍ଜରିତ ହେଲା ଓ୍ବାଙ୍ଖ୍ଡେ
ମୁମ୍ବାଇ,୧୫।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠାରୁ ଦୀର୍ଘଦିନ ହେଲା ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ଅପେକ୍ଷା କରିରହିଛନ୍ତି। ଏଠାରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଦଳ ୧୦ ଉଇକେଟରେ ଜିତିନେଇ…
ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ
ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗସ୍ତ କରିବେ ନାହିଁ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ହେଲମେଟରେ…
ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ
ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ ଫର୍ମାଟ୍ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ତାଙ୍କ ସାଥୀ ତଥା…

